Daily Archives

February 6, 2019

ବିଧାନସଭାରେ ଅଭାବନୀୟ ସ୍ଥିତି, କନକ-ସଂଜୟ ମୁହାଁମୁହିଁ ! ଗୃହରେ ଚାଷୀ ତାତି, ୩ଦିନ ହେଲା ଗୃହ ଅଚଳ ।

କନକ ବ୍ୟୁରୋ : ଗୃହରେ ଚାଷୀ ତାତି । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଚାଷୀ ସମସ୍ୟାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୂଲତବୀ କରିବାକୁ ପଡିଥିଲା । ସେପଟେ ବିଜେଡି ବିଧାୟକମାନେ ସ୍ୱତନ୍ତ୍ର…

୨୦୧୯ ପାଇଁ କଂଗ୍ରେସର ରଣନୀତି ! କିଏ କେଉଁଠୁ ହେବେ ପ୍ରାର୍ଥୀ, ଖୁବଶିଘ୍ର ହୋଇପାରେ ଘୋଷଣା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛି କଂଗ୍ରେସ । ନୂଆ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧି ଯୋଗ ଦେବା ପରେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟକୁ ନିଜ କବଜାକୁ ନେବାରେ ସଫଳ ହୋଇଛି କଂଗ୍ରେସ । ଏହା ସହ କଂଗ୍ରେସ ନେତା କର୍ମୀଙ୍କ ମନରେ ମଧ୍ୟ ନୂଆ ଆଶା ଓ…

ଯୋଗେଶ ବନାମ କୁସୁମ । ଭୁବନେଶ୍ୱରରେ ମନ ମିଶିଲା, ସୁନ୍ଦରଗଡରେ କର୍ମୀ ମିଶିବେ ତ?

କନକ ବ୍ୟୁରୋ : ବଦଳୁଛି ସୁନ୍ଦରଗଡ ରାଜନୈତିକ ସମୀକରଣ । ନେତାଙ୍କ ଦଳ ଛାଡିବା ପର୍ବ ଆଉ ଦଳ ବଦଳ ଭିତରେ ୨୦୧୯ ପାଇଁ ବାତାବରଣ ଉଷ୍ମ ହୋଇଛି । ମୋଦି ଓଡିଶା ଆସି ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ ଆଉ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ବ୍ରିଜ ପାଇଁ ପ୍ରତିଶ୍ରୁତି ଦେବା ଠାରୁ ଆରମ୍ଭ କରି…

ବଲାଙ୍ଗୀର ଜେଲରେ ରହିବ ପୁଂଜିଲାଲ୍ ! ପାଟଣାଗଡ ସବଜେଲରୁ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର ନିଷ୍ପତି ।

କନକ ବ୍ୟୁରୋ : ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଂଜିଲାଲ ମେହେରକୁ ପାଟଣାଗଡ ସବ ଜେଲରୁ ବଲାଙ୍ଗିର ଜିଲ୍ଲା କାରାଗାରକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାଟଣାଗଡ ଜେଲରୁ ପୁଂଜିଲାଲ, ୬ ଡକାୟତଙ୍କ ସହ ଖସିଯିବାକୁ ଉଦ୍ୟମ କରିଥିବା ନେଇ ଗତ…

ରାଉରକେଲାରେ ନାଚିଲେ ରାହୁଲ ଗାନ୍ଧି । ଆଦିବାସୀ ମହିଳାଙ୍କ ସହ ପାରମ୍ପରିକ ନୃତ୍ୟରେ ନାଚିଲେ କଂଗ୍ରେସ ଅଧ୍ୟକ୍ଷ, ତାଳି…

କନକ ବ୍ୟୁରୋ : ୨୦୧୯ରେ ଓଡିଶାରେ ସରକାର ଗଢିବାକୁ କଂଗ୍ରେସ ଜୋର ଲଗାଇ ଦେଇଥିବା ବେଳେ ଏହାକୁ ବଳ ଯୋଗାଉଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବୟାନ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଡାଇରେକ୍ଟ ଆଟାକ୍ କରିବା ସହ କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ରାହୁଲ । ଖାସକରି ଭୁଷୁଡି…

କଂଗ୍ରେସ ଅଫିସରେ ପ୍ରିୟଙ୍କା, ଇଡିରେ ସ୍ୱାମୀ ରବର୍ଟ ଭଦ୍ରା । ସାଙ୍ଗରେ ଆସିଲେ ପ୍ରିୟଙ୍କା ଗାନ୍ଧୀ, କହିଲେ –…

କନକ ବ୍ୟୁରୋ: କଂଗ୍ରେସ ଅଫିସରେ ପ୍ରିୟଙ୍କା, ପ୍ରବର୍ତନ ନିର୍ଦେଶାଳୟରେ ସ୍ୱାମୀ ରବର୍ଟ ଭଦ୍ରା । ପୂର୍ବ ଉତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ମିଳିବା ପରେ ପ୍ରିୟଙ୍କା ଗାନ୍ଧି ଆଜି ପ୍ରଥମ ଥର ପାଇଁ କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲେ । ଆଉ ଠିକ ସେହି ସମୟରେ ଇଡି କାର୍ଯ୍ୟାଳୟରେ ଅଧିକାରୀଙ୍କ…