Daily Archives

February 9, 2019

୩୨ ବର୍ଷ ଧରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି ଆସୁଛି ‘କଥା’ । ବାର୍ଷିକ ଉତ୍ସବରେ ନବ ପ୍ରତିଭାଙ୍କୁ କରାଗଲା…

କନକ ବ୍ୟୁରୋ : ୩୨ ବର୍ଷରେ କଥା । ଓଡିଆ ଗଳ୍ପର ନବଜାତକ ‘କଥା’ ପତ୍ରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ୧୦ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଛି । ଓଡିଆ ସାହିତ୍ୟ, ସାରା ଭାରତରେ ସୁନାମ ଅର୍ଜନ କରିଥିବାବେଳେ, କଥା ପତ୍ରିକା ମାଧ୍ୟମରେ ବିଭିନ୍ନ କ୍ଷୁଦ୍ର ଗଳ୍ପ…

ଗ୍ରାହକଙ୍କୁ ଖାଇବା ବାଢୁଛି ରୋବଟ୍ ! ଉପଭୋକ୍ତାଙ୍କ ପସନ୍ଦ ମୁତାବକ ଖାଦ୍ୟ ପରଷୁଛନ୍ତି ରୋବଟ୍ ପରିଚାରିକା ।

କନକ ବ୍ୟୁରୋ : ବିଦେଶରେ ରୋବଟ୍ ୱେଟର୍ ଖାଦ୍ୟ ପରିବେଷଣ କରିବା ଆପଣ ଦେଖିଥିବେ ତେବେ ଏଭଳି ନିଆରା ଅନୁଭୂତି ହାଇଦ୍ରାବାଦରେ ବି ମିଳିବ  । ହାଇଦ୍ରାବାଦରେ ଏବେ ଆରମ୍ଭ ହୋଇଛି ଚେନ୍ନାଇ ରୋବୋ କିଚେନର ଏକ ଶାଖା  । ଏହି ରେଷ୍ଟୁରାଂଟରେ ରୋବଟ୍ କରୁଛନ୍ତି ଖାଦ୍ୟ ପରିବେଷଣ  । ରୋବଟ୍ ପରିଚାରିକା…

କୋଲକାତା ପୋଲିସ୍ କମିଶନରଙ୍କୁ ଘାଣ୍ଟିଲା ସିବିଆଇ । ସାରଦା ଚିଟଫଣ୍ଡ ଘୋଟାଲା ଅଭିଯୋଗରେ ରାଜୀବଙ୍କୁ ୮ଘଣ୍ଟା ମାରାଥନ୍…

କନକ ବ୍ୟୁରୋ: ସାରଦା ଚିଟଫଣ୍ଡ ଘୋଟାଲାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇର ମାରାଥନ୍ ଜେରା । ସୂଚନା ମୁତାବକ ରାଜୀବ କୁମାରଙ୍କୁ ୮ ଘଣ୍ଟା ଧରି ଜେରା କରିଛି ସିବିଆଇ । ତେବେ ସାରଦା ଓ ରୋଜଭ୍ୟାଲି ଚିଟ୍ ଫଣ୍ଡ ଘୋଟାଲାରେ ପ୍ରମାଣ ଲୁଚାଇ ରଖିବା ଭଳି ଅଭିଯୋଗ ରାଜୀବଙ୍କ…

କିଷାନ ଯୋଜନା ପାଇଁ ହିତାଧିକାରୀଙ୍କ ତାଲିକା ମାଗିଲା କେନ୍ଦ୍ର । ମାର୍ଚ୍ଚ ୩୧ ସୁଦ୍ଧା ମିଳିବ ପ୍ରଥମ କିସ୍ତି ଟଙ୍କା,…

କନକ ବ୍ୟୁରୋ : ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରର ତାଲିକା ଓ ସେମାନଙ୍କ ବ୍ୟାଙ୍କ୍ ଆକାଉଂଟ୍ ବିବରଣୀ ପଠାଇବା ପାଇଁ କେନ୍ଦ୍ର, ସମସ୍ତ ରାଜ୍ୟକୁ ଚିଠି ଲେଖିଛି । ଫେବ୍ରୁଆରୀ ୨୫ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ପଠାଇବା ପାଇଁ ଚିଠିରେ…

ସରଗରମ ବଲାଙ୍ଗୀର ରାଜନୀତି ! ଏଥର ଲଢ଼େଇ, ନରସିଂହ ବନାମ ରାଜ ପରିବାର, ବିକାଶକୁ ପ୍ରସଙ୍ଗ କରି ଅର୍କେସଙ୍କ ଯୁଦ୍ଧଂଦେହି…

କନକ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସରଗରମ ହୋଇଛି ବଲାଙ୍ଗିର ରାଜନୀତି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଜ ପରିବାର ଏବଂ ମିଶ୍ର ପରିବାର ମଧ୍ୟରେ ଆରମ୍ଭ ହୋଇଗଲାଣି ଶୀତଳ ଯୁଦ୍ଧ । ବର୍ତମାନର ବିଧାୟକ ନରସିଂହ ମିଶ୍ରଙ୍କ ବିକାଶମୂଳକ କାମକୁ ପ୍ରସଙ୍ଗ କରି ବିଜେଡି…