Daily Archives

February 17, 2019

ସହିଦ ପରିବାରରେ ଆତଙ୍କବାଦୀ ଓ ପାକିସ୍ତାନକୁ ନେଇ ଆକ୍ରୋଶ ! ସମସ୍ତଙ୍କ ମୁହଁରେ ଗୋଟିଏ କଥା ପ୍ରତିଶୋଧ ନେଉ ଭାରତ, ଇଟାର…

କନକ ବ୍ୟୁରୋ : ପୁଲୱାମା ଆକ୍ରମଣରେ ସହିଦ ଦୁଇ ଓଡିଆଙ୍କୁ ସାରା ଦେଶ ଭୁଲିପାରିବନି । ଦୁଇ ଓଡିଆ ବୀର ପୁଅ ସହିଦ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଶେଷ ସଲାମ ଦେଇଛି ଜନ୍ମମାଟି । ହେଲେ ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା, ପାକିସ୍ତାନକୁ ପାନେ ଦିଅ, ଇଟାର ଜବାବ ପଥରରେ ଦେଉ ଭାରତ ।…

ସୁରବାବାଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ ! ଅନ୍ଧାର କୋଠରୀ ଭିତରେ ଯୁବତୀଙ୍କୁ କରିଛନ୍ତି ଅସଦାଚରଣ ।

କନକ ବ୍ୟୁରୋ : ଜେଲରୁ ବାହାରିବା ପରେ ସୁରବାବାଙ୍କ ବଢିଲା ଅଡୁଆ । ଝିଂଟି ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ରଙ୍କ ନାଁରେ ପୁଣି ଆସିଛି ଅସଦାଚରଣ ଅଭିଯୋଗ । ଯୁବତୀଙ୍କୁ  ବନ୍ଦ ଘରେ ଅସଦାଚରଣ କରିବା ଅଭିଯୋଗରେ ସୁରବାବାଙ୍କ ନାଁରେ ବାଲିପାଟଣା ଥାନାରେ ମାମଲା…

ଆସନ୍ତାକାଲି ଓଡିଶାରେ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ! ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ…

ଆସନ୍ତାକାଲି ସମଗ୍ର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି । ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଜଣାଇଛନ୍ତି ଯେ ସର୍ବଭାରତୀୟ…

ପାକିସ୍ତାନରୁ ଆସିଲା ମାସୁଦର ନିର୍ଦ୍ଦେଶ ଆଉ ଭାରତରେ ହେଲା ଭୟଙ୍କର ବିସ୍ଫୋରଣ । ଜାଣନ୍ତୁ ପୁଲୱାମାରେ କେମିତି ହେଲା…

କନକ ବ୍ୟୁରୋ : ପୁଲୱାମାରେ ଆତଙ୍କବାଦୀ ହମଲା ପାଇଁ ନିର୍ଦ୍ଦେଶ ଆସିଥିଲା ପାକିସ୍ତାନରୁ । ପାକିସ୍ତାନର ଆର୍ମି ବେସ୍ ହସ୍ପିଟାଲରୁ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ଦେଇଥିଲା ଏହି ନିର୍ଦ୍ଦେଶ । କାରଣ ରାୱଲପିଣ୍ଡିର ଏହି ହସ୍ପିଟାଲରେ ୪ମାସ ଧରି ଚିକିତ୍ସିତ ହେଉଥିଲା ମାସୁଦ ଆଝାର ।…

ବଲିଉଡ଼କୁ ଡ଼େଇଁଲା ପୁଲୱାମା ଆତଙ୍କୀ ହମଲା ପ୍ରତିଶୋଧର ନିଆଁ ! ପାକ୍ କଳାକାରଙ୍କୁ ବ୍ୟାନ୍ କଲା ଫିଲ୍ମ ଜଗତ ।

କନକ ବ୍ୟୁରୋ: ସାରା ଦେଶରେ ଜଳୁଛି ପୁଲୱାମା ଆତଙ୍କୀ ହମଲା ପ୍ରତିଶୋଧର ନିଆଁ । ଏହା ବଲିଉଡ଼ ଜଗତକୁ ଡ଼େଇଁଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଆଜି ମୁମ୍ବାଇରେ  ଫିଲ୍ମ କଳାକାର ସଂଗଠନ ଆଇଏଫଟିଡ଼ିଏ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଆଇଏଫଟିଡ଼ିଏର ସଭାପତି ଅଶୋକ ପଣ୍ଡିତ…

ଓଡିଶାରେ ମିଳିବ କ୍ୟାନସର ରୋଗର ଚିକିତ୍ସା ! ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ,…

କନକ ବ୍ୟୁରୋ : ଓଡିଶାରେ ମିଳିବ କ୍ୟାନସର ରୋଗର ଚିକିତ୍ସା । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ରତାଗଡରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ସବୁଠାରୁ ବଡ କ୍ୟାନସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର । ୫ଶହ କୋଟି ବ୍ୟୟରେ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ…