Daily Archives

February 7, 2019

ଭଞ୍ଜନଗରରେ ଘନଘନ ବୋମା ମାଡ ! ୨ ଆହତ, ଦୁର୍ବୃତ୍ତଙ୍କ ଟାର୍ଗେଟରେ ସପିଂ ମଲ୍ ଓ ଗହଣା ଦୋକାନ ।

କନକ ବ୍ୟୁରୋ : ସଂଧ୍ୟାରେ ଭଂଜନଗର ବଜାର ଉପରେ ଘନଘନ ବୋମା ମାଡ ହୋଇଛି । ପ୍ରାୟ ୪ଟି ସ୍ଥାନରେ ୧୦ରୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ସପିଂ ମଲ୍ ଓ ଗହଣା ଦୋକାନକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ । ବୋମା ମାଡ଼ କରିବା ପରେ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ । ତେବେ ଏହି ଘଟଣା ପରେ ସ୍ଥାନୀୟ…

ଭାରତର ସବୁଠୁ ଥଣ୍ଡା ଅଞ୍ଚଳ ! ମାଇନସ୍ ୩୧ ଡିଗ୍ରୀରେ ମଧ୍ୟ ଦିନ ରାତି ସୀମାର ସୁରକ୍ଷା କରୁଛନ୍ତି ଭାରତୀୟ ଯବାନ

ଜମ୍ମୁ-କାଶ୍ମୀରର କାରଗିଲ ଦ୍ରାସରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ମାଇନସ ୩୧.୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଆସିଛି । କିନ୍ତୁ ଏତେ ଥଣ୍ଡାରେ ମଧ୍ୟ ଦେଶର ସୁରକ୍ଷା ପାଇଁ ଦିନ ରାତି ଏକ କରି ପହରା ଦେଉଛନ୍ତି ଭାରତୀୟ ସେନା । ଋଷର ସାଇବେରିଆର ପରେ ଦ୍ରାସ ହେଉଛି…

ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ତଲବ୍ ! ୧୨ ଫେବୃଆରୀ ସୁଦ୍ଧା କୋର୍ଟରେ ହାଜର୍ ହେବାକୁ ନିର୍ଦ୍ଦେଶ  ।

କନକ ବ୍ୟୁରୋ : ସିବିଆଇ ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ତଲବ୍ । ବିହାର ସେଲ୍ଟର୍ ହୋମ୍ ମାମଲାର ଯାଂଚ କରୁଥିବା ଅଧିକାରୀଙ୍କ ବଦଳିକୁ ନେଇ ସୁପ୍ରିମକୋର୍ଟ ସିବିଆଇକୁ କଡ଼ା ଭର୍ତ୍ସନା କରିଛନ୍ତି  । ମାମଲାର ଯାଂଚ ଚାଲିଥିବା ବେଳେ କିଭଳି ତକ୍ରାଳୀନ…

ପାଣିପାଗର ଲୁଚକାଳି ଖେଳ ! କେଉଁଠି ପଡୁଛି ବରଫ ତ ଆଉ କେଉଁଠି ହେଉଛି ବର୍ଷା, ଜାଣନ୍ତୁ ଦେଶରେ କିଭଳି ବଦଳିଛି ପ୍ରକୃତିର…

କନକ ବ୍ୟୁରୋ : ପାଣିପାଗର ଲୁଚକାଳି ଖେଳ । ଶୀତ ଶେଷ ଆଡକୁ ପାହାଡିଆ ଅଂଚଳରେ ତୁଷାର ପାତ ଜୋରଦାର ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜାମ୍ମୁ କାଶ୍ମୀରରେ ତୁଷାରପାତ ଜନ ଜୀବନକୁ ପ୍ରଭାବିତ କରିଛି । ଅପରପକ୍ଷରେ ୟୁପି ଓ…

ଅନ୍ତରୀଣ ବଜେଟକୁ ବିକାଶର ବଜେଟ ଟ୍ୟାଗ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! କହିଲେ, ଏହା ଗରିବ,…

କନକ ବ୍ୟୁରୋ : ଆଉ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ବଜେଟକୁ ଗରିବ, କୃଷକ, ମହିଳା, ଅନୁସୂଚିନ ଜାତି ଓ ଜନଜାତି, ଯୁବକଙ୍କୁ ସୁହାଇଲା ଭଳି ବଜେଟ କହିବା ଏହାକୁ ବିକାଶର ବଜେଟ ବୋଲି ଟ୍ୟାଗ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖାସକରି କୃଷକଙ୍କ ସମସ୍ୟା ଦୂର କରିବା ପାଇଁ…