Daily Archives

January 30, 2019

ପୁରୀ ପାରା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ ।

କନକ ବ୍ୟୁରୋ: ପାରା ଓରଫ ସଂଜୟ ବେହେରା ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତଙ୍କୁ ବୁଧବାର ପୁଲିସ ଗିରଫ କରିଛି। ସୂଚନା ଅନୁସାରେ ଏହି ହତ୍ୟା ଘଟଣାରେ ପୁରୀ ପୁଲିସ ମୁଖ୍ୟ ଅଭିଯୁକ୍ତ, ଜଣେ ମହିଳା ଓ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ୨ଟି ପିସ୍ତଲ ଜବତ କରିଛି। ପୂର୍ବରୁ ଏହି…

ଆସନ୍ତା ୬ରେ ପୁଣି ଓଡିଶା ଆସିବେ କଂଗ୍ରେସ କମାଣ୍ଡର ରାହୁଲ ଗାନ୍ଧି । ଉପକୂଳ ପରେ ଏଥର ଫୋକସରେ ଭୁଷୁଡି ପଡିଥିବା…

କନକ ବ୍ୟୁରୋ : ଉପକୂଳ ଓଡିଶା ପରେ ଏବେ କଂଗ୍ରେସ ଫୋକସରେ ପଶ୍ଚିମ ଓଡିଶା । ଆଉ ଏଥିପାଇଁ ଆସନ୍ତା ୬ରେ ପୁଣିଥରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି । ଆସନ୍ତା ୬ରେ ପଶ୍ଚିମ ଓଡିଶାର ଭବାନୀପାଟଣା ଓ ରାଉରକେଲାରେ ଦୁଇଟି ସମାବେଶରେ ଯୋଗ ଦେବେ କଂଗ୍ରେସ…

ଷ୍ଟେଜ୍-ଗଣତନ୍ତ୍ର, ପ୍ଲଟ-ପଲିଟିକ୍ସ । ଅଭିନେତା-ଶାସକ ଓ ବିରୋଧୀ, ନିର୍ବାଚନ ନାଟକରେ ନୀତି ନୂଆ ଅଙ୍କ ।

କନକ ବ୍ୟୁରୋ: ଦିଲ୍ଲୀରୁ ପଲ୍ଲୀ ଏବେ ଚାରିଆଡ଼େ କେବଳ ଗୋଟିଏ ଶବ୍ଦ ଶୁଭୁଛି ନାଟକର ନାଁ ପଲିଟିକ୍ସ । ପାଣିପାଗ ବଦଳିଲା ଭଳି ରାଜନୀତିର ରଙ୍ଗ ମଧ୍ୟ ବଦଳିବାରେ ଲାଗିଛି । ଖଟିରେ ଚର୍ଚ୍ଚା ହେଉଛି ଯେ, ବିଭିନ୍ନ ଦଳର ଶୀର୍ଷ ନେତା ଏହି ନାଟକର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ଅନ୍ୟପଟେ ଏହି…

ପରମ ଧର୍ମ ସଂସଦର ବଡ ନିଷ୍ପତି ! ୨୧ ଫେବ୍ରୁଆରୀରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ

କନକ ବ୍ୟୁରୋ : ପରମ ଧର୍ମ ସଂସଦର ବଡ଼ ଫଇସଲା । ଫେବ୍ରୁଆରୀ ୨୧ ତାରିଖରେ ଆରମ୍ଭ ହେବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଡକା ଯାଇଥିବା ପରମ ଧର୍ମ ସଂସଦରେ ଏହି ନିଷ୍ପତି ନିଆଯାଇଛି । ଫେବ୍ରୁଆରୀ ୨୧ରେ ରାମ ମନ୍ଦିର ପାଇଁ ଆଧାର…

ଲଞ୍ଚ ହେଲା ହ୍ୱାଟ୍ସଆପର ନୂଆ ଫିଚର ! ଏଣିକି ୟୁଜର୍ସ ହ୍ୱାଟ୍ସଆପରେ ଦେଖିପାରିବେ ୟୁଟୁବ, ଫେସବୁକ ଏବଂ ଇଂଷ୍ଟାଗ୍ରାମର…

ଏଣିକି ହ୍ୱାଟ୍ସଆପରେ ବି ଦେଖି ହେବ ଆପଣ ଚାହୁଁଥିବା ପ୍ରତ୍ୟକଟି ଭିଡିଓ । ହ୍ୱାଟ୍ସଆପ ଏପରି ଏକ ଫିଚର ଲଞ୍ଚ କରୁଛି ଯାହା ମାଧ୍ୟମରେ ୟୁଜର୍ସ ୟୁଟୁବ ଏବଂ ଫେସବୁକର ସମସ୍ତ ଭିଡିଓ ହ୍ୱାଟ୍ସଆପରେ ଦେଖିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହାର ବ୍ୟବହାର କରିବେ । ସୂଚନା ଅନୁଯାୟୀ,…