Daily Archives

January 21, 2019

ବିଜେପିର ଚୁଡ଼ି ପିନ୍ଧା ଅଭିଯାନକୁ ବିଜେଡ଼ିର ସମାଲୋଚନା । ଚୁଡ଼ିକୁ ନାରୀର ଦୁର୍ବଳତାର ପ୍ରତୀକ କରି ରାଜନୀତି କରୁଛି…

କନକ ବ୍ୟୁରୋ: ବିଜେପିର ଚୁଡିପିନ୍ଧା ଅଭିଯାନକୁ ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର କସ୍ତୁରୀ ମହାପାତ୍ର କହିଛନ୍ତି ଯେ, କ’ଣ ଚୁଡ଼ି ଗୋଟେ ନାରୀର ଦୁର୍ବଳତାର ପ୍ରତୀକ କି? କାହିଁକି ବିଜେପି ମହିଳା ମୋର୍ଚ୍ଚା ଚୁଡ଼ିକୁ ଦୁର୍ବଳତାର ପ୍ରତୀକ କରି ରାଜନୀତି କରୁଛି ବୋଲି ପ୍ରଶ୍ନ…

ଅକ୍ସଫାମ୍ ରିପୋର୍ଟରେ ଆସିଲା ଆଖି ଖୋଲିଦେଲା ଭଳି ତଥ୍ୟ! ଦେଶର ୯ ଜଣ ଧନୀଙ୍କ ପାଖରେ ଅଛି ୫୦ ପ୍ରତିଶତ ଲୋକଙ୍କର ସମ୍ପତି

କନକ ବ୍ୟୁରୋ : ଧନୀଙ୍କ ଧନ ଯେଉଁ ପରିମାଣରେ ବଢ଼ୁଛି, ସେହି ପରିମାଣରେ ଗରିବଙ୍କ ହାତକୁ ଆସୁନି ଟଙ୍କା । ଭାରତରେ ଧନୀ-ଗରିବ ତାରତମ୍ୟ ନେଇ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ରଖିଛି ‘ଅକ୍ସଫାମ’ । ଏହି ରିପୋର୍ଟ ଅନୁସାରେ ଦେଶର ସବୁଠାରୁ ଅଧିକ, ୧ ପ୍ରତିଶତ ଧନୀଙ୍କ ସମ୍ପତ୍ତି ଗତବର୍ଷ ୩୯ ପ୍ରତିଶତ…

ବିଜେପି ଏଜେଣ୍ଡାରେ ନାହିଁ ଇତିଶ୍ରୀ ପ୍ରସଙ୍ଗ! ଜୟରାମ ପାଙ୍ଗୀଙ୍କ ପାଇଁ ଇତିଶ୍ରୀଙ୍କୁ ଇତିହାସ କରିଦେଲା କି ବିଜେପି? 

କନକ ବ୍ୟୁରୋ : ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବା ଅଭିଯୋଗ ଆଣି ଆଜି ବିଜେପି କାର୍ଯ୍ୟାଳୟରୁ ନବୀନ ନିବାସ ଅଭିମୁଖେ ନାଲି ଚୁଡ଼ି ଧରି ବାହାରିଥିଲେ ହଜାର ହଜାର ମହିଳା ମୋର୍ଚ୍ଚାର କର୍ମୀ । ଏହି ଆନ୍ଦୋଳନ ମାଧ୍ୟମରେ ମହିଳା ମାନଙ୍କ ପ୍ରତି ରାଜ୍ୟରେ ହେଉଥିବା ଅତ୍ୟାଚାର ବିରୋଧରେ…

ବିବାହ ଉତ୍ସବରେ ରକ୍ତଦାନ ଶିବିର ଆୟୋଜନ କଲେ ନବଦମ୍ପତି ! ଉପହାର ବଦଳରେ ରକ୍ତ ଦେଲେ ଅତିଥି

କନକ ବ୍ୟୁରୋ : ବିବାହ କେବଳ ଏକ ପରମ୍ପରା ନୁହେଁ, ଏକ ପବିତ୍ର ବନ୍ଧନ । ଦୁଇଟି ମନର ମିଳନ । ସାତ ଜନମର ସାଥୀ ହେବାପାଇଁ ବିବାହ ମଣ୍ଡପରେ ବରବଧୂ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି । ଆଜିକାଲି ଲୋକମାନେ ବେଶ୍ ଧୁମଧାମରେ ବିବାହ ଉତ୍ସବ ପାଳନ କରୁଛନ୍ତି । ଜାକଜମକରେ ଭୋଜିଭାତ କରି ଅନେକ ଟଙ୍କା…

ପୁଲିସକୁ ପିଟିଲେ ଆନ୍ଦୋଳନରତ ବିଜେପି କର୍ମୀ । ନାଲି ଚୁଡ଼ି ପିନ୍ଧାଇବାକୁ ଗଲାବେଳେ ରାଜରାସ୍ତା ପାଲଟିଲା ରଣକ୍ଷେତ୍ର ।

କନକ ବ୍ୟୁରୋ: ଓଡ଼ିଶାରେ ମହିଳାଙ୍କ ଉପରେ ଅଚ୍ୟାଚାର ବଢୁଥିବା ଅଭିଯୋଗ ଆଣି ବିଜେପି କାର୍ଯ୍ୟାଳୟରୁ ନବୀନ ନିବାସ ଅଭିମୁଖେ ନାଲି ଚୁଡ଼ି ଧରି ବାହାରିଥିଲେ ହଜାର ହଜାର ମହିଳାମୋର୍ଚ୍ଚାର କର୍ମୀ । ମାଷ୍ଟର କ୍ୟାଣ୍ଟିନ୍  ଛକରୁ ଲୋୟର ପିଏମ ମୁହାଁଇଲା ବେଳେ ପୁଲିସ୍ ସହ ହୋଇଥିଲା ସାମ୍ନାସାମ୍ନି ।…

ନୟାଗଡ଼ର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ! ଘଞ୍ଚ ଜଙ୍ଗଲରେ ସାଇକେଲିଂ ଓ ମହାନଦୀର ଗଭୀର ଗଣ୍ଡରେ ବୋଟିଂର ମଜା,…

କନକ ବ୍ୟୁରୋ : ମହାନଦୀର ବିସ୍ତୀର୍ଣ ବାଲୁକା ଶଜ୍ୟାରେ ତମ୍ବୁ ଟେଂଟ୍ ସାଙ୍ଗକୁ ନଦୀ ଅବବାହିକାରେ ସୁନ୍ଦର କଟେଜ । ଘଂଚ ଜଂଗଲରେ ସାଇକେଲିଂ ହେଉ ବା ମହାନଦୀର ଗଭୀର ଗଣ୍ଡରେ ବୋଟିଂର ଏକ୍ସପେରିମେଂଟ । ନିଶ୍ଚିତ ଭାବେ ରୋମାଂଚକର ଆଉ ମନ ମୁଗ୍ଧକର । ଏସବୁର ସମାହାର ସାତକୋଶିଆ ସ୍ୟାଣ୍ଡ…