Daily Archives

February 28, 2019

ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଲେ, ପଲିଟିକ୍ସକୁ ଆସିବେ କି ନଳିନୀ?

କନକ ବ୍ୟୁରୋ : ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଲେ ନଳିନୀକାନ୍ତ ପ୍ରଧାନ । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ନଳିନୀ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ନଳିନୀଙ୍କ ଇସ୍ତଫା ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ନଳିନୀ…

ବିଶ୍ୱର ସବୁଠୁ ଉଚ୍ଚତମ ଶିବଲିଙ୍ଗ! ୫୧ ଲକ୍ଷ ରୁଦ୍ରାକ୍ଷରେ ନିର୍ମିତ ହେଲା ୫୧ ଫୁଟର ଶିବଲିଙ୍ଗ

ଆଉ ଦିନ କେଇଟା ପରେ ପୂରା ଦେଶରେ ଧୂମଧାମରେ ପାଳିତ ହେବ ମହାଶିବରାତ୍ରି । ଏଥିପାଇଁ ଏବେଠାରୁ ବିଭିନ୍ନ ଶିବ ମନ୍ଦିରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆଉ ଏସବୁ ଭିତରେ ଗୁଜୁରାଟର ଜୁନାଗଡରେ ରୁଦ୍ରାକ୍ଷରେ ବିଶ୍ୱର ସବୁଠୁ ଉଚ୍ଚତମ ଶିବଲିଙ୍ଗ ନିର୍ମାଣ କରାଯାଇଛି । ଏହାପୂର୍ବରୁ…

ବାୟୁସେନାର ଏୟାରଷ୍ଟ୍ରାଇକକୁ ନେଇ ରାଜନୀତି ! ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ଏହା ବିଜେପିକୁ ଫାଇଦା ଦେବ ବୋଲି…

କନକ ବ୍ୟୁରୋ : ଗୋଟିଏପଟେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଦେଖା ଦେଉଥିବା ବେଳେ ୟେଦୁରପ୍ପାଙ୍କ ବୟାନକୁ ନେଇ ରାଜନୀତି ପାଣିପାଗ ବେଶ ସରଗରମ୍ ରହିଛି । ମୋଦି ସରକାରଙ୍କୁ ଚଳିତ ନିର୍ବାଚନରେ ଏହା କେତେ ଫାଇଦା ହେବ ୟେଦୁରପ୍ପା ତାଙ୍କ ବୟାନରେ କହିଛନ୍ତି । ଯାହାକୁ ନେଇ ବିରୋଧୀ,…

ପାକିସ୍ତାନରେ ପୁଅ ଦେଖାଇଛନ୍ତି ଅଦମ୍ୟ ସାହସ ! ସଚ୍ଚା ସୈନିକ ଅଭିନନ୍ଦନଙ୍କୁ ନେଇ ଆମେ ଗର୍ବିତ ବୋଲି କହିଲେ ତାଙ୍କ…

କନକ ବ୍ୟୁରୋ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଅଦମ୍ୟ ସାହସ ପାଇଁ ତାଙ୍କ ପରିବାର ସମେତ ସାରା ଦେଶ ତାଙ୍କୁ ନେଇ ଗର୍ବିତ । ଅଭିନନ୍ଦନଙ୍କ ସାହସ ପାଇଁ ତାଙ୍କ ବାପା ଗର୍ବ ଅନୁଭବ କରୁଥିବା ବେଳେ ଅପେକ୍ଷା କରିଛନ୍ତି ପୁଅର ଘର ବାହୁଡାକୁ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ…

ଭାରତ ପଛରେ ପୂରା ବିଶ୍ୱ! ପାକିସ୍ତାନ ପାଇଁ ବିକଳ୍ପ ଗୋଟିଏ, ଭାରତ ସହ ଆଲୋଚନା କରୁ ଓ ଆତଙ୍କବାଦୀଙ୍କୁ ମାରୁ

କନକ ବ୍ୟୁରୋ : ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିବାକୁ ନିଷ୍ପତି ନେବା ପରେ ଏବେ ପ୍ରଶ୍ନ ଉଠୁଛି ଭାରତ ପାଖରେ କଣ ରହିବ ବିକଳ୍ପ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦ ଦମନ ନେଇ ପାକିସ୍ତାନ ସହ ଆଲୋଚନା ପାଇଁ ଭାରତ ଚାହୁଁଛି । ତେବେ ଯାଇ ଦୁଇଦେଶ ମଧ୍ୟରେ ଲାଗି…