Daily Archives

February 20, 2019

ମୋଦି ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ! ସମସ୍ତ ହୁରିୟତ ନେତାଙ୍କ ଠାରୁ ହଟାଇ ଦିଆଗଲା ସୁରକ୍ଷା ବ୍ୟବସ୍ଥା

ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ୧୮ ଜଣ ହୁରିୟତ ନେତାଙ୍କ ସୁରକ୍ଷା ହଟାଇଛନ୍ତି। ଏହାଛଡା ଜମ୍ମୁ-କାଶ୍ମୀରର ୧୫୫ ଜଣ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସୁରକ୍ଷାରେ ପରିବର୍ତ୍ତନ…

ଭାରତୀୟ ସେନା ପାଇଁ ଦୁଃଖ ଖବର! ଭୟଙ୍କର ବରଫ ଝଡରେ ଫସିଲେ ୬ ଯବାନ, ଜଣେ ମୃତ, ୫ ଯବାନ ନିଖୋଜ

ଭାରତୀୟ ସେନା ପାଇଁ ଏକ ଦୁଃଖଦ ଖବର । ହିମାଚଳ ପ୍ରଦେଶରେ ଚୀନ ସୀମାକୁ ଲାଗିଥିବା କନ୍ନୁର ଜିଲ୍ଲାରେ ଆଜି ଏକ ଭୟଙ୍କର ବରଫ ଝଡ଼ରେ ପ୍ରାୟ ୬ ଜଣ ସେନା ଯବାନ ନିଖୋଜ ହୋଇଯାଇଛନ୍ତି । ନିଖୋଜ ୬ ଯବାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ବରଫ ତଳେ ଫଶି ରହିଥିବା ଆଶଙ୍କା…

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବଦଳିଲା ନିୟମ! ଯବାନଙ୍କ ଯାତାୟତ ସମୟରେ ପାଖ ମାଡିଲେ ଶତ୍ରୁ ବୋଲି ଧରିନିଆଯିବ

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାସକରି ଗୋଟିଏ ସମୟରେ ଏତେ ସଂଖ୍ୟକ ଯବାନଙ୍କ ଗାଡି କାହିଁକି ଯାତ୍ରା କରୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ…

ଟ୍ରେନରେ ବିସ୍ଫୋରଣ! ଉଡିଲା ସାଧାରଣ ବଗି ଟଏଲେଟର ଛାତ, ବିସ୍ଫୋରଣର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଉତ୍ତରପ୍ରଦେଶ କାନପୁରର ଏକ ଟ୍ରେନରେ ବିସ୍ଫୋରଣ ହୋଇଛି । କାନପୁର-ଭିୱାନୀ କାଳନ୍ଦୀ ଏକ୍ସପ୍ରେସରେ ଏହି ବିସ୍ପୋରଣ ହୋଇଛି । ଏକ୍ସପ୍ରେସ ଟ୍ରେନର ସାଧାରଣ ବଗିର ଟଏଲେଟର ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ବଗିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ଯାତ୍ରୀ କିମ୍ବା…

କୁକୁଡା ଲୋଭ ଦେଖାଇଲେ, କଲରାପତରିଆକୁ ଧରିଲେ । କ୍ୟାମେରାରେ କଏଦ ହେଲା ଟ୍ରାଙ୍କୁଲାଇଜ ବେଳର ଦୃଶ୍ୟ, ଦେଖନ୍ତୁ ଭିଡିଓ

କନକ ବ୍ୟୁରୋ : ଶେଷରେ ଯନ୍ତାରେ ପଡିଲା କଲରାପତରିଆ । ରାଜଧାନୀରେ ଗତ ୨ଦିନ ଧରି ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ କରିଛନ୍ତି ବନ କର୍ମଚାରୀ । ଗତକାଲି ବିଳମ୍ବିତ ରାତିରେ ବିମାନ ବନ୍ଦର କାର୍ଗୋଗେଟ ନିକଟରୁ ଯନ୍ତା ବସାଇ ବାଘକୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ୨ଦିନ…