Daily Archives

February 22, 2019

ଦେଖନ୍ତୁ ବିସ୍ଫୋରଣ ପୂର୍ବରୁ ବସ୍ ଭିତରର ସେହି ଶେଷ ଭିଡିଓ! ସହିଦ ହେବା ପୂର୍ବରୁ ସରପ୍ରାଇଜ ଦେବାକୁ ଚାହୁଁଥିଲେ…

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ଦେଶବାସୀ ନିଜ ବୀରପୁତ୍ରଙ୍କୁ ଝୁରୁଛନ୍ତି । ଆଉ ଏସବୁ ଭିତରେ ଆତଙ୍କବାଦୀ ଆକ୍ରମଣରେ ବସ ବିସ୍ଫୋରଣ ହେବା ପୂର୍ବର ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓକୁ ଆକ୍ରମଣ ପୂର୍ବରୁ ରେକର୍ଡ କରି ନିଜ ପତ୍ନୀଙ୍କ ପାଖକୁ…

ଶୀତଳ ଭଣ୍ଡାରରେ ପଡ଼ିଲା ତାଲା, ଚାଷୀ ହେବେ ହଟହଟା! କୋଟି କୋଟି ଟଙ୍କା କ୍ଷତି ହେଉଥିବା ଅଭିଯୋଗ ଆଣି ଅନିର୍ଦ୍ଦିଷ୍ଟ କାଳ…

କନକ ବ୍ୟୁରୋ : ଅମଳ ସମୟରେ କୋଲ୍ଡ ଷ୍ଟୋରରେ ତାଲା ପଡ଼ିଛି । ରାଜ୍ୟରେ ଥିବା ୪୧ଟି ଯାକ କୋଲଡ ଷ୍ଟୋର ବନ୍ଦ ହୋଇଯାଇଛି । ବର୍ଷକୁ ପ୍ରାୟ କୋଟିଏ ଟଙ୍କା ଲେଖାଏଁ କ୍ଷତି ହେଉଥିବା ଦର୍ଶାଇ ଶୀତଳଭଣ୍ଡାର ଗୁଡ଼ିକୁ ବନ୍ଦ କରିଦେଇଛି ଓଡ଼ିଶା କୋଲଡ ଷ୍ଟୋରେଜ୍ ଆସୋସିଏସନ୍ । ବିଜୁଳି ସବସିଡି ପାଇଁ ସର୍ତ…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସଚିନ ତେନ୍ଦୁଲକର ଦେଲେ ବଡ ବୟାନ! ଜାଣନ୍ତୁ କଣ କହିଲେ ସଚିନ୍

ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ଭାରତ ବହିଷ୍କାର କରିବାକୁ ଦାବି ଜୋର ଧରିଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଦେଇଛନ୍ତି ବଡ ବୟାନ । ଗୋଟିଏ ପଟେ ଅଧିକାଂଶ ଖେଳାଳି ଓ ସାଧାରଣ ଲୋକ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବହିଷ୍କାର କରିବାକୁ ଦାବି କରୁଥିବା ବେଳେ ସଚିନ…

ଭୁବନେଶ୍ୱରରେ ପହଞ୍ଚିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା! କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ-୨୦୧୯ରେ ଦେବେ…

କନକ ବ୍ୟୁରୋ : ଆସନ୍ତାକାଲି କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କେମିତି ହେବ…

ଆକ୍ସନ ମୋଡରେ ଭାରତ, ଛାନିଆ ହେଲାଣି ପାକିସ୍ତାନ ! ଜୈସ-ଏ-ମହମ୍ମଦ ମୁଖ୍ୟାଳୟକୁ ନିଜ କବଜାକୁ ନେଲା ପାକିସ୍ତାନ

ପୁଲୱାମା ଆକ୍ରମଣରେ ପରେ ପାକିସ୍ତାନକୁ ଘାରିଛି ଭାରତ ଭୟ । ପୁଲୱାମା ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିବା ପରେ ପାକିସ୍ତାନର ସତେ ଯେପରି ନିଦ ହଜିଯାଇଛି । କାରଣ ପାକିସ୍ତାନରୁ ବସି ଏହି ଆତଙ୍କବାଦୀ ସଙ୍ଗଠନ ଏଭଳି ଆକ୍ରମଣ କରିଥିବାରୁ ଏବେ ଭାରତ ଟାର୍ଗେଟରେ…