Daily Archives

March 1, 2019

୫୬ ଘଣ୍ଟାର ସତ ! ପଢନ୍ତୁ, ଶତ୍ରୁ ମାଟିରେ କେମିତି କଟିଥିଲା ଅଭିନନ୍ଦନଙ୍କ ସମୟ ।

ପାକିସ୍ତାନ ଦ୍ୱାରା ବନ୍ଦି ହେବାର ପ୍ରାୟ ୫୬ ଘଣ୍ଟା ପରେ ଭାରତ ଫେରିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ । ୱାଘା ବର୍ଡରେ ବାଣ ଫୁଟାଇ ବାଜା ବଜାଇ ଲୋକ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଅଭିନନ୍ଦନ ପାକିସ୍ତାନରେ ବିତାଇଥିବା ସେଇ ୫୬ ଘଣ୍ଟା ସମ୍ପର୍କରେ । ପୁଲୱାମାରେ…

ଅଲକାଏଦା ମୁଖ୍ୟ ଲାଡେନର ପୁଅ ମୁଣ୍ଡ ପାଇଁ ୭ କୋଟି ! ହମଜାକୁ ଧରାଇ ଦେଲେ ଆମେରିକା ଦେବ ପୁରସ୍କାର ।

କନକ ବ୍ୟୁରୋ :  ଲାଡେନ ପୁଅ ମୁଣ୍ଡ ପାଇଁ ୭ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ଆମେରିକା । ସାରା ବିଶ୍ୱରେ ଆତଙ୍କବାଦ୍ ବିରୋଧୀ ସ୍ୱର ଶାଣିତ ହୋଇଥିବା ବେଳେ ଓସାମା ବିନ୍ ଲାଡେନ୍ ପୁଅର ଠିକଣା କହିଲେ ମିଳିବ ପୁରସ୍କାର । ହମ୍ଜା ବିନ୍ ଲାଡେନ୍ ବାବଦରେ ସଂପର୍କ ଦେବା ବ୍ୟକ୍ତିଙ୍କୁ ୧୦ ଲକ୍ଷ…

ଗଣମାଧ୍ୟମରେ ପାକିସ୍ତାନକୁ ଭାରତ ଦେଇଥିବା ନଥି । ପାକିସ୍ତାନ ମାଟିରୁ ଆତଙ୍କୀ ଷଡଯନ୍ତ୍ରର ତାଜା ପ୍ରମାଣ ।

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନୀ ଆତଙ୍କୀ ସଂଗଠନର ହାତଥିବା ନେଇ ପ୍ରମାଣ ମାଗିଥିଲା ଇସଲାମାବାଦ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ, ଭାରତ ପ୍ରମାଣ ଦେଲେ ସେ ନିଜେ ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ଏହାପରେ ଗତ ୨୭ ତାରିଖରେ ପାକିସ୍ତାନକୁ…

ଘରକୁ ଫେରିଲେ ଭାରତର ସାହସୀ ପୁଅ । ବୀର ପାଇଲଟ୍ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇଲା ପୁରା ଭାରତ ।

କନକ ବ୍ୟୁରୋ : ଭାରତରେ ଅଭିନନ୍ଦନ ବର୍ତମାନ । ପାକିସ୍ତାନରୁ ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ୨ ଦିନ ଧରି ପାକ୍ କବଜାରେ ରହିବା ପରେ ଆଜି ଭାରତ ଫେରିଛନ୍ତି ବୀର ଯବାନ ଅଭିନନ୍ଦନ । ରାତି ପ୍ରାୟ ୯ଟା ୨୫ରେ ୱାଘା ବର୍ଡର ଦେଇ ସେ ଭାରତ ଫେରିଛନ୍ତି । ଯେଉଁ ମୁହୁର୍ତକୁ ଆଜି…

ଓଡିଆ ବରକୁ କାନାଡା କନ୍ୟା ! ଓଡିଆ ରୀତି ନୀତି ଅନୁସାରେ ହେଲା ବିବାହ । 

କନକ ବ୍ୟୁରୋ : ସତରେ ପ୍ରେମ ଆଗରେ ଜାତି, ଧର୍ମ, ବର୍ଣ୍ଣ କିଛି ମାନେ ନଥାଏ କେବଳ ଦୁଇଟି ହୃଦୟ ମିଶିବା ଦରକାର ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି କାନାଡାର ଝିଅ ଆଉ ଓଡିଆ ଘରର ପୁଅ । ସେ ଭୁଲି ନାହାଁନ୍ତି ନିଜର ସଂସ୍କୃତି ଓ ପରମ୍ପରାକୁ । ଭୁଲି ନାହାଁନ୍ତି ନିଜର ଗାଁ ମାଟିକୁ । ବିଦେଶରେ…