Daily Archives

January 21, 2019

ଆଇସିସି ଟେଷ୍ଟ ର‌୍ୟାକିଂରେ ଶୀର୍ଷରେ ଟିମ୍ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହଲି!

ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିବା ଟିମ୍ ଇଣ୍ଡିଆ ଆଇସିସି ଟେଷ୍ଟ ଟିମ୍ ର‌୍ୟାକିଂରେ ଶୀର୍ଷ ସ୍ଥାନରେ ରହିଛି । ସୋମବାର ଜାରି ହୋଇଥିବା ଏହି ତାଲିକାରେ ଭାରତ ନିଜର ସ୍ଥିତିକୁ ଆହୁରି ମଜବୁତ କରିଛି । ଭାରତ ୧୧୬ ଅଙ୍କ ସହ ନମ୍ବର ୱାନ ଟେଷ୍ଟ ଟିମ୍ ଭାବେ ଦବଦବା ଜାହିର କରିଛି…

ବଢ଼ିଲେ ଭୋଟର, ବାଛିବେ ବିକଳ୍ପ ! ରାଜନୈତିକ ଦଳଙ୍କୁ ଟେନସନ୍, ସମ୍ଭାବନା ଦେଇନପାରିଲେ ବଢ଼ିବ ସଙ୍କଟ ।

କନକ ବ୍ୟୁରୋ: ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍ ଦେବେ ୫ ଲକ୍ଷ ୪୮ ହଜାର ୪୫୩ ନୂଆ ଭୋଟର । ସେହିଭଳି ମୋଟ୍ ୩ କୋଟି ୧୮ ଲକ୍ଷ ୭୮୭ ଭୋଟର ଚଳିତ ବର୍ଷ ମତଦାନ ସାବ୍ୟସ୍ତ କରିବେ ବୋଲି ଚୂଡ଼ାନ୍ତ ଭୋଟର ତାଲିକାରେ ଉଲ୍ଲେଖ ରହିଛି । ସେହିଭଳି ଚଳିତ ବର୍ଷ ୪ ଲକ୍ଷ…

୧୧ ଦିନର କଂସରାଜରେ ପଡିଲା ପୂର୍ଣ୍ଣଚ୍ଛେଦ ! ମଞ୍ଚରୁ ପଡି କଂସ ମାମୁ ମରିବା ପରେ ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

କନକ ବ୍ୟୁରୋ : ମଞ୍ଚରୁ ପଡି କଂସ ମାମୁ ମରିବା ସହ ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏଗାର ଦିନର କଂସରାଜରେ ପୂର୍ଣ୍ଣଛେଦ ପଡ଼ିଛି । କଂସ ନିଧନ ସହ ବିଶ୍ୱ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ଶେଷ ହୋଇଛି । ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ । ନିରବୀ ଯାଇଛି ରଙ୍ଗମହଲ ଓ…

ମରିବା ପୂର୍ବରୁ ଭଉଣୀକୁ ଫୋନ କରି କଣ କହିଥିଲେ ଅଳକାନନ୍ଦା! ପୂରା ଘଟଣା କହିଲେ ଭଉଣୀ

କନକ ବ୍ୟୁରୋ : କାହିଁକି ବାନ୍ଧବୀଙ୍କୁ ଗଳାକାଟି ମାରିଦେଲା ବାନ୍ଧବୀ? ଭୁବନେଶ୍ୱରରେ ଅଳକାନନ୍ଦା ହତ୍ୟାକାଣ୍ଡକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଆଉ ଏହାରି ଭିତରେ ସାମନାକୁ ଆସିଛି ଅଳକାନନ୍ଦାଙ୍କ ଫୋନକଲ୍ । ତାଙ୍କର ବିବାହ ଠିକ୍ ହୋଇଯିବାରୁ ଅନିଶା ତାଙ୍କୁ ମାରପିଟ୍ କରିଥିବା ଭଉଣୀକୁ ଫୋନ…

ବ୍ରଜ ଓ ଖାରବେଳ ଗଢିଲେ ନୂଆ ସାମ୍ମୁଖ୍ୟ! ବିଜେଡି କହିଲା, ଶୀତ ଋତୁରେ ପକ୍ଷୀ ଆସିବା ସହ ସମାନ

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଆଜି ଏକ ନୂଆ ସାମ୍ମୁଖ୍ୟ ଗଠନ ହୋଇଛି । ଉତ୍କଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁ ଓ ସମତା କ୍ରାନ୍ତି ଦଳର ନେତା ବ୍ରଜକିଶୋର ତ୍ରିପାଠୀ ଏକାଠି ହୋଇ ଗଢିଛନ୍ତି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ । ଉଭୟ ନେତା କହିଛନ୍ତି, ଏହି ସାମ୍ମୁଖ୍ୟ, ନବୀନ ସରକାରଙ୍କ…