Daily Archives

January 30, 2019

ବିଜେପିର ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ! ପାୱାର ସୋ ଦେଖାଇଲେ ଧର୍ମେନ୍ଦ୍ର, ସ୍ୱାସ୍ଥ୍ୟସେବା, ଜଳସେଚନ,ଚିଟଫଣ୍ଡ,…

କନକ ବ୍ୟୁରୋ : ବିଜେପିର ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି । ଆଉ ଏହାସହ ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଜବାବ…

ଫେବୃୟାରୀ ଆରମ୍ଭରୁ ବିଜେଡିର ପ୍ଲାନ୍-ବି ! ଫୋକସରେ ଯୁବପିଢ଼ୀ, ରାଜ୍ୟବ୍ୟାପୀ ଯୁବ ସମାବେଶ କରିବେ ବିଜୁ ଯୁବବାହିନୀ ।

କନକ ବ୍ୟୁରୋ: ଫେବୃୟାରୀ ଆରମ୍ଭରୁ ବିଜେଡିର ମାରାଥନ୍ ପ୍ଲାନ୍ । ଆସନ୍ତା ୧ ତାରିଖରୁ ରାଜ୍ୟବ୍ୟାପୀ ବିଜୁ ଯୁବବାହିନୀର ଯୁବ ସମାବେଶ ଆୟୋଜିତ ହେବ । ସୂଚନା ମୁତାବକ ଆସନ୍ତା ଫେବୃୟାରୀ ୧ ତାରିଖରେ ସମ୍ବଲପୁର, ୫ ତାରିଖରେ କୋରାପୁଟ, ୧୦ ତାରିଖରେ କନ୍ଧମାଳ, ୧୩ ତାରିଖରେ ବାଲେଶ୍ୱର ଏବଂ ୧୭…

ବାରିପଦା ପାଇଁ ଭଣ୍ଡାର ଖୋଲିଦେଲେ ନବୀନ! ୧୫୦ କୋଟି ଟଙ୍କା ପ୍ରକଳ୍ପର କଲେ ଶିଳାନ୍ୟାସ

କନକ ବ୍ୟୁରୋ : ବାରିପଦାରେ ନବୀନଙ୍କ ଶକ୍ତି ପ୍ରଦର୍ଶନ । ମୋଦିଙ୍କୁ କାଉଣ୍ଟର କଲେ ନବୀନ । ମିଶନ ଶକ୍ତି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିସହ ବାରିପଦା ପାଇଁ କରିଛନ୍ତି ୪ଟି ବଡ ଘୋଷଣା । ମିଶନ ଶକ୍ତି ଯୋଜନାରେ ୨୦…

ବିଜେପିର ନିର୍ବାଚନୀ ଅସ୍ତ୍ର ଯୁବପିଢ଼ୀ । ଆସନ୍ତା ୭ରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ମିଶନ୍ !

କନକ ବ୍ୟୁରୋ: ଆସନ୍ତା ୭ରେ ବିଧାନସଭା ଘେରାଉ କରିବ ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ରୋଜଗାର ପ୍ରଦାନରେ ବିଫଳତା, ଓଡିଆ ଯୁବକ ଯୁବତୀମାନଙ୍କୁ ସ୍ୱରୋଜଗାର କରିବା ପ୍ରସଙ୍ଗ କରି ରାଜ୍ୟ ସରକାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୭ ତାରିଖରେ ବିଧାନସଭା ଘେରାଓ କରିବେ। ଏନେଇ…

ରହସ୍ୟମୟ ‘ସମନ୍’! ପାଇନାହାନ୍ତି ବୋଲି ମନାକଲେ ବିଜେଡି ଓ ବିଜେପି ନେତା, ଜାଣନ୍ତୁ କଣ କହିଲା କଂଗ୍ରେସ ?

କନକ ବ୍ୟୁରୋ : ସିବିଆଇ ସମନ ଓ ପୋଲିସର ସମନ, ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିଜେଡି ଓ ବିଜେପି ମଧ୍ୟରେ ଦୋଷ ଲଦାଲଦି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଦିନ ସିବିଆଇ ସମନକୁ ନେଇ ଯେତିକି ସନ୍ଦେହ ଉଠିଛି, ସେତିକି ସନ୍ଦେହ ଉଠିଛି ଅମିତ ଶାହା ଯିବା ପରେ ପରେ ବିଜେପି ନେତାଙ୍କ…

ଅବାଧ ନିର୍ବାଚନ ପାଇଁ ୨ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି ଦାବି କଲା ବିଜେପି ! ଉଭୟ ଅଫିସର୍ ରାଜ୍ୟ ସରକାରଙ୍କ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି । ଆଉ ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଦେଶବ୍ୟାପୀ ଏକ ନିର୍ବାଚନୀ ପରିବେଶ ସୃଷ୍ଟି ହୋଇଛି । ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ନିଜ ଗାଦି ବଞ୍ଚାଇବାକୁ ଚେଷ୍ଟା ଚଳାଇଥିବାବେଳେ କଂଗ୍ରେସ…