Daily Archives

February 11, 2019

ମହାନଦୀ ଜଳ ବିବାଦ ନେଇ ୩ ଦଳ ମଧ୍ୟରେ ଟଣାଓଟରା । ପରସ୍ପରକୁ ଦୋଷ ଦେଲେ ରାଜ୍ୟର ୩ ପ୍ରମୁଖ ଦଳ

କନକ ବ୍ୟୁରୋ: ପୁଣି ଆରମ୍ଭ ହେଲା ମହାନଦୀ କଳି । ବିଜେଡିକୁ ନିଶାନା କରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ମହାନଦୀ ପ୍ରସଙ୍ଗରେ କହିଛନ୍ତି ଯେ, ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ ବିଜେଡି ଚିକ୍ରାର କରୁଥିଲା ।  ଏବେ କୁହନ୍ତୁ କେନ୍ଦ୍ର ଛତିଶଗଡକୁ ସହାୟତା ଦେଉଛି  । ଆରମ୍ଭରୁ ଆପୋଷ…

ଦେଶର ରାଜନୀତିକୁ ଚହଲାଇ ଦେଲେ ପ୍ରିୟଙ୍କା! ଉତ୍ତରପ୍ରଦେଶରେ ଦମଦାର ଏଣ୍ଟ୍ରି ସହ କଲେ ଶକ୍ତି ପ୍ରଦର୍ଶନ, କର୍ମୀଙ୍କୁ…

କନକ ବ୍ୟୁରୋ : ଲକ୍ଷ୍ନୌରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଦମ୍ ଦେଖାଇଲେ ପ୍ରିୟଙ୍କା ଗାନ୍ଧି । ୫ ବର୍ଷ ତଳେ ଯେଉଁଠି କଂଗ୍ରେସ ଏକ ପ୍ରକାର ସଫା ହୋଇଯାଇଥିଲା, ସେହି ଉତର ପ୍ରଦେଶରେ ନୂଆ ଆଶା ସଂଚାର କରିବାକୁ ଉଦ୍ୟମ କରିଛି କଂଗ୍ରେସ । ମହାସଚିବ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ନିଜ…

ବନ୍ଧା ହେଲେ ପୋଲିସ ବାବୁ! ସୋହେଲାରେ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହେଲେ ପୋଲିସ ଏଏସଆଇ ଓ ଅଭିଯୁକ୍ତ ରିକୁ

କନକ ବ୍ୟୁରୋ : ନାବାଳିକାକୁ ଦୁଷ୍କର୍ମ ମାମଲାରେ ବରଗଡ ସୋହେଲା ଥାନାର ଏଏସଆଇ ବନମାଳି କୁଅଁରକୁ ଗିରଫ କରିଛି ପୋଲିସ । ଏଥିସହ ଅଭିଯୁକ୍ତ ରିକୁକୁ ମଧ୍ୟ ପୁଲିସ କବଜାରେ ରଖିଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ରିକୁ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଆଉ ଏଥିରେ ସହାୟତା…

ନବୀନଙ୍କୁ ମାତ୍ ଦେବାକୁ ମୈଦାନରେ ମାଳ ମାଳ ନେତା ! ସଫଳତା ସାର୍ଟିଫିକେଟ୍ ଦେବେ ଜନତା ।

କନକ ବ୍ୟୁରୋ: ମିଶନ୍ ନବୀନଙ୍କୁ ହଟାଇ ଓଡ଼ିଶାକୁ ଦଖଲ କରିବା । କିନ୍ତୁ ବିଜେଡିର ଗଡ଼ ଦୋହଲାଇବାକୁ ଅଣ୍ଟା ଭିଡ଼ିଥିବା ବିରୋଧୀଙ୍କ ପାଇଁ ନବୀନ ମେଘନାଦ ପାଚେରୀ ଭଳି ଛିଡ଼ା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ସେହି ପାଚେରୀକୁ ଭାଙ୍ଗିବା ପାଇଁ କେତେବେଳେ ବିଜେପିର ଶୀର୍ଷ ନେତା ତ କେତେବେଳେ…

ଭାଓଲେଣ୍ଟ ହେବ କି ଭାଲେଣ୍ଟାଇନ ଡେ? କଳିଙ୍ଗ ସେନା କହିଲା, ପ୍ରେମ ଦିବସ ପାଳିଲେ ବିଛୁଆତି ବୋଳିବୁ, ସମାଜସେବୀ କହିଲେ,…

କନକ ବ୍ୟୁରୋ : ଭାଲେଣ୍ଟାଇନ ଡେରେ ଯୁବକ ଯୁବତୀଙ୍କୁ ଅଶ୍ଲୀଳ ଅବସ୍ଥାରେ ଦେଖିଲେ ସେମାନଙ୍କ ଦେହରେ ବିଛୁଆତି ଲଗାଇଦିଆଯିବ । କଳିଙ୍ଗ ସେନା ପକ୍ଷରୁ ଏହିପରି କଡା ଚେତାବନୀ ଦିଆଯାଇଛି । ଏହା ଜବାବରେ ଗଣତାନ୍ତ୍ରିକ ମହିଳା ସମିତି ପ୍ରେମ ଦିବସକୁ ହିନ୍ଦୁ ପରମ୍ପରା କହିବା ସହ ବିଛୁଆତିର ଜବାବ…