Daily Archives

February 2, 2019

ଦେଶରେ PUBG ଗେମ ବ୍ୟାନ୍ କରିବାକୁ କୋର୍ଟରେ ଆବେଦନ କଲେ ୧୧ ବର୍ଷର ଛାତ୍ର! ଜାଣନ୍ତୁ ଏହା ପଛର କାରଣ?

ଗୋଟିଏ ପଟେ ଦେଶରେ ପରୀକ୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଅନଲାଇନ ଗେମକୁ ନେଇ ଅଭିଭାବକ ମାନଙ୍କ ଚିନ୍ତା ବଢିଯାଇଛି । ଏପରିକି ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଜଣେ ଅଭିଭାବକ ମଧ୍ୟ ମୋଦିଙ୍କୁ ଅନଲାଇନ ଗେମ PUBG ଉପରେ ପ୍ରଶ୍ନ କରିଥିଲେ । ଆଉ ଏସବୁ ଭିତରେ ଦେଶରେ…

ପ୍ରତାପଙ୍କ ମିଛୁଆ ଦଳ ଉପାଖ୍ୟାନ ! ମୋଦି ସରକାରଙ୍କ ବଜେଟକୁ ଭୁବନେଶ୍ୱରରୁ ସମାଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ବଜେଟ ଆସିଲା ରାଜନୀତି ବଢ଼ିଲା । କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ଏବେ ବଜେଟକୁ ନେଇ ଚାଲିଛି କାଦୁଅ ଫିଙ୍ଗାଫିଙ୍ଗି । ତେବେ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ପ୍ରତାପ…

ଯୋଗେଶଙ୍କୁ ନେଇ ସୁନ୍ଦରଗଡ ରାଜନୀତିରେ ଘମାସାନ! ଭୁବନେଶ୍ୱରର ଫର୍ମୁଲା ମାନିବାକୁ ଅରାଜି କୁସୁମ୍ ଟେଟେ ଓ ସମର୍ଥକ,…

କନକ ବ୍ୟୁରୋ : ବିଜେଡିରେ ନବ ଦାସଙ୍କ ମିଶ୍ରଣ ପୂର୍ବରୁ ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ଯେପରି ମନାଇଥିଲା ବିଜେଡି, ସେହିପରି ସୁପ୍ରିମୋଙ୍କ ସନ୍ଦେଶ ନେଇ ସୁନ୍ଦରଗଡ଼ ଯାଇଥିଲେ ସାଂସଦ ପ୍ରଶାନ୍ତ ନନ୍ଦ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ । କଂଗ୍ରେସ ଛାଡିଥିବା ପୂର୍ବତନ ବିଧାୟକ ଯୋଗେଶ…

ଭିକ ମାଗୁଥିଲେ ପୂର୍ବତନ ଆର୍ମି ଅଫିସର ! ସାହାଯ୍ୟ ପାଇଁ ଆଗେଇ ଆସିଲେ କ୍ରିକେଟର ଗୌତମ ଗମ୍ଭୀର

ଦେଶପ୍ରେମ ଭାବନା ସହ ଓତଃପ୍ରୋତଃ ଭାବେ ଜଡ଼ିତ ଭାରତର ପୂର୍ବତନ କିକେଟର ଗୌତମ ଗମ୍ଭୀର ଜଣେ ପୂର୍ବତନ ଆର୍ମି ଅଫସରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଭିକ ମାଗୁଥିଲେ ପୂର୍ବତନ ଆର୍ମି ଅଫସର ପିତାମ୍ବରମ୍ । ଟ୍ୱିଟରରେ ଗମ୍ଭୀର ଆଜି ସେ ଏକ ଫଟୋ ଶେୟାର…

ସଟସର୍କିଟ୍ ଯୋଗୁଁ ଆପୋଲୋ ହସ୍ପିଟାଲରେ ଲାଗିଲା ନିଆଁ ! ଅଳ୍ପକେ ବର୍ତିଲେ ରୋଗୀ, ସ୍ଥିତି ଅନୁଧ୍ୟାନ କଲେ ପୁଲିସ କମିସନର…

କନକ ବ୍ୟୁରୋ : ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଧୁଆଁକୁ ନେଇ ଆଉଟୁପାଉଟୁ ରୋଗୀ  । ଅଚାନକ୍ ହସ୍ପିଟାଲରେ ନିଆ ଲାଗିଯିବାରୁ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନି । ଆଜି ଦିନ ୧୦ଟା ବେଳେ ପଂଚମ ମହଲାରେ ଥିବା ବ୍ୟାଟେରୀ…

ହ୍ୱାଟସଆପ୍ ଦେବ ୧.୮ କୋଟି ଟଙ୍କା ! ହେଲେ ଗୋଟିଏ ସର୍ତ୍ତରେ, ପୁରା କରିବା ପାଇଁ ପଡ଼ିବ ଗ୍ରାଣ୍ଡ ଚ୍ୟାଲେଞ୍ଜ

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ ବିଗତ କିଛି ବର୍ଷରେ ହ୍ୱାଟସଆପ କେବଳ ଏକ ସଫଳ ମେସେଜିଙ୍ଗ ଆପ୍ ନୁହେଁ ଆନ୍ ନୁହେଁ ରୋଜଗାର ଦିଗରେ ହେଉଁ କି ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ…