Daily Archives

February 5, 2019

ଜାଡେଜାଙ୍କୁ ଭଜିଙ୍କ ପରାମର୍ଶ ! କେମିତି ଖେଳିବେ ବିଶ୍ୱକପ ସେନେଇ ଦେଲେ ମନ୍ତ୍ର । 

ଭାରତର ପୂର୍ବତନ କ୍ରିକେଟର ତଥା ବରିଷ୍ଠ ଅଫ୍ ସ୍ପିନର୍ ହରଭଜନ ସିଂହଙ୍କ ଦୃଷ୍ଟିରେ ରବୀନ୍ଦ୍ର ଜାଦେଜା ବିଶ୍ୱକପରେ ଭାରତୀୟ ଟିମରେ ସ୍ଥାନ ପାଇପାରିବେ । ମାତ୍ର ସ୍ପିନର ଭାବରେ ଟିମରେ ସାମିଲ ହେବାକୁ କିଛି କାମ କରିବାକୁ ପଡ଼ିବ ବୋଲି ହରଭଜନ କହିଛନ୍ତି । ଯାଦୁକାରୀ ସ୍ପିନର କୁଲଦୀପ ଯାଦବ ଏବଂ…

ଚଳନ୍ତା ଟ୍ରେନରେ ଚଢିବା ବେଳେ ତଳେ ପଡିଗଲେ ଆରପିଏଫ ଯବାନ ! ଆଉ ତାପରେ…

ଟାଟା ନଗର ରେଳ ଷ୍ଟେସନରୁ ଆରମ୍ଭ ହେଉଥିବା ହାଓ୍ଵଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସରେ ଚଢ଼ିବା ସମୟରେ ସୋମବାର ଜଣେ ଆରପିଏଫ୍ ଯବାନ ତଳକୁ ଖସି ପଡ଼ିଥିଲେ । ହଠାତ୍ ଏଭଳି ଦୃଶ୍ୟ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ । କିନ୍ତୁ ଠିକ୍ ସମୟରେ ସେଠାରେ…

ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା ! ରିକ୍ଟର ସ୍କେଲରେ ତୀବ୍ରତା ୫.୬ ସୂଚନା ।

କନକ ବ୍ୟୁରୋ : ଥରିଲା କାଶ୍ମୀର । ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଥିବା ଜଣାପଡିଛି । ସେପଟେ ଦିଲ୍ଲୀ ଏନସିଆର ଅଞ୍ଚଳରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ପଶ୍ଚିମ କଶ୍ମୀର ଭୂ-କମ୍ପର କେନ୍ଦ୍ରସ୍ଥଳ…

ମାଲ୍ୟାଙ୍କ ଭାରତ ଆସିବା ପଥ ହେଲା ପରିଷ୍କାର ! ଜେଟଲୀ କହିଲେ, ଏହା ମୋଦିଙ୍କ ବଡ ସଫଳତା । 

କନକ ବ୍ୟୁରୋ : ବିଜୟ ମାଲ୍ୟାଙ୍କ ଭାରତ ଆସିବା ପାଇଁ ପଥ ପରିଷ୍କାର ହୋଇଛି । ବ୍ରିଟେନ ଗୃହ ସଚିବ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନିର୍ଦ୍ଦେଶ ଉପରେ ସ୍ୱାକ୍ଷର କରିଛନ୍ତି । ଏନେଇ ଅପିଲ କରିବା ପାଇଁ ମଦ ସମ୍ରାଟଙ୍କୁ ୧୪ ଦିନର ମହଲତ ମିଳିଛି । ସେପଟେ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ଦିଗରେ ମୋଦି ସରକାର…

ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ୭ ଦିନ ପରେ ଅନଶନ ଭାଙ୍ଗିଲେ ଆନ୍ନା !

କନକ ବ୍ୟୁରୋ: ଅନଶନରୁ ଓହରିଲେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ମଙ୍ଗଳବାର ସଂଧ୍ୟାରେ ଆଲୋଚନା ହେବା ପରେ ୭ ଦିନ ଧରି ଜାରି ରଖିଥିବା ଆମରଣ ଅନଶନକୁ ଭଙ୍ଗ କରିଛନ୍ତି ଆନ୍ନା । ଜାଣିବାକୁ ମିଳିଛି…