Daily Archives

February 5, 2019

ନବୀନଙ୍କ ଫୋକସରେ ଦକ୍ଷିଣ ଓଡ଼ିଶା ! କୋରାପୁଟ ଓ ନବରଙ୍ଗପୁର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ, ଦଳୀୟ ସମାବେଶରେ…

କନକ ବ୍ୟୁରୋ : ନବରଙ୍ଗପୁର ଉମରକୋଟ ବିକାଶ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । ନବରଙ୍ଗପୁରରେ ନବୀନ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ…

କଡଲେଉଟାଉଛି କଳାହାଣ୍ଡି ରାଜନୀତି ! ରାହୁଲଙ୍କ ଉପସ୍ଥିତିରେ ଘରକୁ ଫେରିବେ ପୂର୍ବତନ ସାଂସଦ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ ସେତିକି ଉଷ୍ମତା ବଢିବାରେ ଲାଗିଛି । ଆଉ ଏହା ସହ ଜାରି ରହିଛି ନେତାଙ୍କ ଦଳଡିଆଁ ଅଭିଯାନ । ନିକଟରେ ଅନେକ ହେଭିୱେଟ୍ ନେତା ଦଳ ପରିବର୍ତ୍ତନ କରିସାରିଛନ୍ତି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଜଣେ ବରିଷ୍ଠ…

କେ.ଭିଙ୍କ ପ୍ରଶ୍ନକୁ ହସରେ ଉଡ଼ାଇଦେଲେ ନବୀନ ! ଜାଣନ୍ତୁ କ’ଣ ଥିଲା ମାମଲା ।

କନକ ବ୍ୟୁରୋ: ଚିଟଫଣ୍ଡ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆରୋପ ଲାଗାଇଛନ୍ତି ବିଜେପି ବିଧାୟକ ବିରୋଧୀଦଳ ନେତା କେ.ଭି ସିଂହ ଦେଓ । ଚିଟଫଣ୍ଡ ଘୋଟାଲା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କେ.ଭି କହିଛନ୍ତି ଯେ, ଓଡ଼ିଶାରେ ଜବାବ ମାଗୁଛି ଓଡ଼ିଶା, । ସରୋଜ ସାହୁ…

ମୋଦିଙ୍କ ଫଟୋ ପୋଜ୍ ! ଲୋକ ନଥିଲେ ହେଲେ ହାତ ହଲାଉଥିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲେ । ସେଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି। ସର୍ବପ୍ରଥମେ ମୋଦି ଲେହରେ କିଛି ସମୟ ପାଇଁ ଅଟକି ଥିଲେ । ଆଉ ସେଠାରେ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ ।…

ପେଟ୍ରୋଲିୟମ୍ ମନ୍ତ୍ରାଳୟର ନକଲ ୱେବସାଇଟ୍ କରି ଉଜ୍ଜ୍ୱଳା ଡିଲରସିପ୍ ଦେବା ନାଁରେ ଠକେଇ ! ଭୁବନେଶ୍ୱର ଯୁବକଙ୍କଠାରୁ…

କନକ ବ୍ୟୁରୋ : ଉଜ୍ଜ୍ୱଳା ଏଜେନ୍ସି ନେବା ପାଇଁ ଯଦି ଆପଣ ଚାହୁଛନ୍ତି, ତେବେ ହୋଇଯାଆନ୍ତୁ ହ୍ରୁସିଆର । ଆପଣ ହୋଇପାରନ୍ତି ଠକାମିର ଶିକାର । ଉଜ୍ୱଳା ଡିଲରସିପ୍ ଦେବା ନାଁରେ ଠକେଇର ସାଙ୍ଘାତିକ ଅଭିଯୋଗ ଆସିଛି । ୱେବସାଇଟ ତିଆରି କରି ଠକୁଛନ୍ତି ଠକ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଠକେଇରେ…

କାଲି ପୁଣି ଓଡ଼ିଶା ଆସୁଛନ୍ତି ରାହୁଲ ! ରାଉରକେଲା ଓ ଭବାନୀପାଟଣାରେ ଦଳୀୟ ସମାବେଶକୁ କରିବେ ସମ୍ବୋଧନ, ସମାନ ଦିନରେ…

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମାତ୍ର ୧୫ଦିନ ଭିତରେ ଦ୍ୱିତୀୟ ଥର ଆସୁଛନ୍ତି ରାହୁଲ । ଆଉ ଏଥର ରାହୁଲଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶା । ଗୋଟିଏ ଦିନରେ ଭବାନୀପାଟଣା ଓ ରାଉରକେଲାରେ ଦୁଇ ଦୁଇଟି ବିଶାଳ ସମାବେଶ କରିବେ ରାହୁଲ  । ଦଳର…