Daily Archives

February 1, 2019

ସିବିଆଇ ସମନ୍ ନେଇ ବିଜେଡିର ଦୁଇ ବିଧାୟକଙ୍କ ପ୍ରତିକ୍ରିୟା ! ସିବିଆଇ ଡାକରା ନେଇ ଅରୁଣଙ୍କ ଉତ୍କଣ୍ଠା, ଅତନୁ କହିଲେ,…

କନକ ବ୍ୟୁରୋ : ସିବିଆଇରୁ ସମନ ପାଇଥିବା ସ୍ୱୀକାର କଲେ ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ । ଅରୁଣ ସାହୁ କହିଛନ୍ତି, ସେ ଖୁବ ଶୀଘ୍ର ସିବିଆଇରେ ହାଜର ହୋଇ ତାଙ୍କ ପକ୍ଷ ରଖିବେ । ହେଲେ ସିବିଆଇ ତାଙ୍କୁ କାହିଁକି ଡାକିଛି ତାହା ଜାଣିବା ପାଇଁ ତାଙ୍କର ଉତ୍କଣ୍ଠା ଅଛି ।…

ପ୍ରବଳ ଥଣ୍ଡାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ! ଆମେରିକାର ହ୍ରଦରେ ଶୀତଳଧୁଆଁର ରୂପ ନେଲା ବରଫକଣା, ବରଫ ପାଲଟିଲା…

କନକ ବ୍ୟୁରୋ : ଆମେରିକାରେ ରେକର୍ଡ ଭାଂଗିଲା ବରଫପାତ । ଅଧିକାଂଶ ରାଜ୍ୟରେ ବରଫପାତ ଜାରି ଥିବାବେଳେ ତାପମାତ୍ରା ତଳକୁ ଖସିବାରେ ଲାଗିଛି  । ବରଫପାତର ପ୍ରଭାବ ଜନ ଜୀବନ ଉପରେ ପଡ଼ିଛି ଓ କିଛି ସ୍ଥାନରେ ବିମାନ ତଥା ରେଳ ଚଳାଚଳ ଉପରେ ରୋକ୍ ଲଗାଯାଇଛି  । ପ୍ରବଳ ଶୀତ ଯୋଗୁ ମିଚିଗାନ୍ ହ୍ରଦରେ…

ବିମୁଦ୍ରାକରଣ ଯୋଗୁଁ ଦେଶରେ ବଢ଼ିଛି ବେକାରୀ: ବିମୁଦ୍ରାକରଣ ଏବଂ ଜିଏସଟିକୁ ବେକାରୀର ଦୁଇ ପ୍ରମୁଖ କାରଣ ଦର୍ଶାଇ…

କନକ ବ୍ୟୁରୋ: ବେକାରି ହାର ବଢିବା ପାଇଁ ମୋଦି ସରକାରଙ୍କ ଦୁଇଟି ନିଷ୍ପତି ଦାୟୀ । ବିମୁଦ୍ରାକରଣ ଏବଂ ଜିଏସଟି । ଏହା ପାଖାପାଖି ୮.୯ ପ୍ରତିଶତ ବୋଲି ଏନଏସଏସଓର ସାପ୍ତାହିକ ଷ୍ଟାଟସ ରିପୋର୍ଟ ଅନୁସାରେ ଜଣାପଡିଛି । ଯାହାକି ଯଥେଷ୍ଟ ଅଧିକ । ବିଜନେସ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଦେଶରେ ବେକାରୀ…

ପୂର୍ବତଟ ରେଳବାଇକୁ ବଜେଟରେ ମିଳିଲା ୭,୦୧୦ କୋଟି ! ଜାଣନ୍ତୁ ଓଡିଶାରେ କେଉଁ ପ୍ରକଳ୍ପ ଭାଗରେ ପଡିଲା କେତେ ।

କନକ ବ୍ୟୁରୋ : ରେଳ ବଜେଟରେ ପୂର୍ବତଟ ରେଳବାଇକୁ ମିଳିଛି ଅନୁଦାନ । ପୂର୍ବତଟ ରେଳବାଇକୁ ମିଳିଛି ୭ ହଜାର ୧୦ କୋଟି ଟଙ୍କା । ରେଳ ବଜେଟରେ ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ଅଧିକ ଅର୍ଥ ମିଳିଛି । ନୂଆ ଲାଇନ୍ ପାଇଁ ବଜେଟରେ ୨ ହଜାର ୬୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଗତ ବର୍ଷ…

ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ୭ଶହ କୋଟିର ଭେଟି । ନବୀନ କହିଲେ, ନୂଆ ଓଡିଶା ଗଠନରେ ପ୍ରମୁଖ ଭୂମିକା ନେବ ବିଜୁ ଯୁବ…

କନକ ବ୍ୟୁରୋ: ସମ୍ବଲପୁର ପାଇଁ ୭ ଶହ କୋଟିର ଭେଟି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ସମ୍ବଲପୁରରେ ୧୧୭ କୋଟି ୭୨ ଲକ୍ଷରେ ତିଆରି ହାଇଲେଭଲ ସେତୁର ଉଦଘାଟନ କରିଛନ୍ତି । ଏଥିସହ ୧୦୦ କୋଟି ଟଙ୍କାର ୧୯ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୩୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୪ଟି ପ୍ରକଳ୍ପର…

ନିର୍ବାଚନ ପାଇଁ କଂଗ୍ରେସର ବଡ଼ କସରତ ! ଭୂପେଶ ବାଘେଲଙ୍କ ସହ ଓଡ଼ିଶା ଆସି ପ୍ରଚାର କରିବେ ବିଭିନ୍ନ ରାଜ୍ୟର…

କନକ ବ୍ୟୁରୋ : ଓଡିଶାକୁ ପ୍ରଚାରରେ ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓ ଉପକୂଳ ଓଡିଶାରେ ସମାବେଶ କରିବେ ଭୂପେଶ ବାଘେଲ । ଏଥି ସହ ଓଡିଶାରେ ପ୍ରଚାର ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ…