Daily Archives

January 27, 2019

ମସଲା ବିକ୍ରି କରି ଦେଶବାସୀଙ୍କ ମନ ଜିଣିଥିଲେ, ୯୫ ବର୍ଷ ବୟସରେ ମିଳିଲା ପଦ୍ମଭୂଷଣ ସମ୍ମାନ! ଜାଣନ୍ତୁ ଏମଡିଏଚ୍…

ପ୍ରସିଦ୍ଧ ଏମଡିଏଚ୍ ମସଲା କମ୍ପାନିର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କୁ ଗଣତନ୍ତ୍ର ଦିବସ ଅବସରରେ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଟ୍ରେଡ ଓ ଇଣ୍ଡଷ୍ଟ୍ରୀ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିବାରୁ ଧର୍ମପାଲ ଗୁଲାଟିଙ୍କୁ ପଦ୍ମଭୂଷଣ ପୁରସ୍କାର ଦିଆଯାଇଛି । ତେବେ ଭାରତର ଘରେ…

ଆସନ୍ତା ୨୯ ଓ ୩ରେ ଓଡିଶା ଆସିବେ ଅମିତ ଶାହା ! ସେପଟେ ରାହୁଲଙ୍କୁ ରାଜ୍ୟ ବିଜେପି ପ୍ରଭାରୀଙ୍କ କଟାକ୍ଷ, କହିଲେ ମିଛୁଆ…

କନକ ବ୍ୟୁରୋ : ବିଜେପି ଫୋକସରେ ଓଡିଶା । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଦଳଗୁଡିକ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଉଛି । ବିଶେଷ କରି ଓଡିଶା ରାଜନୀତିରେ କେନ୍ଦ୍ରୀୟ ନେତାଙ୍କ ଭୂମିକା ବଢୁଛି । ଗତ କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଥର ଓଡିଶା…

ବିଜେପିରେ ସାମିଲ ହେଲେ ବଲିଉଡ ଅଭିନେତ୍ରୀ ଇଶା କୋପିକର ! ନୀତିନ ଗଡକରୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ନେତମାନେ ଦଳବଦଳ କରୁଥିବା ଦେଖା ଯାଉଛି । ପ୍ରାୟ ପ୍ରତି ଦଳରେ ପୁରୁଣା ନେତା ବାହାରୁଥିବା ବେଳେ କିଛି ନୂଆ ମୁହଁ ରାଜନୀତିରେ ସାମିଲ ହେଉଥିବା ଦେଖା ଯାଉଛି । କିଛି ଦିନ ତଳେ କଂଗ୍ରେସ ସକ୍ରିୟ ରାଜନୀତକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଣି ସମସ୍ତଙ୍କୁ…

ଓଡିଶାରେ ପହଞ୍ଚିଲା ସହିଦ ଓଡିଆ ଯବାନ ହେମନ୍ତଙ୍କ ମରଶରୀର ! ସେପଟେ ଜନ୍ମମାଟି ବେଗୁନିଆରେ ଶୋକର ଛାୟା ।

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲା ସହିଦ ଓଡିଆ ଯବାନ ହେମନ୍ତଙ୍କ ମରଶରୀର । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ହେମନ୍ତ ପଣ୍ଡାଙ୍କ ପାର୍ଥିବ ଶରୀରକୁ ଜମ୍ମୁ କାଶ୍ମୀରରୁ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଇଛି । ଏହାପରେ ହେମନ୍ତଙ୍କ ମରଶରୀରକୁ ଶୋଭାଯାତ୍ରାରେ ଜନ୍ମମାଟି ବେଗୁନିଆର…

୨୦୧୯ ପାଇଁ ବଳ କଷାକଷି ! ଆଗାମୀ ନିର୍ବାଚନରେ ଓଡିଶାରେ ପ୍ରାର୍ଥୀ ଦେବ ତୃଣମୂଳ କଂଗ୍ରେସ ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ରାଜନୈତିକ ଅଙ୍କକଷା । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ପରିଲକ୍ଷିତ ହେଉଛି । ବିଶେଷ କରି ଯଦି ଓଡିଶା ରାଜନୀତି ଉପରେ ନଜର ପକାଇବା, ତେବେ ବିଜେଡି, ବିଜେପି ଏବଂ କଂଗ୍ରେସ…