Daily Archives

February 27, 2019

ଦୁଇ ଭାଗ ହେଲା ପୂର୍ବତଟ ରେଳବାଇ । ଦକ୍ଷିଣ ତଟ ରେଳପଥ ନାଁରେ ନୂଆ ରେଳ ଜୋନ ଘୋଷଣା ।

କନକ ବ୍ୟୁରୋ : ଦୁଇ ଭାଗ ହେଲା ପୂର୍ବତଟ ରେଳବାଇ । ପୁଣି ଏକ ନୂଆ ରେଳ ଜୋନକୁ ଆଜି ମଂଜୁରୀ ମିଳିଛି । ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋଏଲ । ନୂଆ ରେଳ ଜୋନ୍ର ନାଁ ରହିବ ଦକ୍ଷିଣ ତଟ ରେଳପଥ । ବିଶାଖପାଟଣାରେ ରହିବ ଦକ୍ଷିଣ ତଟ ରେଳପଥର ମୁଖ୍ୟାଳୟ । ଦକ୍ଷିଣ ତଟ ରେଳପଥ ଅଧୀନରେ…

କେମିତି ପାକିସ୍ତାନ ମାଟିରେ ପସି ତାଣ୍ଡବ ରଚିଥିଲା ଭାରତ ! ଶାଢୀରେ ଆଙ୍କିଲେ ସର୍ଜିକାଲ ଷ୍ଟ୍ରାଇକର ପୂରା କାହାଣୀ,…

ଭାରତୀୟ ସେନା ବାଲାକୋଟ ଆକ୍ରମଣ ପରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି । ବାୟୁସେନାର ଏଭଳି ପଦକ୍ଷେପ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଠାରୁ ନେଇ କ୍ରିକେଟ ଷ୍ଟାର ପର‌୍ୟ୍ୟନ୍ତ ସମସ୍ତେ How’s the Josh?, Jai Hind ଓ salute the…

କନ୍ଧମାଳରେ ବିଜେଡିର ମହତ ରଖିବେ କି ରାଣୀ ମା’! ଶଙ୍ଖ ଦଳ ତୁଳନାରେ ଦୁର୍ବଳ ବିରୋଧୀ, ପ୍ରତିପକ୍ଷ କ୍ୟାମ୍ପରୁ କାହାକୁ…

କନକ ବ୍ୟୁରୋ : ଫୁଲବାଣୀ,ଜି.ଉଦୟଗିରି,ବାଲିଗୁଡା,ଗଂଜାମ ଜିଲ୍ଲାର ଭଂଜନଗର,ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ଏବଂ ନୟାଗଡ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ନେଇ କନ୍ଧମାଳ ଲୋକସଭା ଗଠିତ। ତେବେ ଗତ ୪ଟି ନିର୍ବାଚନରେ ବିଜେଡି ପାଇଁ ଏହା ସେଫ୍ ଜୋନ ଭାବେ ଉଭା ହୋଇଛି । ସିଧାସଳଖ…

ମ୍ୟାକ୍ସୱେଲଙ୍କ ଜବରଦସ୍ତ ଶତକ ! ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ୭ ୱିକେଟରେ ହାରିଲା ଟିମ୍ ଇଣ୍ଡିଆ, ୧୧ ବର୍ଷ ପରେ ଭାରତ…

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବଦଲା ଭାରତରେ ନେଲା କଙ୍ଗାରୁ ଦଳ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତକୁ ୭ ଓି୍ୱକେଟରେ ମାତ୍ ଦେଲା ଅଷ୍ଟ୍ରେଲିଆ । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଦମଦାର ଶତକ ପାଇଁ ୨-୦ରେ ସିରିଜ ହାତେଇଛି କଙ୍ଗାରୁ ଦଳ । ବାଙ୍ଗାଲୋର ଏମ୍.ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା…

ଭଣ୍ଡାରିପୋଖରୀର ଭବିଷ୍ୟତ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, ଖାତା ଖୋଲିବା ଲକ୍ଷ୍ୟରେ ବିଜେପି । କଂଗ୍ରେସ…

କନକ ବ୍ୟୁରୋ : ଭଣ୍ଡାରିପୋଖରୀର ଭବିଷ୍ୟତ କିଏ । କାହା ଭାରକୁ ଯିବ ଭଣ୍ଡାରିପୋଖରୀ । ଭଦ୍ରକ ଜିଲ୍ଲାର ଏକ ହାଇଭୋଲଟେଜ ଆସନ ମଧ୍ୟରେ ଭଣ୍ଡାରିପୋଖରୀ ଜଣାଶୁଣା । କାରଣ ଏଠାରେ ଏବେ ବିଜେଡି ଦଳର ପ୍ରତିନିଧିତ୍ବ କରୁଛନ୍ତି ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।…