Daily Archives

January 28, 2019

ନୀତିନ ଗଡ଼କରୀଙ୍କ ବୟାନ ପରେ ତେଜିଲା ବିବାଦ ! ମୁହାଁମୁହିଁ ହେଲେ ବିଜେପି ଓ କଂଗ୍ରେସ ।

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ‘ସ୍ୱପ୍ନପୂରଣ’ ଉପାଖ୍ୟାନ  । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବୟାନ ପରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି  । ମହାରାଷ୍ଟ୍ରର ଏକ କାର୍ଯ୍ୟକ୍ରମରେ ଗଡକରୀ କହିଥିଲେ, ସ୍ୱପ୍ନ ଦେଖାଉଥିବା ଲୋକମାନେ ଭଲ ଲାଗନ୍ତି । କିନ୍ତୁ ଜନତାଙ୍କୁ…

ଛାତିଥରା ହତ୍ୟାକାଣ୍ଡ ଉପରୁ ହଟିଲା ପରଦା ! ଗୁଣି ଗାରେଡି ସନ୍ଦେହରେ ଶାବଳ ଭୁଷି ଗୋଟିଏ ପରିବାରର ୫ ଜଣଙ୍କୁ…

କନକ ବ୍ୟୁରୋ : ଅନ୍ଧବିଶ୍ୱାସରୁ ଗଣହତ୍ୟା । ସୁନ୍ଦରଗଡ କୋଇଡା ଗଣହତ୍ୟାର ସତ ସାମ୍ନାକୁ ଆସିଛି । ଗୁଣି କରିଥିବା ସନ୍ଦେହ କରି ଗୋଟିଏ ପରିବାରର ୫ ଜଣଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଘଟଣାରେ ପୋଲିସ, ଗୁଣିଆ ସମେତ ୬ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଛି । ଆଉ, ପୋଲିସ ଆଗରେ ସେଦିନର ସତ…

ନେତାଙ୍କ ସର୍ଜିକାଲ ଷ୍ଟ୍ରାଇକ ମୁଡ! ସମୟ କମ, ଟାର୍ଗେଟ ଅଧିକ ।

କନକ ବ୍ୟୁରୋ:ହାଓ ଇଜ୍ ଦ ଜୋଶ । ହାଇ ସାର୍ । ଉରି ଫିଲ୍ମର ଏହି ଡାଇଲଗ ଏବେ ପ୍ରତି ଦେଶବାସୀଙ୍କ ମୁହଁରେ । କୌଣସି ମିଶନକୁ ଯିବା ପୂର୍ବରୁ କମାଣ୍ଡର ଏଭଳି କହି ସୈନିକ ମାନଙ୍କ ମଧ୍ୟରେ ଜୋଶ ଭରିଥାନ୍ତି । ଆଉ ସୈନିକ ମାନଙ୍କ ଏହି ଜୋଶ ହିଁ ମିଶନକୁ ସଫଳ କରିଥାଏ । ତେବେ ଏହି ଡାଇଲଗ ଅଧିକାଂଶ…

ମାତ୍ର ଏକହଜାର ଟଙ୍କା ଖର୍ଚ୍ଚ କରି ପୂରଣ କରନ୍ତୁ ଏହି ଫର୍ମ ! ଘରର ବୟସ୍କଙ୍କୁ ପ୍ରତିମାସରେ ମିଳିବ ୧୦,୦୦୦ ଟଙ୍କା । 

ଯଦି ଆପଣ ୨୦୧୯ ମସିହାରେ ଟଙ୍କା ଇନଭେଷ୍ଟ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ପୋଷ୍ଟ୍ ଅଫିସର ଏହି ସ୍କିମ୍ ଖୁବ୍ ଲାଭଦାୟକ ହେବ । ପୋଷ୍ଟ୍ ଅଫିସରେ ଏଭଳି ଅନେକ ସ୍କିମ୍ ଚାଲିଛି ଯେଉଁଥିରେ ଆପଣ ସର୍ବନିମ୍ନ ଏବଂ ସର୍ବୋଚ୍ଚ ଟଙ୍କା ଦେଇ ଭବିଷ୍ୟତ ପାଇଁ ଟଙ୍କା ଜମା କରିପାରିବେ । ଖାସ୍…

କାଲି କଟକରେ କ’ଣ କହିବେ ଅମିତ ଶାହା ? ଲଢେଇ ପାଇଁ ଦଳୀୟ ନେତାଙ୍କୁ ମନ୍ତ୍ର ଦେଲାବେଳେ ଶାହା ନରମ ହେବେ କି ଗରମ, ତା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତ ପରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏଥର ଶାହାଙ୍କ ଫୋକସରେ ରହିଛି ଉପକୂଳ ଓଡ଼ିିଶା । ଅବିଭକ୍ତ କଟକ ଜିଲ୍ଲାର ୪ଟି ସଂସଦୀୟ କ୍ଷେତ୍ରର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର…

ଆଇନ୍ ଜାଲରେ ଫସିଲେ କଂଗ୍ରେସର ଏହି ମନ୍ତ୍ରୀ ! ସଭାରେ ସମସ୍ତଙ୍କ ସାମ୍ନାରେ ଟାଣିଲେ ମହିଳାଙ୍କ ଓଢଣୀ,ଦେଖନ୍ତୁ ଭିଡିଓ

ଏକ ସଭାରେ ମହିଳାଙ୍କ ଓଢଣୀ ଟାଣିଦେବା ଭଳି ଘଟଣାରେ କର୍ଣ୍ଣାଟକର ପୂର୍ବତମ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଇନ୍ ଜାଲରେ ଫସିଯାଇଛନ୍ତି । ରାଷ୍ଟ୍ରୀୟ ମହିଳା ଆୟୋଗ କର୍ଣ୍ଣାଟକର ଡିଜିପିଙ୍କୁ ଏହି ମାମଲାରେ ଚିଠି ଲେଖିଛନ୍ତି ଏବଂ ପ୍ରଶ୍ନ ପଚାରିଛନ୍ତି ଯେ ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଉଛି ।…