Daily Archives

February 13, 2019

ମା’ରାଣ ନ ପକାଇଲେ ଆଉଥରେ ଖାଦ୍ୟ ଅର୍ଡର କରିବିନି, ଜାଣନ୍ତୁ ଜୋମାଟୋ କଷ୍ଟମର କେୟାରଙ୍କୁ କାହିଁକି ଏଭଳି ମେସେଜ କଲେ…

ଏବେ ଯୁବଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ସବୁ ବୟସର ଲୋକ ଅନଲାଇନରେ ଖାଦ୍ୟ ଅର୍ଡର କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଅନଲାଇନ୍ ଖାଦ୍ୟ ଅର୍ଡର କରିବା ସମୟରେ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ । କେତେ ବେଳେ ଖାଇବା ଠିକ୍ ସମୟରେ ପହଞ୍ଚେ ନାହିଁ ତ କେତେବେଳେ ଖାଇବା ଅର୍ଡର ଆପେ ଆପେ ରଦ୍ଦ ହୋଇ…

ସରିଲା ୧୬ତମ ଲୋକସଭାର ଶେଷ ଅଧିବେଶନର ଶେଷ କାର୍ଯ୍ୟଦିବସ! ୫ ବର୍ଷରେ ଗୋଟିଏ ପ୍ରଶ୍ନ ପଚାରି ନାହାନ୍ତି ଅନେକ ନେତା,…

୧୬ତମ ଲୋକସଭାର ଶେଷ ଅଧିବେଶନ ଆଜି ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଚସ୍ପତି ସୁମିତ୍ରା ମହାଜନ ସଂସଦରେ କାର୍ଯ୍ୟଦିବସରେ ସହଯୋଗ କରିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୬ତମ ଲୋକସଭାର ଶେଷ ଅଧିବେଶନର ଶେଷ କାର୍ଯ୍ୟଦିବସ ସରିବା ପରେ ଲୋକସଭା ପକ୍ଷରୁ…

କାହା ସହ ହେବ ମୋଦିଙ୍କ ମୁକାବିଲା ? ପ୍ରିୟଙ୍କା ରଖିଲେ ଉତ୍ତର, କହିଲେ ମୋ ସହ ନୁହେଁ ରାହୁଲଙ୍କ ସହ ହେବ ମୋଦିଙ୍କ…

କନକ ବ୍ୟୁରୋ : କାହା ସହ ହେବ ମୋଦିଙ୍କ ମୁକାବିଲା । ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା ଗାନ୍ଧି ରଖିଲେ ଉତ୍ତର । ସେ କହିଛନ୍ତି ତାଙ୍କ ସହ ନୁହେଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ହେବ ନରେନ୍ଦ୍ର ମୋଦିଙ୍କ ମୁକାବିଲା । ଉତ୍ତର ପ୍ରଦେଶରେ ଗତକାଲି ରାତି…

ଭୁବନେଶ୍ୱରରେ ପହଞ୍ଚିଲେ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍ ! ନିର୍ବାଚନ ପ୍ରସ୍ତୁତି ସ୍ତର ଓ ସ୍ଥିତାବସ୍ଥାର କରିବେ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଓଡିଶାରେ ପହଞ୍ଚିଛନ୍ତି ନିର୍ବାଚନ କମିଶନଙ୍କ ଟିମ୍ । ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ନିର୍ବାଚନ କମିଶନଙ୍କ ଟିମ୍ । ୩ ଦିନିଆ…

ପ୍ରେମ ଦିବସରେ ପ୍ରେମିକା ଖୋଜୁଛି ପ୍ରେମିକ! ହେଲେ କଣ ଏମିତି ପ୍ରେମିକ ସତରେ ମିଳିବ?

ମୁଁ ହେଉଛି ସେହି ପ୍ରେମିକା ଯିଏ ଜାଣିନାହିଁ ତାର ପ୍ରେମିକ କିଏ । କିନ୍ତୁ ମନେ ମନେ ଅପେକ୍ଷା କରିବସିଛି ତାକୁ । ବିଶ୍ୱାସ ରହିଛି ଦିନେ ନା ଦିନେ ସେ ମୋ ପାଖକୁ ଆସିବ । ଗୀତ ଗାଇବ, ହସେଇବ, କନ୍ଦେଇବ ଏମିତି କେତେ କଣ । ହେଲେ ବେଳେ ବେଳେ କାହିଁକି କେଜାଣି ମନରେ ପ୍ରଶ୍ନଟିଏ ଉଠେ ସେ ସତରେ…