Daily Archives

January 25, 2019

ଏଥର ୯୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ, ଜାଣନ୍ତୁ ତାଲିକାରେ ଓଡିଶାରୁ କିଏ ।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ପଦ୍ମଶ୍ରୀ ସମ୍ମାନ ଘୋଷଣା ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥର ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ୮୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବେ। ଓଡ଼ିଶାରୁ ଏହି ତାଲିକାରେ ୩ଜଣଙ୍କୁ ସାମିଲ କରାଯାଇଛି।…

କୁମ୍ଭମେଳାରେ ମରିସସ୍ ପ୍ରଧାନମନ୍ତ୍ରୀ ! ପ୍ରୟାଗରାଜରେ ପକାଇଲେ ବୁଡ୍ ।

ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଗତକାଲି ପ୍ରୟାଗରାଜ କୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରି ଭଗବାନ ହନୁମାନଙ୍କର ପୂଜାର୍ଚ୍ଚନା କରିଥିଲେ  । କୁମ୍ଭରେ ନବନିର୍ମିତ ସମନ୍ୱିତ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିବା ପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଧାନମନ୍ତ୍ରୀ…

ସାଧାରଣତନ୍ତ୍ର ଦିବସରେ ଆତଙ୍କୀ ହମଲା ଯୋଜନା ପଣ୍ଡ ! ୨ ଆତଙ୍କୀଙ୍କୁ ଧରିଲା ପୁଲିସ, ଦିଲ୍ଲୀ ସମେତ ଦେଶର ବିଭିନ୍ନ…

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ । ଦିଲ୍ଲୀ ପୁଲିସ ଜୈଶ ଇ ମହମ୍ମଦର ୨ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିବା ପରେ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛି ।…

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନୂଆ ବେଂଚ ଗଠିତ ! ପ୍ରଧାନବିଚାରପତିଙ୍କ ସମେତ ସାମ୍ବିଧାନିକ ଖଣ୍ଡପୀଠରେ ଅଛନ୍ତି…

କନକ ବ୍ୟୁରୋ : ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି । ନୂଆ ବେଂଚରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ସହ ୫ ଜଣ ବିଚାରପତି ରହିଛନ୍ତି । ବିବାଦିତ ଅଯୋଧ୍ୟା ଜମି ମାମଲାର ଶୁଣାଣି ଏବେ ୫ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ କରିବେ । ଖଣ୍ଡପୀଠରେ ଜଷ୍ଟିସ…

ପ୍ରଣବ, ନାନାଜୀ ଓ ଭୂପେନ ପାଇବେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ।

କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇବେ ଭାରତର ୩ ବିଶିଷ୍ଟ ବ୍ୟକ୍ତି । ଏହି ତାଲିକାରେ ଅଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକା ଏବଂ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ । ଏନେଇ ମହାମହିମ…