Daily Archives

January 24, 2019

ଝାରସୁଗୁଡ଼ାରୁ କେନ୍ଦ୍ରକୁ କଟାକ୍ଷ କଲେ ନବୀନ ! କହିଲେ, ଉଦଘାଟନ ହେଲା ବିମାନବନ୍ଦର ହେଲେ ଉଡ଼ିଲାନି ବିମାନ ।

କନକ ବ୍ୟୁରୋ: ଝାରସୁଗୁଡ଼ା ଅମଲିପାଲ୍ଲୀ ଜନସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନକୁ କଟାକ୍ଷ କରି କେନ୍ଦ୍ର ଉପରେ ନିଶାନା କରିଛନ୍ତି ନବୀନ, ଆଉ କହିଛନ୍ତି, ବିମାନବନ୍ଦର ଉଦଘାଟନ ହେଲା ସତ, କିନ୍ତୁ ବିମାନ ଉଡିଲା ନାହିଁ । ଝାରସୁଗୁଡ଼ାକୁ…

ରାହୁଲ ଆସିବେ କଣ କହିବେ? ଚୁପ ରହିବେ ନା ନବୀନଙ୍କ ଉପରେ ବର୍ଷିବେ ।

କନକ ବ୍ୟୁରୋ : ଆସନ୍ତାକାଲି ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ରାଶି ବଣ୍ଟନ ହେଉଥିବା ବେଳେ ଭୁବନେଶ୍ୱରରେ ସମାବେଶ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କାଲି ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ…

ଓଡ଼ିଶାକୁ ପ୍ରଚାରରେ ଆସିପାରନ୍ତି ପ୍ରିୟଙ୍କା? ପ୍ରଭାରୀ ଜିତେନ୍ଦ୍ର ସିଂ କହିଲେ, ଓଡ଼ିଶା ଆସିବାକୁ କରିବେ ଅନୁରୋଧ

କନକ ବ୍ୟୁରୋ: ଜାତୀୟ ସ୍ତରର ଦଳ ଓ ନେତାଙ୍କ ଫୋକସରେ ଓଡ଼ିଶା । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ପରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ଭୁବନେଶ୍ୱର ସମାବେଶ ପରେ ଦକ୍ଷିଣ, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ବଡଧରଣ ସମାବେଶ କରିବ କଂଗ୍ରେସ । ଆଉ ଏହି ସମାବେଶରେ ଯୋଗ…

ଆସିଲା ମୁଡ ଅଫ୍ ଦି ନେସନ ସର୍ଭେ ରିପୋର୍ଟ !  ସହଜ ହେବନି ୨୦୧୯ ନିର୍ବାଚନ । ଏନଡିଏକୁ ୯୯ ସିଟ୍ ଘାଟା, ୟୁପିଏକୁ ୧୦୬ଟି…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ବାଜିପାରେ ବିଗୁଲ । ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ଜାତୀୟ ଓ ଆଞ୍ଚଳିକ ଦଳ ନିଜ ପାଇଁ ଶକ୍ତି ସଞ୍ଚୟ କରିବାରେ ଲାଗି ପଡିଛନ୍ତି । ଖାସକରି ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ଛୋଟ ଛୋଟ ଦଳ ସହ ମେଣ୍ଟ କରି ଦିଲ୍ଲୀ…

ମହଙ୍ଗା ହୋଇପାରେ ଇନକମିଂ କଲ ! ରିସିଭ୍ କରିବା ପାଇଁ ପ୍ରତିମାସ ଦେବାକୁ ହେବ ୭୫ ଟଙ୍କା

ଟେଲିକମ ଜଗତରେ ଶେଷ ହେବାକୁ ଯାଉଛି ଲଙ୍ଗ ଟର୍ମ ଭ୍ୟାଲିଡିଟିର ଯୁଗ । ଦିନ ଥିଲା କଂପାନୀମାନେ ଗ୍ରାହକଙ୍କୁ ନିଜ ନିଜ ନେଟୱର୍କରେ ଯୋଡି ରଖିବା ପାଇଁ ଲାଇଫ ଟାଇମ୍ ରିଚାର୍ଜ ପ୍ଲାନ ଭଳି ଅନେକ ଆକର୍ଷଣୀୟ ଅଫରମାନ ଭେଟି ଦେଉଥିଲେ । କିନ୍ତୁ ବର୍ତ୍ତମାନ ଆପଣଙ୍କ ମୋବାଇଲରେ ଯେତେ ଟଙ୍କା ବି…

କାଲିଠୁ ବଣ୍ଟାହେବ ‘କାଳିଆ’ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା ରାଶି

କନକ ବ୍ୟୁରୋ: ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ଏହି ଯୋଜନାରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ…