Daily Archives

January 23, 2019

ପଶ୍ଚିମ ଓଡିଶାର ୩୦ ଆସନ ଉପରେ ବିଜେଡିର ନଜର! ଝାରସୁଗୁଡାରେ ମିଶ୍ରଣ ପରେ ବଲାଙ୍ଗୀରରେ ନବୀନ ଯୁବକଙ୍କୁ ଦେବେ ମନ୍ତ୍ର

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ନବୀନଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶା । ଖାସକରି କଂଗ୍ରେସର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ଏଥର ଶଙ୍ଖନାଦ କରିବାକୁ ଫୁଲ ଦମରେ ଲାଗିଛି ବିଜେଡି । ପଶ୍ଚିମ ଓଡିଶାରେ ଯେପରି ବିଜେଡି କ୍ଲିନ ସ୍ୱିପ କରିପ ସେଥିପାଇଁ ଏବେଠୁ…

ସ୍ୱାମୀଙ୍କୁ ଫେରାଇ ଆଣିବାକୁ ସ୍ତ୍ରୀର ସାଂଘାତିକ ପଦକ୍ଷେପ! ଅସୁସ୍ଥ ଶାଶୂ ଶ୍ୱଶୁରଙ୍କୁ ଘରେ ବନ୍ଧକ ରଖିଲେ ବୋହୂ

କନକ ବ୍ୟୁରୋ : ସ୍ୱାମୀ ପାଇଁ ବନ୍ଧକ ହେଲେ ଶାଶୁ ଶ୍ୱଶୁର । ଏପରି ଅଭାବନୀୟ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲା ରଣପୁର ଥାନା ଡିହଗାଁରେ । ମାମଲା ହାଇକୋର୍ଟରେ ପହଂଚିବାପରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୋଲିସ ଶାଶୁ ଶ୍ୱଶୁରଙ୍କୁ ଉଦ୍ଧାର କରିଛି । ଏବେ ରଣପୁର ହସ୍ପିଟାଲରେ ସେମାନଙ୍କ…

ଜେଟଲି ଅସୁସ୍ଥ, ପୁଣି ଫେରିଲେ ପୀୟୁଷ! ରେଳ ବିଭାଗ ସହ ମିଳିଲା ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

କନକ ବ୍ୟୁରୋ : କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମିଳିଲା ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ପୀୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଉ ଏହାସହ ଆଗାମୀ ବଜେଟ ଅଧିବେଶନରେ ବଜେଟ ଉପସ୍ଥାପନା…

ବେଗୁନିଆ ବିଧାୟକଙ୍କ ପାଇଁ ଥାନାରେ ଲଙ୍କାକାଣ୍ଡ! ଉତ୍ୟକ୍ତ ଲୋକ ଭାଙ୍ଗିଲେ ଥାନା

କନକ ବ୍ୟୁରୋ : ବିଧାୟକଙ୍କ ବିରୋଧରେ ତେଜିଲା ଜନଅସନ୍ତୋଷ । ବେଗୁନିଆ ବିଧାୟକ ଓ ପୋଲିସ ମଧ୍ୟରେ ଥିବା ସଲାସୁତୁରା ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଉତ୍ୟକ୍ତ ଲୋକେ ବେଗୁନିଆ ଥାନା ଘେରାଉ କରିବା ସହ ଘଟାଇଛନ୍ତି ଲଙ୍କାକାଣ୍ଡ ।…

ଆଇପିଏଲ୍ ଉପରେ ବଚ୍ଚନ ଫ୍ୟାମିଲିର ନଜର ! କିଣି ପାରନ୍ତି ରାଜସ୍ଥାନ ରୟାଲ୍ସ ଟିମର ମାଲିକାନା, ସାଧାରଣରେ ଉତ୍କଣ୍ଠା  ।

କନକ ବ୍ୟୁରୋ : କବାଡ଼ି ଓ ଫୁଟବଲ ପରେ ଆଗକୁ ଆଇପିଏଲ୍ ଉପରେ ବଚ୍ଚନ ଫ୍ୟାମିଲିର ନଜର  । ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ଯେକୌଣସି ଦଳ କିଣିବାକୁ ବଚ୍ଚନ ପରିବାର ଚିନ୍ତା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି  । କୁହା ଯାଉଛି ଏନେଇ ଚେନ୍ନାଇ ସୁପରକିଙ୍ଗସ୍ ସହ…

୨୦୧୯ ପାଇଁ ବିଜେଡିର ସୋସିଆଲ ମିଡିଆ ଅସ୍ତ୍ର! ଆରମ୍ଭ ହେଲା ନବୀନଙ୍କ ସହ ସେଲଫି କାର୍ଯ୍ୟକ୍ରମ, ଜାଣନ୍ତୁ କିଭଳି…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲଫି ନେବା ପାଇଁ ନୂଆ ଆପ୍ ଆଣିଛି ଦଳର ଆଇଟି ୱିଙ୍ଗ୍ସ୍ । ଏହା ସହ ମୋ ନବୀନ ମୋ ଘରେ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଟି ସେଲର କର୍ମକର୍ତା ପ୍ରତି ଘରେ ବୁଲିବେ ବୋଲି…