Daily Archives

January 22, 2019

ପୁଣି ବିଗିଡ଼ିଲା ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ! ମମତାଙ୍କ ଗଡ଼ରେ ସମାବେଶ କରୁଥିବାବେଳେ ହେଲେ ଅସୁସ୍ଥ, ଚିକିତ୍ସା ପାଇଁ…

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଯାଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଦିଲ୍ଲୀପଙ୍କ କହିବା ମୁତାବକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନିଜର ଖରାପ ସ୍ଵାସ୍ଥ୍ୟବସ୍ଥା…

କନ୍ଧମାଳରେ ଘାଟି ଉପରୁ ଗଳିପଡ଼ିଲା ମିନି ବସ୍, ୧୦ ମୃତ ! ଦୁଇ ଦିନରେ ଗଲାଣି ୧୯ ଜୀବନ, ସେପଟେ ସାମ୍ନାକୁ ଆସିଲା…

କନକ ବ୍ୟୁରୋ : କନ୍ଧମାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଆଜି ୧୦ ଜଣ ପ୍ରାଣ ହରାଇଛନ୍ତି । ଏବେବି ମେଡିକାଲରେ ୨୦ଜଣ ଆହତଙ୍କ ଚିକିତ୍ସା ଚାଲିଛି । ୭୦ରୁ ୮୦ ଜଣ ବସିଥିବା ମିନିଟ୍ରକଟି ଭାରସାମ୍ୟ ହରାଇ ଘାଟି ଉପରୁ ଖସିପଡିଥିବା ବେଳେ ମଦ ପିଇ ଡ୍ରାଇଭର ଗାଡି ଚଲାଉଥିବାରୁ ଏତେ ବଡ ଦୁର୍ଘଟଣା…

ନାରୀ ସଂଘର୍ଷର ନିଆରା କାହାଣୀ, ଚର୍ଚ୍ଚାରେ ରାଜଧାନୀର ରାଧେ ମା ! ଗଳିକନ୍ଦିରେ ଅଟୋ ଚଳାଇ ପେଟ ପୋଶୁଛନ୍ତି କେନ୍ଦୁଝରର…

କନକ ବ୍ୟୁରୋ : ଚର୍ଚ୍ଚାରେ ରାଜଧାନୀର ରାଧେ ମା । ଜଣେ ଝିଅ ହୋଇ ବି ଜୀବନ ସଂଘର୍ଷରେ ହାରି ନାହାନ୍ତି ରାଧେ ମା ଓରଫ ସନ୍ତୋଷୀ ଦେଓ । ଭୁବନେଶ୍ୱରର ଗଳିକନ୍ଦିରେ ଅଟୋ ଚଳାଇ ପେଟ ପୋଷନ୍ତି । ତେବେ ଏଥିପାଇଁ ତାଙ୍କ ରାସ୍ତାରେ ଅନେକ ପ୍ରତିବନ୍ଧକ । ହେଲେ ଏହାକୁ ଖାତିର ନକରି ଆଗକୁ ଆଗକୁ ମାଡି…

ମୋଦିଙ୍କ ମେଗା ସୋ’ ଓ ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ ଦମ୍ଭୋକ୍ତି ଦେଖାଇଲେ ନବୀନ ! କହିଲେ, ୧୯ ନିର୍ବାଚନରେ ଖୁବ୍ ଭଲ…

କନକ ବ୍ୟୁରୋ : ମୋଦିଙ୍କ ମାରାଥନ୍ ଓଡିଶା ଗସ୍ତ ଓ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ ପୂର୍ବରୁ ୨୦୧୯ ନିର୍ବାଚନ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଖୁବ୍ ଭଲ ପ୍ରଦର୍ଶନ କରିବ ବିଜେଡି । ସେପଟେ ପିସିସି ସଭାପତି…

‘କାଳିଆ’ ପାଇଁ ଅର୍ଥ ବରାଦ ବିବାଦ ! ତଥ୍ୟ ସହ ବିଜେଡ଼ି କହିଲା ସାମ୍ବିଧାନିକ ନିୟମ ଅନୁସାରେ ଖର୍ଚ୍ଚ ହେଉଛି ଅର୍ଥ ।

କନକ ବ୍ୟୁରୋ: ‘କାଳିଆ’ ଯୋଜନା ପାଇଁ ଶାସକ ବିରୋଧୀ ମଧ୍ୟରେ କଳି ଲାଗି ରହିଥିବାବେଳେ ବିଜେଡି ରଖିଛି ଉତ୍ତର । କାଳିଆ ଯୋଜନା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡ଼ିର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ‘କାଳିଆ’ ଯୋଜନା ରହିଛି । ଆଉ ଏହି…

ବେବୋଙ୍କ ପରେ ଏବେ ଭାଇଜାନ୍ ଙ୍କ ପାଳି ! କରୀନାଙ୍କ ପରେ ଏବେ ସଲମାନଙ୍କୁ ଏହି ଲୋକସଭା ସିଟ୍ ରେ ନିର୍ବାଚନ ପାଇଁ ଆଣିବା…

ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ବଲିଉଡ୍ ଅଭିନେତ୍ରୀ କରିନା କପୁରଙ୍କ ପରେ ଏବେ ଇନ୍ଦୋରରୁ କଂଗ୍ରେସ ପାଇଁ ବଲିଉଡର ଦବଙ୍ଗ ବୋଲାଉଥିବା ଅଭିନେତା ସଲମାନ୍ ଖାନ୍ ନିର୍ବାଚନକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । କଂଗ୍ରେସ ପ୍ରଦେଶ ସଚିବ ରାକେଶ ଯାଦବ ବୟାନ ଦେଇଥିଲେ ଯେ ସଲମାନଙ୍କ ନାଁରେ…