Daily Archives

January 26, 2019

ଏପଟେ ଚାଲିଥିଲା ଗଣତନ୍ତ୍ର ଉତ୍ସବ, ସେପଟେ ଦେଶ ପାଇଁ ସହିଦ ହୋଇଗଲେ ବୀର ଓଡ଼ିଆ ପୁଅ ହେମନ୍ତ ।

କନକ ବ୍ୟୁରୋ: ସାରା ଦେଶ ଗଣତନ୍ତ୍ରର ଉତ୍ସବରେ ଉତ୍ସାହିତ ଥିବା ବେଳେ ସୀମାରୁ ଆସିଛି ଯବାନଙ୍କ ବଳିଦାନର ଖବର । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଓଡ଼ିଆ ଯବାନ । ଜାମ୍ମୁ-କାଶ୍ମରୀର ବାରାମୁଲା ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଛନ୍ତି ଖୋର୍ଦ୍ଧା ବେଗୁନିଆ…

ଗାନ୍ଧୀମୟ ହେଲା ଗଣତନ୍ତ୍ର ଦିବସ ! ୨୨ଟି ପ୍ରଜ୍ଞାପନ ମେଢ଼ରେ ବାପୁଙ୍କ ଜୀବନ କାହାଣୀ ଓ ସ୍ୱାଧୀନତା ସଂଗ୍ରାମର କଥା, ଦେଶ…

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଦମ୍ ଦେଖାଇଛି ସେନା  । ସେପଟେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ପ୍ରଜ୍ଞାପନ ମେଢ଼ ଗୁଡ଼ିକରେ ଦେଖିବାକୁ ମିଳିଛି  । ବାପୁଙ୍କ ମୌଳିକ ଆଦର୍ଶ, ସ୍ୱାଧୀନତା ସଂଗ୍ରାମର କଥା ଅଧିକାଂଶ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ସାଜିଛି  । ଅଧିକାଂଶ ରାଜ୍ୟ ନିଜ…

ମୋଦି-ଗୀତା ମେହେଟ୍ଟାଙ୍କ ସେହି ୯୦ ମିନିଟର ଆଲୋଚନା ! ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା

କନକ ବ୍ୟୁରୋ : ପଦ୍ମ ପୁରସ୍କାରକୁ ଗୀତା ମେହେଟା ଅଗ୍ରାହ୍ୟ କରିବା ଖବର ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ହେଲେ ଏ ସଂପର୍କରେ ଏନଡିଟିଭି ପକ୍ଷରୁ ଏପରି ଏକ ଖବର ପ୍ରକାଶ ପାଇଛି ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି ଦିନ ତଳେ ଗୀତା…

ବିଶ୍ୱ ଦେଖିଲା ଭାରତର ଶକ୍ତି ! ଦମ୍ ଦେଖାଇଲେ ଯବାନ୍, ରାଜପଥରେ ସେନାର ଶକ୍ତି ପ୍ରଦର୍ଶନ ।

କନକ ବ୍ୟୁରୋ : ଦେଶ ଆଜି ପାଳିଛି ୭୦ ତମ ଗଣତନ୍ତ୍ର ଦିବସ । ୧୯୪୭ରେ ଦେଶ ସ୍ୱାଧୀନ ହୋଇ ଥିଲା କିନ୍ତୁ ୧୯୫୦ ମସିହାରେ ଦେଶ ପାଇଥିଲା ନୂଆ ସମ୍ବିଧାନ  । ଆଉ ଆଜି ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତ କରିଥିଲା ନିଜ ଶକ୍ତି ପ୍ରଦର୍ଶନ  । ଲଢୁଆ ବିମାନ ସମେତ ଆକାଶ ଓ ବ୍ରହ୍ମୋସ୍…

ଦେଶର ସର୍ବୋଚ୍ଚ ସମ୍ମାନକୁ ନେଇ ଉଠିଲା ପ୍ରଶ୍ନ! ରାଜନୀତିର ଗନ୍ଧ ବାରିଲେ କିଛି ବର୍ଗର ଲୋକ, ଜାଣନ୍ତୁ ଭାରତ ରତ୍ନର…

କନକ ବ୍ୟୁରୋ : ଗୋଟିଏ ପଟେ ନିର୍ବାଚନ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ଗୀତା ମେହେଟ୍ଟା ମନା କରିଦେଇଥିବା ବେଳେ ଆଉଗୋଟେ ପଟେ ଭାରତ ରତ୍ନ ପୁରସ୍କାରକୁ ନେଇ ଉଠିଛି ପ୍ରଶ୍ନ । ବିଶେଷ କରି ପୂର୍ବତନ ରାଷ୍ଟ୍ରପତି ପ୍ରବଣ ମୁର୍ଖାଜୀ ଏବଂ ସଂଗୀତକାର ଭୁପେନ ହଜାରିକାଙ୍କୁ ଦେଶର…

ତ୍ରିରଙ୍ଗା ସହ ଫଟୋ ଉଠାଇ ଫେସବୁକରେ ଛାଡିବା ଦେଶଭକ୍ତି ନୁହଁ ବରଂ ଏହାର ସମ୍ନାନ କରିବାରେ ରହିଛି ଅସଲି ଦେଶଭକ୍ତି !…

୨୬ ଜାନୁଆରୀ କିମ୍ବା ୧୫ ଅଗଷ୍ଟ ଆସିବାବେଳେ ଲୋକମାନେ ଦୋକାନକୁ ଯାଇ ଦୋକାନୀକୁ ୧୦ ଟଙ୍କା ବଢାଇ ଗୋଟିଏ ଚାଇନିଜ୍ ତ୍ରିରଙ୍ଗା ପତାକା କିଣିଆଣନ୍ତି । ଏହାପରେ ଗୋଟିଏ ଫଟୋ ଉଠାଇ ଦେଶଭକ୍ତି ନାଁରେ ଲମ୍ବାଚଉଡା ଲେଖାଲେଖି ଫେସବୁକ୍ ରେ ପୋଷ୍ଟ୍ ସେୟାର୍ କରିଦିଅନ୍ତି । କିନ୍ତୁ ଏହାର କିଛି ସମୟରେ…