Daily Archives

February 4, 2019

କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ , ବିନା ଆଧାର କାର୍ଡରେ ଚାଷୀଙ୍କୁ ମିଳିବନି ଟଙ୍କା !

୧ ଫେବ୍ରୃଆରୀରେ ମୋଦି ସରକାର ଅନ୍ତରୀଣ ବଜେଟରେ କୃଷକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଘୋଷଣା କରିବା ପରେ ପୂରା ଦେଶରେ କୃଷକ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ଏହି ଯୋଜନା ଅନୁଯାୟୀ, ୨ ହେକ୍ଟର ଜମିରୁ କମ ଜମି ଥିବା ଚାଷୀଙ୍କୁ ବର୍ଷକୁ ୬୦୦୦ ହଜାର…

ପାଟନାରେ ମମତାଙ୍କ ବିରୋଧରେ ବିକ୍ଷୋଭ ! ଦିଦିଙ୍କ ଫଟୋରେ କାଳି ବୋଳିଲେ, ଜୋତାରେ ବାଡେଇଲେ ଜନଶକ୍ତି ପାର୍ଟିର କର୍ମୀ ।

କନକ ବ୍ୟୁରୋ : କୋଲକାତାରେ ସିବିଆଇ ଓ ପୋଲିସ ବିବାଦ ମଧ୍ୟରେ ଗତକାଲି ଠାରୁ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । କେନ୍ଦ୍ରର ମୋଦି ସରକାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ସିବିଆଇ ବିରୋଧରେ ମମତା ଯୁଦ୍ଧଂଦେହି ଡାକରା ଦେଇଥିବା ବେଳେ ଦିଦିଙ୍କୁ…

ଲାଙ୍ଗୁଡ଼ରେ ଲଗାଇଛନ୍ତି ନିଆଁ, ପ୍ରଶ୍ନ- ଲଙ୍କା ପୋଡ଼ିବ ନା ହନୁ ମରିବ ?

କନକ ବ୍ୟୁରୋ: ଗୋଟିଏ ସିବିଆଇ ମାମଲା ଦେଶର ରାଜନୀତିକୁ ଏମିତି ପ୍ରଭାବିତ କରିପାରେ, ଗୋଟିଏ ସଂକଟ ଏଭଳି ସୁଯୋଗ ତିଆରି କରିପାରେ, ଆଂଚଳିକ ଶକ୍ତିକୁ ନୂଆ ଭାବରେ ପ୍ରକାଶ କରିପାରେ, ବିରୋଧୀଙ୍କୁ ଏକାଠି କରିପାରେ । ଆଉ ୨୦୧୯ ନିର୍ବାଚନକୁ ଏତେ ମାତ୍ରାରେ ପ୍ରଭାବିତ କରିବାର ସଂଭାବନା ରଖିପାରେ…

ଭାରତ ଫେରିବ ଠକ ସମ୍ରାଟ ବିଜୟ ମାଲ୍ୟା ! ପ୍ରତ୍ୟର୍ପଣ ଚୁକ୍ତିକୁ ମଞ୍ଜୁରୀ ଦେଲେ ବ୍ରିଟେନ ସରକାର 

କନକ ବ୍ୟୁରୋ : ଭାରତ ଫେରିବ ଠକ ସମ୍ରାଟ ବିଜୟ ମାଲ୍ୟା । ଖୁବଶୀଘ୍ର ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବେ ବ୍ରିଟେନ ସରକାର । ଏନେଇ ପ୍ରର୍ତ୍ୟପଣ ଚୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ ସରକାର । ତେବେ ୧୪ ଦିନ ମଧ୍ୟରେ ଏନେଇ କୋର୍ଟରେ ଅପିଲ କରିବାକୁ ମାଲ୍ୟାଙ୍କୁ ମହଲତ ଦିଆଯାଇଛି…

ଦବଙ୍ଗ ଦିଦିଙ୍କ ରାଜନୈତିକ କ୍ୟାରିୟର ! ପାଠପଢା ସମୟରୁ ହିଁ ରାଜନୀତିରେ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ ମମତା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବେ ଚର୍ଚ୍ଚାରେ ରହିଛନ୍ତି । ଗତକାଲି କୋଲକାତାରେ ସିବିଆଇ ଏବଂ ପୋଲିସ ମଧ୍ୟରେ ଯେଉଁ ହାଇଡ୍ରାମା ଚାଲିଥିଲା, ତାକୁ ନେଇ କାଲି ରାତିରୁ ଧାରଣାରେ ବସି…

ପେଟିଏମର ଭାଲେଣ୍ଟାଇନ୍ସ ଡେ ଅଫର ! ଗ୍ରାହକଙ୍କୁ ମିଳିବ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଜାଣନ୍ତୁ କିଭଳି ପାଇବେ…

ଅନଲାଇନ ପେମେଣ୍ଟ୍ ବ୍ୟାଙ୍କ୍ ପେଟିଏମ୍ ନିଜର ଗ୍ରାହକମାନଙ୍କ ସକାଶେ ଏକ ଆକର୍ଷଣୀୟ ଅଫର୍ ଜାରି କରିଛି। ଏହି ଅଫର୍ ଜରିଆରେ ବିମାନ ଟିକେଟ୍ କ୍ଷେତ୍ରରେ ଗ୍ରାହକଙ୍କୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ଏହି ଅଫର୍ ଜଣେ ବ୍ୟବହାରକାରୀଙ୍କୁ ଥରେ ମାତ୍ର ହିଁ ମିଳିବ। କମ୍ପାନି ପକ୍ଷରୁ ଏହି…