Daily Archives

January 29, 2019

ନିର୍ବାଚନ ପୂର୍ବରୁ ଟିକେଟ ପାଇଁ ରାଲି, ଆଶାୟୀ ପ୍ରାର୍ଥୀ କରୁଛନ୍ତି ଶକ୍ତି ପ୍ରଦର୍ଶନ!

କନକ ବ୍ୟୁରୋ : ୨୦୧୯ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଶାୟୀ ପ୍ରାର୍ଥୀ ଆରମ୍ଭ କରିଦେଇଛନ୍ତି ଶକ୍ତି ପ୍ରଦର୍ଶନ । ସାଲେପୁରରେ ପ୍ରକାଶ ବେହେରା ଅମିତ ଶାହାଙ୍କୁ ଟକ୍କର ଦେଇ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବେଗୁନିଆରେ ପ୍ରଶାନ୍ତ ଜଗଦେବଙ୍କ ସମର୍ଥକ ଆୟୋଜନ କରିଛନ୍ତି ପ୍ରତିବାଦ ସଭା…

ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ । ବିଶ୍ୱବିଦ୍ୟାଳୟ ହେବ ଏଏସବିଏମ କଲେଜ ।

କନକ ବ୍ୟୁରୋ: ସଚିବାଳୟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୬ଟି ପ୍ରସ୍ତାବ ଉପରେ ବାଜିଛି ରାଜ୍ୟ କ୍ୟାବିନେଟ ମୋହର । କାଳିଆ ଯୋଜନାରେ ପରିବର୍ତନ କରାଯାଇଛି । ଏହି ଯୋଜନାରେ ୧ ଲକ୍ଷ…

ଅଯୋଧ୍ୟା ରାମଜନ୍ମ ଭୂମି ବିବାଦରେ ନୂଆ ମୋଡ: ଅଣବିବାଦୀୟ ଜମି ଫେରାଇ ଦେବାକୁ ସୁପ୍ରିମକୋର୍ଟରେ କେନ୍ଦ୍ରର ଆବେଦନ

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଆଗରୁ ଅଯୋଧ୍ୟା ରାମଜନ୍ମ ଭୂମି ବିବାଦ ନୂଆ ମୋଡ ନେଇଛି । ଏହି ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । ଅଣବିବାଦୀୟ ଜମିରେ ନିର୍ମାଣ ଉପରେ ଲାଗିଥିବା ରହିତାଦେଶ ହଟାଇବା ପାଇଁ ମୋଦି ସରକାର ଆବେଦନ କରିଛନ୍ତି । ରାମ…

ଶାହା ଫେରୁ ଫେରୁ ସିବିଆଇ ପଶିଲା । ନିର୍ବାଚନ ଆସିବାରୁ ସିବିଆଇକୁ ମନେପଡିଲା କି ଚିଟପଣ୍ଡ ତଦନ୍ତ କଥା ?

କନକ ବ୍ୟୁରୋ : ପୁଣି ଫେରିଲା ସିବିଆଇ । ଦୀର୍ଘଦିନର ଶୀଥିଳତା ପରେ ପୁଣିଥରେ ସିବିଆଇ ଆକ୍ଟିଭ ମୋଡକୁ ଆସିଛି । ତାହା ବି ପୁଣି ବିଜେପି ହାଇକମାଣ୍ଡଙ୍କ ଓଡିଶା ଗସ୍ତର କିଛି ଘଣ୍ଟା ମଧ୍ୟରେ । ସିବିଆଇ ବିଜେଡିର ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ନୋଟିସ ଜାରି କରି ରାଜନୈତିକ ତାତିକୁ…

ଶାହାଙ୍କ ଆକ୍ଷେପ ବିଜେଡିର ଜବାବ୍ ! ସବୁ କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛି କେନ୍ଦ୍ର, କୁଆଡ଼େ ଗଲା ଦେଢ଼…

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ବିଜେଡିର କଡ଼ା ଜବାବ । ମନୋବଳ ଦୁର୍ବଳଥିବା ରାଜ୍ୟ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ବୟାନ ଦେଇଛନ୍ତି ଅମିତ୍ ଶାହା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର । ରାଜ୍ୟବାସୀ ଭାବିଥିଲେ ଅମିତ୍ ଶାହାଙ୍କ…

ମୋଦି ନରମ, ଶାହା ଗରମ । ସାଲେପୁର ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଅମିତ ଶାହାଙ୍କ ଟାର୍ଗେଟ୍। କହିଲେ, ବିଜେପିକୁ ମୌକା…

କନକ ବ୍ୟୁରୋ: ମୋଦି ନରମ, ଶାହା ଗରମ । ସାଲେପୁର ସଭାମଂଚରୁ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆୟୁଷ୍ମାନ ଭାରତ ଓ ଡିଏମଏଫ୍ ପାଂଠିଠାରୁ ରତ୍ନଭଣ୍ଡାର ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଅମିତ ଶାହା । ରାହୁଲ ଗାନ୍ଧି ଓ କଂଗ୍ରେସକୁ ବି…