Daily Archives

February 15, 2019

ସହିଦଙ୍କୁ ସଲାମ! ପାଲମ ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଜନେତା

କନକ ବ୍ୟୁରୋ : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀର ପାଲମ ବିମାନବନ୍ଦରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି । କିଛି ସମୟ ନିରବ ରହି ସହିଦ ଯବାନଙ୍କ ପାର୍ଥିବ ଶରୀରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବୀର…

ଏକା ନୁହେଁ ହିନ୍ଦୁସ୍ତାନ! ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ଛିଡା ହେଲେ ବିଶ୍ୱର ଅଧିକାଂଶ ଦେଶ

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ହମଲାକୁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଦୃଢ ବିରୋଧ କରାଯଯାଇଛି । ଇସ୍ରାଏଲ ଭାରତର ସମର୍ଥନରେ ବାହାରିଥିବା ବେଳେ ପାକିସ୍ତାନ କହିଛି ଏହି ହମଲାରେ ଆମର ସମ୍ପୃକ୍ତି ନାହିଁ । ସେପଟେ ଚୀନ ମଧ୍ୟ ଖେଳ ଖେଳିଛି । ବାଂଲାଦେଶ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ…

ନୀରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ପାଳନ ହେବ…

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟବ୍ୟାପୀ ଶିକ୍ଷାନୁଷ୍ଠାନରେ ୨ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଗତକାଲି ପୁଲୱାମା ଠାରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ୪୨ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଦେଶମାତୃକା ପ୍ରତି ସେମାନଙ୍କ ତ୍ୟାଗ ଓ ବଳିଦାନକୁ…

ପୁଲୱାମାରେ ସହିଦ ହୋଇଗଲା ପୁଅ । ବିଛଣାରେ କ୍ୟାନସର ପିଡ଼ିତ ମା’କୁ ଛାଡ଼ି ଆଉ ଏକ ମା’ପାଇଁ ବଳିଦାନ ଦେଲା ବୀର ଯବାନ ।

କନକ ବ୍ୟୁରୋ: ଗତକାଲି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୨ ବୀର ଯବାନଙ୍କ ଗାଥା ଭାରତ ବଳିଦାନର ସ୍ୱର୍ଣ୍ଣିମ ଇତିହାସରେ ଲିପିବଦ୍ଧ ହୋଇରହିଗଲା । ଆଉ ସହିଦ ହୋଇଥିବା ବୀର ସନ୍ତାନଙ୍କୁ ଆଜି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଭାରତବାସୀ । କିନ୍ତୁ ଏହି ୪୨ଜଣ ସହିଦ ଯବାନଙ୍କ…

କଙ୍ଗାରୁ ଶିକାର ପାଇଁ ଭାରତୀୟ ଦଳ ଘୋଷଣା! ମଙ୍ଗ ଧରିବେ କୋହଲି, ନୂଆମୁହଁ ଭାବେ ମୟଙ୍କ ମାର୍କଣ୍ଡେୟଙ୍କୁ ଡାକରା ।…

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ପୁଣିଥରେ ପଡିଆକୁ ଓହ୍ଲାଇବା ଟିମ୍ ଇଣ୍ଡିଆ । ସେହିଭଳି ରୋହିତ ଶର୍ମାଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ…

ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ଉପକୃତ ହେଲେ ସାଢ଼େ ୩ ଲକ୍ଷ ଭୂମିହୀନ ଚାଷୀ ।

କନକ ବ୍ୟୁରୋ: ଭୂମିହୀନ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ ପର୍ଯ୍ୟାୟ ‘କାଳିଆ’ ଟଙ୍କା । କେନ୍ଦ୍ରାପଡ଼ା ‘କାଳିଆ’ ଚାଷୀ ମହାସମାବେଶରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମର୍ମରେ ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ପ୍ରଦାନ…