Daily Archives

February 4, 2019

‘କାଳିଆ ଛାତ୍ରବୃତ୍ତି’ ଯୋଜନାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲା ଛାତ୍ର ବିଜେଡି । କହିଲା, ଉପକୃତ…

କନକ ବ୍ୟୁରୋ : ‘କାଳିଆ ଛାତ୍ରବୃତ୍ତି’ ଯୋଜନାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛି ବିଜୁ ଛାତ୍ର ଜନତା ଦଳ । ବିଜେଡି ଛାତ୍ର ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଛାତ୍ର ବିଜେଡି ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲା…

ସିବିଆଇ ଝଡର ପୂରା କାହାଣୀ! କେମିତି ଆରମ୍ଭ ହୋଇଥିଲା ଏହି ହାଇଭୋଲଟେଜ ଡ୍ରାମା, ଜାଣନ୍ତୁ ପୂରା ଘଟଣାକ୍ରମ ?

କନକ ବ୍ୟୁରୋ : ରବିବାର ସଂଧ୍ୟାରେ କୋଲକାତାରେ ଦେଖିବାକୁ ମିଳିଲା ହାଇଭୋଲଟେଜ ଡ୍ରାମା । ଯାହା କିଛି ସମୟ ମଧ୍ୟରେ ଚରମ ସୀମାରେ ପହଂଚିଯାଇଥିଲା । ସିବିଆଇ ଟିମ୍ କୋଲକାତା ପୁଲିସ କମିଶନରଙ୍କ ବାସଭବନରେ ପହଁଚିବା ପରେ ଏହି ଡ୍ରାମା ଆରମ୍ଭ ହୋଇଥିଲା । ଆଉ ୨୪ ଘଣ୍ଟା ମଧ୍ୟରେ କୋଲକତାରୁ ଆରମ୍ଭ…

ଚାଷୀଙ୍କ ପାଇଁ ମୋଦି ଆଣୁଛନ୍ତି ବଜେଟ୍, ଲାଠି ପାହାର ଦେଉଛନ୍ତି ଯୋଗୀଙ୍କ ପୋଲିସ୍ ।

କନକ ବ୍ୟୁରୋ: ଗୋଟିଏ ପଟେ କେନ୍ଦ୍ରରେ ଥିବା ମୋଦି ସରକାର ବଜେଟରେ ଚାଷୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରୁଛନ୍ତି ତ ଅନ୍ୟପଟେ ଉତ୍ତରପ୍ରଦେଶ ବିଜନୌର ଠାରେ ଯୋଗୀ ସରକାରଙ୍କ ପୋଲିସ୍ ଚାଷୀଙ୍କୁ ଲାଠି ପାହର ଦେଉଛନ୍ତି । ସୂଚନା ମୁତାବକ ଆଖୁ ଚାଷୀଙ୍କ କ୍ଷୟକ୍ଷତି ଟଙ୍କା ଦେବା ପାଇଁ ଯୋଗୀ ସରକାର…

ଦିଲ୍ଲୀ ପହଞ୍ଚିଲା କୋଲକତା ଝଡ଼! ସିବିଆଇ-ପଶ୍ଚିମବଙ୍ଗ ପୁଲିସ୍ ବିବାଦକୁ ନେଇ ସଂସଦରେ ହଙ୍ଗାମା, ବିରୋଧୀଙ୍କ ଟାର୍ଗେଟରେ…

କନକ ବ୍ୟୁରୋ : ସଂସଦରେ ପଶ୍ଚିମବଙ୍ଗ ଝଡ । କୋଲକାତାରେ ସିବିଆଇ ବନାମ ପୋଲିସକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଆଜି ପାର୍ଲାମେଂଟରେ ସରକାର ବନାମ ବିରୋଧୀ ଲଢ଼େଇର ରୁପ ନେଇଛି । ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିରୋଧୀ । ସେପଟେ…

ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା । ବିଧାନସଭାରେ ଦେଖାଇଲେ ବିକାଶର ସୁନେଲୀ ଚିତ୍ର

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଧାନସଭାର ଶେଷ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନରେ ଆଜି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସେ କହିଛନ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି, କୃଷି , ଗମନାଗମନ ଓ ଅଭିବୃଦ୍ଧିରେ ଓଡିଶା ଆଗକୁ ଯାଇଛି । ରାଜ୍ୟ ସରକାରଙ୍କ…