Daily Archives

February 26, 2019

ଇଣ୍ଡିଆନ୍ ଏୟାରଫୋର୍ସର ଲେଜର ଗାଇଡେଡ୍ ବମ୍ ! ଯାହା ପାକିସ୍ତାନ ମାଟିରେ ଆତଙ୍କୀ କ୍ୟାମ୍ପକୁ କରିଦେଲା ଖିନଭିନ୍ ।

କନକ ବ୍ୟୁରୋ : ଫେବ୍ରୁଆରୀ ୧୪ ରେ ହୋଇଥିଲା ପୁଲୱାମା ଆକ୍ରମଣ । ସହିଦ ହୋଇଥିଲେ ୪୦ ଯବାନ । ଏହାର ୧୨ ଦିନ ପରେ ଅର୍ଥାତ୍ ଫେବ୍ରୁଆରୀ ୨୬ରେ ଭାରତ ଦେଇଛି କଡା ଜବାବ । ପାକ୍ ଅଧିକୃତ କାଶ୍ମୀରରେ ଇଣ୍ଡିଆନ୍ ଏୟାରଫୋର୍ସର ଲେଜର ଗାଇଡେଜ୍ ବୋମା ମାଡରେ,  ଜୈସ୍ ଏ ମହମ୍ମଦର ଆତଙ୍କୀ ଗଡ ନଷ୍ଟ…

କନ୍ଦଳ କରୁଛି କଲବଲ,ବଢୁଛି ତାଳଚେର ରାଜନୀତିର ତାତି । ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବ ଯିଏ, ବିଜୟ ବାନା ଉଡାଇବ ସିଏ ।

କନକ ବ୍ୟୁରୋ : ତାଳଚେରକୁ ନେଇ ତାତୁଛି ଅନୁଗୁଳ ରାଜନୀତି । ପ୍ରାୟ ୩ ଦଶନ୍ଧି ହେବ ଅଣକଂଗ୍ରେସ ଗଡ ଭାବେ ପରିଚିତ ହୋଇ ଆସୁଥିବା ତାଳଚେର ଆସନରେ ଚଳିତ ଥର ଦେଖିବାକୁ ମିଳିପାରେ ତ୍ରିମୁଖୀ ଲଢେଇ ।ତେବେ ତାଳଚେର ବିଧାନସଭା ଆସନରେ ଗୋଷ୍ଠୀ ବିବାଦ ଏବେ ସବୁ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ…

ବ୍ରହ୍ମଗିରି ବାଜି ଜିତିବ କିଏ? ସଞ୍ଜୟଙ୍କ ପାଇଁ ସହଜ ହେବନି ବିଜୟ, ବିଜେପିରେ ରହି କରିସ୍ମା କରିବେ କି ଲୁଲୁଙ୍କ ଭାଇ?…

କନକ ବ୍ୟୁରୋ : ବ୍ରହ୍ମଗିରିରେ କିଏ ମାରିବ ବାଜି । ପୁରୀ ଜିଲ୍ଲାର ଏହି ସମ୍ମାନଜନକ ଆସନରେ ପ୍ରତିଥର ଜୋରଦାର ଲଢେଇ ଦେଖିବାକୁ ମିଳେ । କିନ୍ତୁ ଚଳିତ ନିର୍ବାଚନୀ ଫାଇଟରେ ଏକ ନିଆରା ଅନୁଭୂତି ପାଇବେ ବ୍ରହ୍ମଗିରି ନିର୍ବାଚନମଣ୍ଡଳବାସୀ । କାରଣ ଲୁଲୁଙ୍କ ଦେହାନ୍ତ ପରେ କଂଗ୍ରେସ ନିର୍ବାଚନ…

ଟପ୍ ସିକ୍ରେଟ ଥିଲା ଭାରତର ଏୟାରଷ୍ଟ୍ରାଇକ! ଜାଣନ୍ତୁ କିଭଳି ହୋଇଥିଲା ପାକିସ୍ତାନ ଆତଙ୍କୀ ଶିବିରରେ ଆଟାକ କରିବାର…

କନକ ବ୍ୟୁରୋ : ଫେବ୍ରୃଆରୀ ୧୪ ପୁଲୱାମା ଆକ୍ରମଣର ୧୨ ଦିନ ଭିତରେ କଡା ପ୍ରତିଶୋଧ ନେଇ ଭାରତ । ପାକିସ୍ତାନ ମାଟିରେ ଜବାବ ଦେଇଛି ଭାରତୀୟ ବାୟୁ ସେନା । ତେବେ ଏହି ଆକ୍ରମଣ ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଭାରତ । ଆକ୍ରମଣ ସଫଳ କରିବା ପାଇଁ ଏକାଧିକ ପର୍ଯ୍ୟାୟରେ…

୧୯୭୧ ଯୁଦ୍ଧ ପରେ ୧ମ ଥର ପାଇଁ ଏଲଓସି ଟପିଲା ଭାରତୀୟ ବାୟୁସେନା ! ପାକ୍  ମାଟିରେ ନେଲା ପୁଲୱାମା ହମଲାର ପ୍ରତିଶୋଧ ।

କନକ ବ୍ୟୁରୋ : ପୁଲୱାମା ହମଲା ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ୍ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପଶି ଜୈସ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ବିମାନ ।…