Daily Archives

February 10, 2019

ଭାଲେଣ୍ଟାଇନ ସପ୍ତାହରେ ନାଗ-ନାଗୁଣୀଙ୍କ ପ୍ରେମ କାହାଣୀ !

କନକ ବ୍ୟୁରୋ : ପ୍ରେମ ସ୍ୱଗୀୟ, ଶାଶ୍ୱତ ତଥା ଚିରନ୍ତନ ବୋଲି କବି ମାନେ କହି ବୁଲନ୍ତି । ସୃଷ୍ଟିର ପ୍ରେମରେ ଆଦାମ ଆଉ ଇଭ ହୁଅନ୍ତୁ କିମ୍ବା ଲେଲା ମଝନୁ ବା ଆମ ସଂସ୍କୃତିର କେଦାର ଗୌରୀ ସମସ୍ତେ ପ୍ରେମର ପ୍ରତୀକ । ଏହି ପ୍ରେମ ଯେ କେବଳ ମଣିଷ ଭିତରେ ସୀମିତ ତା ନୁହେଁ ବରଂ ପ୍ରେମ ପଶୁପକ୍ଷୀ ,…

ରକ୍ଷକ ଯେବେ ଭକ୍ଷକ ସାଜେ ! ପୋଲିସ ବାବୁଙ୍କ ନାଁରେ ଆସିଲା ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : ରକ୍ଷକ ଯେବେ ଭକ୍ଷକ ସାଜେ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ପୋଲିସ ବାବୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ବରଗଡ ଜିଲ୍ଲା ମେଲଛାମୁଣ୍ଡାର ଜଣେ ନାବାଳିକାଙ୍କୁ ତାଙ୍କ ପ୍ରେମିକ ରିକୁ ନାଗ ଗତ ୮ ତାରିଖରେ ଅପହରଣ କରି ନେଇଥିଲା । ଥାନାରେ ଅଭିଯୋଗ ପରେ ସୋହେଲା ପୋଲିସ…

ଚନ୍ଦ୍ରବାବୁ ନାଇଡୁଙ୍କ ପୁଅର ନାଁ ନେଇ ଟାର୍ଗେଟ କଲେ ମୋଦି! ଜବାବରେ ଟିଡିପି ମୁଖ୍ୟ ଉଠାଇଲେ ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଦୁଇଟି ରାଜନୈତିକ ଦଳର ଶୀର୍ଷ ନେତାଙ୍କ ପରସ୍ପର ବିରୋଧୀ ବ୍ୟକ୍ତିଗତ ଆକ୍ଷେପ । ପ୍ରଥମେ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବା ନାଇଡୁଙ୍କ ପୁଅଙ୍କ ନାଁ ନେଇ ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ନାଁ ନେଇ ଟାର୍ଗେଟ…

ଶେଷ ହେଉନି କର୍ଣ୍ଣାଟକ ନାଟକ ! ଜେଡିଏସ ବିଧାୟକଙ୍କ ସାଂଘାତିକ ଅଭିଯୋଗ, ଦଳ ଛାଡିବା ବଦଳରେ ୩୦ କୋଟି ଟଙ୍କାର ଅଫର…

ଶେଷ ହେବାର ନାଁ ଧରୁନି କର୍ଣ୍ଣାଟକ ନାଟକ । ପ୍ରତିଦିନ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି କାଦୁଅଫିଙ୍ଗା ରାଜନୀତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବିଏସ ୟେଦ୍ୟୁରପ୍ପାଙ୍କ ଅଡିଓ ଟେପ ଜାରି କରିବାର ଗୋଟିଏ ଦିନ ନ ବିତୁଣୁ ପୁଣିଥରେ ବିଜେପି…

କ୍ରେଜିୱାଲଙ୍କ ବଡ ବୟାନ, ମୋଦି କିମ୍ବା ରାହୁଲ ନୁହେଁ । ଦେଶର ପ୍ରଧାନମନ୍ତ୍ରୀ ଅନ୍ୟ କେହି ହୋଇପାରନ୍ତି

ନା ମୋଦି, ନା ରାହୁଲ । ଦେଶର ପ୍ରଧାନମନ୍ତ୍ରୀ ଆସନରେ ଅନ୍ୟ କେହି ବସିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଏଭଳି ଏକ ବୟାନ ଦେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି । ଆପ୍ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ଚର୍ଚ୍ଚା ଜୋର ଧରିଥିବା ବେଳେ ଏଭଳି ବୟାନ ରଖିଛନ୍ତି ଅରବିନ୍ଦ…