Monthly Archives

February 2019

ଆକାଶପଥରେ କିଏ ଅଧିକ ଶକ୍ତିଶାଳୀ? ଭାରତ ଉପରେ ଆକ୍ରମଣ କରିବାର ଦୁଃସାହସ କଲେ ସାଂଘାତିକ ପରିଣାମ ଭୋଗିବ ପାକିସ୍ତାନ ।

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଯବାନଙ୍କୁ ପାକିସ୍ତାନ, ଫେରାଇଦେବା ପାଇଁ ଘୋଷଣା କରିବା ପରେ ବର୍ତମାନ ସ୍ଥିତି ସାମାନ୍ୟ ଶାନ୍ତ ପଡ଼ିଛି । ହେଲେ ଯବାନ ଫେରି ଆସିବା ପରେ କ’ଣ ହେବ ଭାରତର ପରବର୍ତି ପଦେକ୍ଷପ । ପୂର୍ବଭଳି ଅଶାନ୍ତ ରହିବ କି ସୀମା? ଆଉ ଯଦି ସୀମାରେ ଭାରତ ଓ ପାକିସ୍ତାନ…

ଶତ୍ରୁ ରାଷ୍ଟ୍ରରେ ସାହସ ଦେଖାଇବାକୁ ପଛାଇନଥିଲେ ସାହସୀ ସୈନିକ ‘ଅଭିନନ୍ଦନ’ । ପାକିସ୍ତାନରେ ଦେଇଥିଲେ ହିନ୍ଦୁସ୍ତାନ…

କନକ ବ୍ୟୁରୋ : ଯୁଦ୍ଧ ବିମାନରୁ ଖସିପଡି ଶତ୍ରୁ ରାଷ୍ଟ୍ରରେ ବି ସାହସ ଦେଖାଇଥିଲେ ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ତ୍ତମାନ । ସ୍ଥାନୀୟ ଯୁବକଙ୍କ ଉତେଜନା ସତ୍ୱେ କାହାରିକୁ ଆକ୍ରମଣ କରିନଥିଲେ ବରଂ ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ । ଶତ୍ରୁ ହାତରେ ଯେଭଳି କୌଣସି ସୁରାକ ନଲାଗେ,…

ପଦାରେ ପଡ଼ିଲା ପାକିସ୍ତାନର ମହାମିଛ । ତଥ୍ୟ ପ୍ରମାଣ ସହ ଆଇନା ଦେଖାଇଲା ବାୟୁସେନା ।

କନକ ବ୍ୟୁରୋ: ପଦାରେ ପଡ଼ିଲା ପାକିସ୍ତାନର ଅସଲ ଚେହେରା । ଭାରତ-ପାକ୍ ମଧ୍ୟରେ ପାଇଲଟ୍ ଅଭିନନ୍ଦନଙ୍କୁ ଫେରାଇ ଆଣିବା ନେଇ ସାରା ଦେଶରେ ଯେଉଁ ଉଦବେଗ ପ୍ରକାଶ ପାଇଥିଲା ସେନେଇ ନୂଆ ତଥ୍ୟ ଦେଇଛନ୍ତି ଭାରତୀୟ ବାୟୁସେନା । ଯାହାକି ସାରା ବିଶ୍ୱକୁ ପାକିସ୍ତାନର ମିଛକୁ ଧରା ପକାଇ ଦେଇଛି । ଏପରିକି…

ପାକିସ୍ତାନ ମିଛର ପର୍ଦ୍ଦାଫାଶ କଲା ଭାରତୀୟ ସେନା! ପ୍ରମାଣ ଦେଖାଇବା ସହ କହିଲା, ସବୁ ପ୍ରକାର ପରିସ୍ଥିତି ପାଇଁ ଆମେ…

କନକ ବ୍ୟୁରୋ : ଆମେ ସବୁ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ । ପାକିସ୍ତାନ ସହ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିବା ବେଳେ ଏଭଳି ବୟାନ ଦେଇଛନ୍ତି ଭାରତର ବାୟୁସେନା, ସ୍ଥଳସେନା ଓ ନୌସେନା । ୩ ସେନା ପକ୍ଷରୁ ପ୍ରେସମିଟ କରାଯାଇ ପାକିସ୍ତାନ କହି ଆସୁଥିବା ମିଛ ଉପରୁ ପରଦା ଉଠାଯାଇଛି ।…

ଦୁଇଭାଗ ହେଲା ପୂର୍ବତଟ ରେଳବାଇ ! ବିଜେଡ଼ି ମୁଖପାତ୍ର କହିଲେ, ରାଜନୈତିକ ଅଭିସନ୍ଧି ରଖି ଏପରି ନିଷ୍ପତ୍ତି ନେଇଛି…

କନକ ବ୍ୟୁରୋ : ପୂର୍ବତଟ ରେଳବାଇ, ଦକ୍ଷିଣତଟ ରେଳବାଇ ଅଲଗା ହୋଇଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ରାଜନୈତିକ ଅଭିସନ୍ଧି ରଖି ଏପରି କରିଛି । ଏହି ନିଷ୍ପତ୍ତି ବିଜେପି ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଛି ବୋଲି କହିଛନ୍ତି ।  ଓଡ଼ିଶା…

ଶତ୍ରୁ ରାଷ୍ଟ୍ରକୁ ଶିକ୍ଷା ଦେବାକୁ ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ! କହିଲେ, ଏକାଠି ଲଢିବା, ଏକାଠି ଜିତିବା

କନକ ବ୍ୟୁରୋ : ଏକାଠି ଲଢ଼ିବା, ଏକାଠି ଜିତିବା । ଶତ୍ରୁକୁ ଶିକ୍ଷା ଏବଂ ଦେଶବାସୀଙ୍କୁ ଆହ୍ୱାନ ଦେବାକୁ ଯାଇ ଖୋଲାଖୋଲି ଏଭଳି କହିଛନ୍ତି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଗତିରେ ଅସ୍ଥିରତା ସୃଷ୍ଟି ପାଇଁ ଶତ୍ରୁର ଉଦ୍ୟମକୁ ପଣ୍ଡ କରିବାକୁ ଦେଶବାସୀଙ୍କୁ ଚଟ୍ଟାଣ ଭଳି ଠିଆ ହେବାକୁ…