Daily Archives

February 19, 2019

କୋବ୍ରାପୋଷ୍ଟର ଚାଂଚଲ୍ୟକର ଷ୍ଟିଂ ଅପରେସନ୍ ! କଳା ଟଙ୍କାରେ ଷ୍ଟାର ପ୍ରଚାର, ଗଣତନ୍ତ୍ରରେ ଆଦର୍ଶକୁ ନେଇ ଉଠିଲା ପ୍ରଶ୍ନ…

କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ସାମ୍ନାକୁ ଆସିଛି କୋବ୍ରା ପୋଷ୍ଟର ଏକ ସାଙ୍ଘାତିକ ଷ୍ଟିଙ୍ଗ ଅପରେସନ । ବଲିଉଡ ସେଲିବ୍ରିଟିମାନେ କଳାଟଙ୍କା ନେଇ ବିଭିନ୍ନ ରାଜନୈତିକ ଦଳ ପାଇଁ ପ୍ରଚାର କରିବାକୁ ଅଂଟା ଭିଡିଥିବା ଅଭିଯୋଗ ହୋଇଛି । ବଲିଉଡର ୩୬ଜଣ ସେଲିବ୍ରିଟିଙ୍କ ଉପରେ ଏହି ଷ୍ଟିଙ୍ଗ…

ପୁଲୱାମା ଆକ୍ରମଣକୁ ନେଇ ମୁହଁ ଖୋଲିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ! ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା…

କନକ ବ୍ୟୁରୋ : ପୁଲୱାମା ହମଲାକୁ ପାଂଚ ଦିନ । ମୁହଁ ଖୋଲିଲେ ପାକ୍ ପ୍ରଧାନମନ୍ତ୍ରୀ । ପାଂଚ ଦିନରେ ସହିଦ ହେଲେଣି ୪୬ ଜଣ ଯବାନ । ସାରାଦେଶ ସହିଦଙ୍କ ସମ୍ମାନରେ ଏକାଠି ହୋଇଛି । ଦୁଃଖ ଯେତିକି, ଗର୍ବ ସେତିକି, ଆଉ ରାଗ ବି ସେତିକି ବଢିବାରେ ଲାଗିଛି । ପାକିସ୍ତାନକୁ ଜବାବ ଦେବାପାଇଁ ଗୋଟିଏ…

ଆକ୍ସନ ମୋଡରେ ଭାରତୀୟ ସେନା ! ଆତଙ୍କବାଦୀଙ୍କୁ ଦେଲା ଅନ୍ତିମ ଚେତାବନୀ, ବନ୍ଧୁକ ଧରିଲେ ମରିବ । 

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ଅନ୍ତିମ ଚେତାବନୀ । ବନ୍ଧୁକ ଧରିଲେ ମରିବ । ପୁଲୱାମା ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ସେନା । ଘାଟିରେ ଜୋରଦାର ହୋଇଛି ଆତଙ୍କବାଦ ବିରୋଧୀ ଅଭିଯାନ । ସୋମବାର ଜେସ-ଏ-ମହମ୍ମଦର ଟପ୍ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି ମିଳିତ ସୁରକ୍ଷା ବାହିନୀ । ଏହି ଅଭିଯାନ…

ଭୁବନେଶ୍ୱର ବିମାନ ବନ୍ଦରରୁ ମହିଳାଙ୍କ ଠାରୁ ୧ କିଲୋ ସୁନା ଜବତ ।

ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମଙ୍ଗଳବାର ପ୍ରାୟ ୧ କିଲୋ ସୁନା ଜବତ ହୋଇଛି । ଦିଲ୍ଲୀରୁ ଆସୁଥିବା ଜଣେ ମହିଳା ଏହି ସୁନା ନେଇ ଆସୁଥିଲେ । ମାତ୍ର ମହିଳା ଜଣକ ବିମାନ ବନ୍ଦରରେ ପହଂଚିବା ପୂର୍ବରୁ ରାଜସ୍ୱ ଗୁଇନ୍ଦା ବିଭାଗକୁ ସୂଚନା ମିଳି ସାରିଥିଲା । ବିଭାଗୀୟ…

କମେଡି କିଙ୍ଗଙ୍କୁ ମହଙ୍ଗା ପଡ଼ିଲା ସିଦ୍ଧୁଙ୍କୁ ସମର୍ଥନ ! କପିଲ ଶର୍ମା ସୋ’କୁ ବୟକଟ୍ କରିବା ପାଇଁ ଉଠିଲା ଦାବି ।

କନକ ବ୍ୟୁରୋ : ପୁଲୱାମା ଆକ୍ରମଣକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି ନଭଜୋତ୍ ସିଂ ସିଦ୍ଧୁ  । ବିବାଦୀୟ ବୟାନ୍ ପାଇଁ କପିଲ ଶର୍ମା ସୋ’ରୁ ସିଦ୍ଧୁଙ୍କୁ ଆଉଟ୍ କରାଯାଇଛି  । ସେପଟେ ସିଦ୍ଧୁଙ୍କ…