Daily Archives

February 22, 2019

ଭାରତ ପାକିସ୍ତାନ ମ୍ୟାଚ୍ ବଏକଟ୍ କରିବ ନା ବିଶ୍ୱକପରୁ ପାକିସ୍ତାନକୁ ବିଦା କରିବାକୁ ଯୋଜନା କରିବ ! ଭାରତ-ପାକିସ୍ତାନ…

କନକ ବ୍ୟୁରୋ : କଣ ହେବ ବିଶ୍ୱକପ୍ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚର ଭବିଷ୍ୟତ ? କଣ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବଏକଟ୍ କରିବ ନା ବିଶ୍ୱକପରୁ ପାକିସ୍ତାନକୁ ବିଦା କରିବାକୁ ଯୋଜନା କରିବ ଭାରତ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏଭଳି ତମାମ୍ ପ୍ରଶ୍ନ ଦେଶବାସୀଙ୍କ ମନରେ ଉଙ୍କି…

୧୯ରେ ବଦଳିବେ କି ବିଜେଡିର ଦିଲ୍ଲୀ ସିପାହୀ? ୧୨ ସାଂସଦଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା, ନୂଆ ନା ପୁରୁଣା କାହାକୁ ସୁଯୋଗ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ଏବେ ଗୋଟିଏ ଚର୍ଚ୍ଚା-କାହାକୁ ମିଳିବ ଏମପି ଟିକେଟ୍ । ଚର୍ଚ୍ଚା ହେଉଛି ୨୦୧୯ ନିର୍ବାଚନରେ ବିଜେଡି ଅଧାରୁ ଅଧିକ ସଂସଦୀୟ କ୍ଷେତ୍ରରେ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ଯାଉଛି । ଅର୍ଥାତ୍ ବର୍ତମାନ ବିଜେଡି ଟିକେଟରୁ ସାଂସଦ ବନିଥିବା…

ଆକ୍ରମଣ ୮ ଦିନ ପରେ ସଫେଇ ରଖିଲା ପାକ୍ ସେନା: କହିଲା, ପୁଲୱାମା ହମଲାରେ ନାହିଁ ପାକିସ୍ତାନର ହାତ

କନକ ବ୍ୟୁରୋ: ପୁଲୱାମା ଆତଙ୍କୀ ହମଲାର ୮ ଦିନ ପରେ ପାକ୍ ସେନାର ପ୍ରେସମିଟ୍ । ପୁଲୱାମା ଆକ୍ରମଣରେ ପାକିସ୍ତାନର କୌଣସି ସଂପର୍କ ନାହିଁ ବୋଲି ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ପାକ୍ ସେନା ମେଜର ଜେନେରାଲ ଆସିଫ ଗଫୁର । ଏହା ସହିତ ଚିରାଚରିତ ଢଙ୍ଗରେ କହିଛନ୍ତି, ବିନା ପ୍ରମାଣରେ ପାକିସ୍ତାନ…

ରାଜ୍ୟ କ୍ୟାବିନେଟରେ ୨୮ଟି ପ୍ରସ୍ତାବ ଉପରେ ମୋହର ମାରିଲେ ସରକାର! ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ରାଜ୍ୟ କ୍ୟାବିନେଟ ୨୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଖାସକରି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ଖୁସି’ ଯୋଜନାକୁ ମଂଜୁରୀ ମିଳିଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ…

ବିଧାୟକଙ୍କ ଭାଇରାଲ ଭିଡିଓକୁ ନେଇ ଜୋର ଧରିଲା ରାଜନୀତି: ଦେବାଶିଷଙ୍କ ଗିରଫ ଦାବି କଲା କଂଗ୍ରେସ, ଥାନାରେ ଏତଲା ଦେଲା…

କନକ ବ୍ୟୁରୋ: ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଘେରିଲେ ବିରୋଧୀ । ସହିଦଙ୍କ ସଂପର୍କିୟଙ୍କୁ ଧକ୍କା ଦେବା ଘଟଣାରେ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କରିବା ଦାବିରେ ଆଜି କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛି ଦଳ । କେବଳ କ୍ଷମା…

ମାଟ୍ରିକ ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ର ହେଲା ଭାଇରାଲ: ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ଓଡ଼ିଆ ପ୍ରଶ୍ନ

କନକ ବ୍ୟୁରୋ: ମୋତେ ଯେତେ ମାଠିବୁ ମାଠ୍, ମୁଁ ସେହି ଦରପୋଡ଼ା କାଠ୍ । ମାଟ୍ରିକ୍ ପରୀକ୍ଷା ପରିଚାଳନାକୁ ଦେଖିଲେ ହୁଏତ, ଏମିତି କିଛି ଲୋକ କଥା ମନକୁ ଆସିବା ସ୍ୱାଭାବିକ । ଆଜି ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି, ଆଉ ପ୍ରଥମ ଦିନରୁ ହିଁ ବିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ ଛାତ୍ରଛାତ୍ରୀ…