Daily Archives

February 16, 2019

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ବୀର ଓଡିଆ ସହିଦ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ! କାନ୍ଦୁଛି ରତନପୁର,…

କନକ ବ୍ୟୁରୋ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ବୀର ଓଡିଆ ସହିଦ ଯବାନଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ମନୋଜ ବେହେରା । ନିଆଳି ଗାଁ ରତନପୁରରେ ଶୋକର ଛାୟା ।  ରତନପୁର ଶଶ୍ମାନରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଯବାନଙ୍କୁ…

ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ପ୍ରସନ୍ନଙ୍କ ପାର୍ଥିବ ଶରୀର ! କାନ୍ଦବୋବାଲିରେ ଫାଟି ପଡୁଛି ଗାଁ, ଆଉ କିଛି ସମୟ…

କନକ ବ୍ୟୁରୋ : ପୈତୃକ ଗାଁ ତଥା ନିଜ ଜନ୍ମମାଟିରେ ପହଞ୍ଚିଲା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଓଡିଆ ଯବାନ ସହିଦ ପ୍ରସନ୍ନ ସାହୁଙ୍କର ପାର୍ଥିବ ଶରୀର । ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁରେ ଆଉ କିଛି ସମୟରେ ପରେ ପ୍ରସନ୍ନଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ । ପଞ୍ଚଭୂତରେ…

ଐତିହାସିକ ପାଲଟିଲା ଅମର ସହିଦଙ୍କ ଶୋଭାଯାତ୍ରା ! ନିଆଳି ରତନପୁରରେ ଅଦ୍ଭୁତପୂର୍ବ ଜନସମାଗମ, ହଜାର ହଜାର ଲୋକ ଦେଲେ ଶେଷ…

କନକ ବ୍ୟୁରୋ : ଜନ୍ମମାଟିରେ ସହିଦ ଯବାନଙ୍କୁ ଶେଷ ସଲାମ । ବୀର ଓଡିଆ ସହିଦ ଯବାନ ମନୋଜ ବେହେରାଙ୍କୁ ଶେଷ ବିଦାୟ ଦେବାକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଛି । ଇତିହାସ ପାଲଟିଛି ଯବାନଙ୍କ ଶେଷଯାତ୍ରା । ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା । ରାଜରାସ୍ତାକୁ ଛୁଟିଆସିଥିଲେ ହଜାର ହଜାର ଲୋକ…

ସହିଦଙ୍କ ସମ୍ମାନରେ ବିରାଟଙ୍କ ବଡ ନିଷ୍ପତ୍ତି ! ବାତିଲ କଲେ ପୁରସ୍କାର ବିତରଣୀ ସମାରୋହ ।

କ୍ରିକେଟର ବିରାଟ କୋହଲି ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ ଆରପି-ଏସଜି ଭାରତୀୟ ଖେଳ ସମ୍ମାନ କାର୍ଯ୍ୟକ୍ରମକୁ ଶନିବାର ବାତିଲ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ୪୦ ଜଣ ଯବାନ…