Daily Archives

February 3, 2019

କେନ୍ଦ୍ର ବିରୋଧରେ ମମତାଙ୍କ ଯୁଦ୍ଧଂଦେହି ଡାକରା ! ଧାରଣାରେ ବସିଛନ୍ତି ମମତା, ସେପଟେ ଦିଦିଙ୍କ ସମର୍ଥନରେ ମୋଦି ବିରୋଧୀ…

କନକ ବ୍ୟୁରୋ : କେନ୍ଦ୍ର ବିରୋଧରେ ମମତାଙ୍କ ଯୁଦ୍ଧଂଦେହି ଡାକରା । ସିବିଆଇ ଜେରା ଉଦ୍ୟମ ଘଟଣାର ପ୍ରତିବାଦରେ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  । କାଲକାତାର ମେଟ୍ରୋ ରେଳ ଷ୍ଟେସନ ଆଗରେ ଟିଏମସିର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ଦିଦି । ଚିଟଫଣ୍ଡ ମାମଲାରେ ପୁଲିସ୍…

ଲଞ୍ଚ ହେଲା ବିଏସଏନଏଲର ଆପ୍ ! ଏକ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ମାଗଣା ସେବା ।

ସରକାରୀ ଟେଲିକମ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍(ବିଏସଏନଏଲ୍) ଉଇଙ୍ଗସ ଇଣ୍ଟରନେଟ୍ ଟେଲିଫୋନି ସର୍ଭିସର ଆପ୍ ଲଞ୍ଚ କରିଛି । ଆପ୍ ଲଞ୍ଚ କରିବା ସହ ବିଏସଏନଏଲ୍ ନିଜ ନୂଆ ଗ୍ରାହକମାନଙ୍କୁ ଗୋଟେ ମାସ ପର‌୍ୟ୍ୟନ୍ତ ମାଗଣା ସେବା ଦେବ ବୋଲି ଜଣାପଡ଼ିଛି । ଯେଉଁମାନେ ବର୍ଷକ ପାଇଁ ରିଚାର୍ଜ…

‘କ୍ଷୁଧାର୍ତ୍ତ’ଙ୍କ ପାଇଁ ନିଆରା ପଦକ୍ଷେପ ! ୧୦୦ଟି ସ୍ଥାନରେ ଲାଗିବ ‘ଫ୍ରି ଫୁଡ୍ ରେଫ୍ରିଜେଟର’, ଜାଣନ୍ତୁ କେଉଁଠି…

ଖାଦ୍ୟ ବିନା ଦୁନିଆରେ ପ୍ରାଣୀ ଜଗତ ତିଷ୍ଠି ରହିବା ଅସମ୍ଭବ । ମନୁଷ୍ୟ ହୁଅନ୍ତୁ କିମ୍ବା ଜୀବଜନ୍ତୁ, ବଂଚିରହିବା ପାଇଁ ସମସ୍ତଙ୍କୁ ଖାଦ୍ୟର ଆବଶ୍ୟକତା ରହିଛି । ଯଦି ଦୈନନ୍ଦିନ ଜୀବନ ଉପରେ ନଜର ପକାଇବା, ସକାଳର ବ୍ରେକଫାଷ୍ଟ ଠାରୁ ଆରମ୍ଭ କରି ରାତ୍ରିଭୋଜନରେ ଆମେ ଖାଦ୍ୟସେବନ କରିଥାଉ । ତେବେ…

ପାଟଣା ଜନସଭାରେ ମୋଦିଙ୍କ କୃଷକ ଯୋଜନାକୁ ରାହୁଲଙ୍କ ସମାଲୋଚନା ! କହିଲେ କ୍ଷମତାକୁ ଆସିଲେ ସାରା ଦେଶରେ କୃଷି ଋଣ ଛାଡ…

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ପ୍ରତିଶ୍ରୁତି ବର୍ଷା ଆରମ୍ଭ ହୋଇଛି । ବେସିକ ଇନକମ୍ ପରେ ଦେଶର ସମସ୍ତ ଚାଷୀଙ୍କ ରୁଣ ଛାଡ ଘୋଷଣା କରିଛି କଂଗ୍ରେସ । ଆଜି ବିହାରର ପାଟନାରେ ଜନ ଆକାଂକ୍ଷା ରାଲିରେ ଏହି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ରାଲିରେ ରାହୁଲ କହିଛନ୍ତି,…

କାଲିଠୁ ବିଧାନସଭାରେ ବଜେଟ୍ ଅଧିବେଶନ ! ଶେଷ ଲଢେଇ ପାଇଁ ଶାସକ-ବିରୋଧୀ ବଳ କଷାକଷି । 

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ବିଧାନସଭାରେ ବଳ କଷାକଷି । ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜନୈତିକ ଦଳ ଗୁଡିକ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ଆସନ୍ତା ୭ ତାରିଖରେ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବେ । ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ଏହି ବଜେଟକୁ…

ରାଜନୀତିରେ ପୋଷ୍ଟର ପଲିଟିକ୍ସ । ହିନ୍ଦୁ ଧର୍ମୀୟ ଭାବନା ସହିତ ରାଜନୀତିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ।

କନକ ବ୍ୟୁରୋ: ଜାତୀୟ ରାଜନୀତିରେ ଏବେ ଚାଲିଛି ପୋଷ୍ଟର ରାଜନୀତି । କେତେବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ଦେବୀ ଦୁର୍ଗାଙ୍କ ବେଶରେ ତ କେତେବେଳେ ରାହୁଲଙ୍କୁ କୃଷ୍ଣ ଭଗବାନଙ୍କ ରୂପରେ ଦେଖିବାକୁ ମିଳିଛି । ତେବେ ଏଥିରୁ ବାଦ୍ ପଡ଼ିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବିହାରର…