Daily Archives

February 15, 2019

ଗଣମାଧ୍ୟମ ସଂସ୍ଥାଗୁଡିକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ! ସହିଦ ଯବାନଙ୍କ ପରିବାରବର୍ଗ ଓ ସର୍ମ୍ପକୀୟଙ୍କୁ…

ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୦ରୁ ଊର୍ଧ୍ୱ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କର ଫଟୋ, ଭିଡିଓ ଗଣମାଧ୍ୟମ ପରଦାରେ ନ ଦେଖାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି କରାଯାଇଛି। ଏପରି କରିବା ଦ୍ୱାରା…

ସହିଦ ଯବାନଙ୍କ ଶେଷ କଲ… ! ଜମ୍ମୁରୁ ଫୋନ୍ ଆସିଲାନି, ଆସିଲା ମୃତ୍ୟୁର ଖବର । ଅଧା ରହିଗଲା ଓଡିଆ ବୀର ଯବାନ…

କନକ ବ୍ୟୁରୋ : ମନର କୋହକୁ ସମ୍ଭାଳି ହେଉନି । କଥା କହୁ କହୁ ପାଟି ଖନି ମାରିଯାଉଛି । କେମିତି ସହିବ ସେ ସ୍ତ୍ରୀ ଯାହାକୁ ସାଥି କରିଥିଲା ଜନ୍ମ ଜନ୍ମ ପାଇଁ । କେମିତି ସହିବେ ସେହି ବାପା ମା ଯିଏ ସବୁ ଝଡଝଞ୍ଜାକୁ ସାମନା କରି ପୁଅକୁ ବଡ କରିଥିଲେ । ଆଉ କାନ୍ଦ ବୋବାଳରେ ପୂରା ପରିବାର ଫାଟି…

ଦେଶ ଦେଉଛି ଶ୍ରଦ୍ଧାଞ୍ଜଳି । ପାଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ବୀର ଯବାନଙ୍କୁ ନତମସ୍ତକ ହୋଇ ଶ୍ରଦ୍ଧାଞ୍ଜଳି…

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶେଷ ସଲାମୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀର ପାଲମ ବିମାନବନ୍ଦରରେ ସହିଦ ଯବାନଙ୍କ ପାର୍ଥିବ ଶରୀରେ ନତମସ୍ତକ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ ସହିଦ ହୋଇଥିବା ସମସ୍ତ ଯବାନଙ୍କ…

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପ୍ରତିଶୋଧର ନିଆଁ! ମୋଦି କହିଲେ, ଭୁଲ କରିଛନ୍ତି ଆତଙ୍କବାଦୀ, ଦେବାକୁ ହେବ ବହୁ…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ହମଲା ଘଟଣାକୁ ସାରା ଦେଶରେ ବିରୋଧ । ପାକିସ୍ତାନ ସରକାରକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀଙ୍କର କୁଶ ପୁତଳିକା ଦାହ କରିଥିଲେ । କେନ୍ଦ୍ର ସରକାର…

ଆଖିପିଛୁଳାକେ ଘଟିଥିଲା ବିସ୍ଫୋରଣ । କେମିତି ଘଟିଥିଲା ସେହି ଲୋମହର୍ଷଣକାରୀ ଘଟଣା, ପଢ଼ନ୍ତୁ ପୂରା ରିପୋର୍ଟ ।

କନକ ବ୍ୟୁରୋ: ଆଖିପିଛୁଳାକେ ଘଟିଥିଲା ବିସ୍ଫୋରଣ । ଯବାନମାନେ ଯାଉଥିବା ଗାଡିରେ ଆସି ଧକ୍କା ଦେଇଥିଲା ଆତଙ୍କବାଦୀ ଚଳାଉଥିବା ବିସ୍ଫୋରକ ଭର୍ତି କାର । କେମିତି ହୋଇଥିଲା ଏହି ଆକ୍ରମଣ । ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... ୧୪ ଫେବୃୟାରୀ ଗୁରୁବାର ସମୟ ପାଖାପାଖି ଅପରାହ୍ନ ୩ଟା ୧୫ ମିନିଟ୍, …

ସୋସିଆଲ ମିଡିଆରେ ଦେଶବାସୀଙ୍କ ଆକ୍ରୋଶ ! ଅଧାରେ ରହିଯାଉ ପଛେ ଭାରତର ବିକାଶ, ଆତଙ୍କବାଦୀଙ୍କର ହେଉ ସର୍ବନାଶ !

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହେବା ପରେ ପୂରା ଦେଶରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ଘଟଣା ପରେ ପୂରା ଦେଶବାସୀ ଏକାଠି ହୋଇଛନ୍ତି । କେବଳ ନେତା ନୁହଁନ୍ତି ଦେଶର ପ୍ରତି ଲୋକଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ଏହାଛଡା ଭାରତକୁ ଭଲ…