Daily Archives

February 18, 2019

ମୋଦିଙ୍କୁ ବିଜେପି ବିଧାୟକଙ୍କ ଚିଠି ! ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଉଛି ବିଚ୍ଛିନତାବାଦୀଙ୍କ ଦବଦବା, ଉଚ୍ଛେଦ ହେଉ ଧାରା…

କନକ ବ୍ୟୁରୋ: ପୁଲଓ୍ବାମା ଆତଙ୍କବାଦୀ ହମଲା ଘଟଣା ପରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ତଥା ଧାରା ୩୭୦କୁ ଉଚ୍ଛେଦ ପାଇଁ ବିଭିନ୍ନ ମହଲରେ ସ୍ୱର ଉଠିଛି । ଜମ୍ମୁ-କଶ୍ମୀରକୁ ଧାରା ୩୭୦ ଦ୍ୱାରା ଦିଆଯାଇଥିବା ସ୍ୱତନ୍ତ୍ର ପାହ୍ୟା ଏଠାରେ ବିଚ୍ଛିନ୍ନତାବାଦୀଙ୍କ ଦବଦବା ବୃଦ୍ଧି…

ଚାଲିଯାଇଛନ୍ତି ମନୋଜ, କିନ୍ତୁ ତାଙ୍କ ସ୍ମୃତିକୁ ମନେ ପକାଇ ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ ! ଦେଖନ୍ତୁ ସହିଦ ମନୋଜ…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡିଆ ମନୋଜ କୁମାର ବେହେରା ଓ ପ୍ରସନ୍ନ କୁମାର ସାହୁଙ୍କ ଗାଁରେ ଏବେ ଶୋକର ଛାୟା । ଦୁଇ ବୀର ଯବାନ ଛାଡିଯାଇଥିବା ଅଭୁଲା ସ୍ମୃତିକୁ ମନେ ପକାଉଛନ୍ତି ଗ୍ରାମବାସୀ । ଆସନ୍ତୁ ନଜର ପକାଇବା ସହିଦ ମନୋଜଙ୍କ କିଛି ଅଭୁଲା ସ୍ମୃତି ଉପରେ । ଦେଶ…

ପୁଣି ଫେରିଲା ପୁରୁଣା ସାଥୀ ! ମନ୍ତ୍ର ଫୁଙ୍କିଲେ ଶାହା, ମେଣ୍ଟ ପାଇଁ ମାନିଗଲା ଶିବସେନା । 

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ବିରୋଧୀଙ୍କୁ ମାତ୍ ଦେବା ପାଇଁ ବିଜେପିକୁ ମିଳିଲା ପୁରୁଣା ସାଥୀ । ସାଧାରଣ ନିର୍ବାଚନ ବୈତରଣୀ ପାର ହେବାପାଇଁ ବିଜେପିର ସାଥ୍ ଦେବ ଶିବସେନା । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ବିଜେପି ଓ ଶିବଶେନା ଶୀର୍ଷ…

ପୁଲୱାମାର ପ୍ରଥମ ପ୍ରତିଶୋଧ ନେଲା ଭାରତୀୟ ସେନା ! ବୋମାରେ ଉଡାଇଲେ ଆତଙ୍କୀ ଗାଜି ରସିଦର ଆଡ୍ଡା, ସେପଟେ ଆତଙ୍କୀଙ୍କ…

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ହମଲାର ଚାରିଦିନ ପରେ ପ୍ରତିଶୋଧ ନେଲା ଭାରତୀୟ ସେନା । ଜୈସ୍-ଏ-ମହମ୍ମଦର ଟପ୍ କମାଣ୍ଡର ଅବଦୁଲ ରସିଦ ଗାଜି ଓରଫ କାମରାନକୁ ହତ୍ୟା କରିଛି ସେନା । କୁହାଯାଉଛି ପୁଲୱାମା ଆକ୍ରମଣର ସେ ଥିଲା ମାଷ୍ଟରମାଇଣ୍ଡ । ଆଇଇଡି ଏକ୍ସପର୍ଟ ହୋଇଥିବାରୁ, ଆତ୍ମଘାତୀ…

ଓଡ଼ିଶା କଂଗ୍ରେସ ଆପଣାଇଲା ଛତିଶଗଡ଼ ମଡେଲ ! ବିଭିନ୍ନ ବର୍ଗର ଲୋକଙ୍କ ମତାମତକୁ ନେଇ ଇସ୍ତାହାର ପ୍ରସ୍ତୁତ କରିବ ଦଳ ।

କନକ ବ୍ୟୁରୋ : ପଡୋଶୀ ଛତିଶଗଡ ମଡେଲକୁ ଆପଣାଇବ ରାଜ୍ୟ କଂଗ୍ରେସ । ଛତିଶଗଡରେ କଂଗ୍ରେସର ଅପ୍ରତ୍ୟାଶିତ ସଫଳତା ଦେଖିବା ପରେ ସେମାନଙ୍କ ମଡେଲକୁ ଓଡିଶାରେ ଲାଗୁ କରିବା ନେଇ ଚାଲିଛି ଜୋରଦାର କସରତ । ଛତିଶଗଡରୁ ନେତା ଆସିଛନ୍ତି ରାଜ୍ୟ କଂଗ୍ରେସ ନେତାଙ୍କୁ ଟ୍ରେନିଂ ଦେବା ପାଇଁ । ଛତିଶଗଡରୁ ଏକ…

ମୋଦିଙ୍କ ‘କିଷାନ’କୁ ନବୀନ ସମାଲୋଚନା ! କହିଲେ, କେନ୍ଦ୍ର ଯୋଜନାରେ ନାହିଁ ଛୋଟ ଚାଷୀ, ଭାଗ ଚାଷୀ ଓ ଭୂମିହୀନର ଭାଗ,…

କନକ ବ୍ୟୁରୋ : କାଳିଆ ଯୋଜନାକୁ ପ୍ରଶଂସା, କେନ୍ଦ୍ର ସରକାରଙ୍କ କିଷାନ ଯୋଜନାକୁ ସମାଲୋଚନା । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଆଜି ପୁଣି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, କାଳିଆ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ…