Daily Archives

February 25, 2019

ମୟୂରଭଞ୍ଜ ପାଇଁ ମହାମନ୍ତ୍ରଣା,ପୁରୁଣା ଯିବେ ନୂଆ ଆସିବେ । ମେଣ୍ଟ ଭରସାରେ କଂଗ୍ରେସ, ବିଜେପି ପାଇଁ ଦିଲ୍ଲୀରୁ…

କନକ ବ୍ୟୁରୋ : ମୟୂରଭଞ୍ଜରେ ହେବ ମହାଲଢେଇ । ମୟୂରଭଞ୍ଜ ଲୋକସଭା ଆସନର ସ୍ଥିତି ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି। ଏଥର ତ୍ରିମୁଖୀ ଲଢ଼େଇରେ ୪ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ତାକତ ଦେଖାଇବେ। ନୂଆ ଚେହେରା ଓ ନୂଆ ରାଜନୈତିକ ସମୀକରଣ ସହିତ ସବୁ ରାଜନୈତିକ ଦଳ ଆଗକୁ ବଢିବା ଆରମ୍ଭ…

କୋରାପୁଟ କୁରୁକ୍ଷେତ୍ରରେ କାହାର ହେବ ରାଜତିଳକ ? ପର ଶିବିରର ସୈନିକ ସାଜିବେ କି ଟ୍ରମ୍ପକାର୍ଡ ?

କନକ ବ୍ୟୁରୋ : କୋରାପୁଟବାସୀଙ୍କ ପାଇଁ ଦିଲ୍ଲୀ ଦରବାରରେ କିଏ ଉଠାଇବ ସ୍ୱର । କାହାକୁ ଭରସା କରିବେ କୋରାପୁଟବାସୀ । ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଲୋକସଭା ଆସନକୁ ନେଇ ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ସ୍ୱାଧୀନତା ପରେ ପରେ କଂଗ୍ରେସର ଗଡ ଭାବେ ପରିଚିତ ହୋଇ ଆସୁଥିବା…

କେନ୍ଦ୍ର ସରକାରଙ୍କୁ ମେହେବୁବାଙ୍କ ଚେତାବନୀ ! ସମ୍ବିଧାନର ଧାରା ୩୫(ଏ)କୁ ରଦ୍ଦ କରାଗଲେ ସଙ୍ଗୀନ ହେବ ପରିସ୍ଥିତି ।  

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି କେନ୍ଦ୍ର ସରକାରଙ୍କୁ ଖୁଲମଖୁଲା ଚେତାବନି ଦେଇଛନ୍ତି । ସେ କହିଛନ୍ତି କାଶ୍ମୀର ଲୋକଙ୍କୁ ସ୍ୱାତନ୍ତ୍ର ଅଧିକାର ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୫(ଏ) କୁ ଯଦି ରଦ୍ଦ କରାଯାଏ କିମ୍ବା କୌଣସି ପ୍ରକାର ପରିବର୍ତ୍ତନ କରାଯାଏ…

ଡରିଗଲା ପାକିସ୍ତାନ ! ଶାନ୍ତି ପ୍ରତିଷ୍ଠା ପାଇଁ ଭାରତକୁ ମାଗିଲା ସୁଯୋଗ, ପୁଲୱାମା ଆକ୍ରମଣରେ ପୁଣି ମାଗିଲା ପ୍ରମାଣ ।

କନକ ବ୍ୟୁରୋ : ଡରିଗଲା କି ପାକିସ୍ତାନ । ଶାନ୍ତି ପ୍ରତିଷ୍ଠା ପାଇଁ ମାଗିଲା ଆଉ ଏକ ସୁଯୋଗ । ପୁଲୱାମା ଆକ୍ରମଣରେ ପାକିସ୍ତାନ ପୁଣି ଭାରତକୁ ପ୍ରମାଣ ମାଗିଛି । ଏବଂ ଉପଯୁକ୍ତ ପ୍ରମାଣ ଦେଲେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ନୂଆଦିଲ୍ଲୀକୁ…

ଆଦିବାସୀଙ୍କୁ ନେଇ ମୁହାଁମୁହିଁ ! ବିଜେପି କହିଲା, ସରକାରଙ୍କ ଭୁଲ୍ ନିଷ୍ପତ୍ତିର ଶିକାର ହେବେ ଆଦିବାସୀ । ନେତାଙ୍କ…

କନକ ବ୍ୟୁରୋ : ଆଦିବାସୀଙ୍କୁ ନେଇ ମୁହାଁମୁହିଁ । ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ । ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ନେତା । ଭାରତୀୟ ଜନତା ପାର୍ଟିର ନେତାମାନେ ବିଶେଷ କରି ପିତାମ୍ବର ଆଚାର୍ଯ୍ୟ ରାଜନୀତିରେ ପ୍ରବେଶ କରିବା ଦିନ ଠାରୁ ଆଇନ୍ ପାଠ ଭୁଲିଯାଇଥିବା ବିଜେଡି କହିଛି…