Daily Archives

March 2, 2019

ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମ ପରେ ବିଜୟ ସଂକଳ୍ପ ସମାବେଶରେ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁୂ କେନ୍ଦ୍ରମନ୍ତ୍ରୀ ଘନଘନ ଓଡିଶା ଗସ୍ତ କରୁଥିବା ବେଳେ ଆସନ୍ତାକାଲି ଦୁଇ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଓ ମନୋଜ ସିହ୍ନା ଓଡିଶା ଗସ୍ତରେ ଆସିବେ । ଦୁଇ କେନ୍ଦ୍ରମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । କେବଳ…

ଆଇଏଏସ ସ୍ତରରେ ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ।

କନକ ବ୍ୟୁରୋ : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ଶନିବାର ଛୋଟ ଧରଣର ଅଦଳବଦଳ ହୋଇଛି । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର ଓ ଜିଏସଟି ବିଭାଗର କମିସନର ଦାୟିତ୍ୱ ମିଳିଛି। ତାଙ୍କ ହାତରେ ଏସଆରସି ଓ ଓଏସଡିଏମଏ ଦାୟିତ୍ୱ ମଧ୍ୟ ରହିବ। ସେହିପରି ଶାଶ୍ୱତ…

ଓଡିଶାର ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତ । ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ…

କନକ ବ୍ୟୁରୋ : ଓଡିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଅଜିତ ସିଂ । ରାଜ୍ୟପାଳ ଲୋକାୟୁକ୍ତ ନିଯୁକ୍ତି ଉପରେ ମୋହର ମାରିବା ପରେ ଜଷ୍ଟିସ ଅଜିତ ସିଂଙ୍କୁ ଅଧ୍ୟକ୍ଷ ଭାବେ ମିଳିଛି ନିଯୁକ୍ତି । ଏହା ସହିତ ଓଡିଶାରେ ଲୋକାୟୁକ୍ତ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା…

ବୀର ସ୍ୱାମୀଙ୍କ ବୀରାଙ୍ଗନା ପତ୍ନୀ ! ଆଖିରେ ଲୁହ ଓ ଛାତିରେ କୋହ ଚାପି ସେନା ପୋଷାକ ପିନ୍ଧି ସ୍କ୍ୱାର୍ଡନ ଲିଡର…

କନକ ବ୍ୟୁରୋ : ବୀର ସ୍ୱାମୀଙ୍କ ବୀରାଙ୍ଗନା ପତ୍ନୀ । ଶେଷ ସମ୍ମାନ ଜଣାଇବାକୁ କଫିନ ଆଗରେ ବାୟୁସେନାର ପୋଷକ ପିନ୍ଧି ଦୃଢତାର ସହ ଠିଆ ହୋଇ ରହିଥିଲେ ପତ୍ନୀ ସ୍କ୍ୱାର୍ଡନ ଲିଡର ଆରତୀ ସିଂ । ସ୍ୱାମୀ ସ୍କ୍ୱାର୍ଡନ ଲିଡର ସିଦ୍ଧାର୍ଥ ବଶିଷ୍ଠଙ୍କର ହେଲିକପ୍ଟର ଦୁର୍ଘଟଣାରେ ସହିଦ ହେବା ପରେ ତାଙ୍କ…

ସତ୍ୟବାଦୀ ସିହାଂସନ ସସପେନ୍ସ ! ୧୯ ବର୍ଷ ପରେ ଶୁଭିବ ଶଙ୍ଖଧ୍ୱନି ନା କଂଗ୍ରେସ ଧରିବ କମାଣ । ପଦ୍ମ ଫୁଟାଇବାକୁ ବିଜେପିର…

କନକ ବ୍ୟୁରୋ : ସତ୍ୟବାଦୀକୁ ନେଇ ସବୁବେଳେ ସସପେନ୍ସ ଦେଖିବାକୁ ମିଳିଥାଏ । ଭୋଟର ମାନେ ସତ୍ୟବାଦୀ ସିଂହାସନରେ କେତେବେଳେ କାହାକୁ ବସାଇଥାନ୍ତି ତାହା କହିବା ମୁସ୍କିଲ । ପୂର୍ବରୁ କଂଗ୍ରେସର ଗଡ ଥିବା ଏହି ଆସନରେ ବିଜେଡି ବାରମ୍ବାର ମାତ୍ ଖାଇ ଆସିଛି । ପୁରୀ ଜିଲ୍ଲାର ଅନ୍ୟ ଆସନ ଗୁଡିକରେ…