Daily Archives

January 20, 2019

ରାତାରାତି ପୋଲିସ କନେଷ୍ଟବଳଙ୍କୁ କୋଟିପତି କରିଦେଲା ୨୦୦ ଟଙ୍କାର ଲଟେରୀ ।

କୋଟିପତି କରିଦେଲା ୨୦୦ ଟଙ୍କାର ଲଟେରୀ ।ପଞ୍ଜାବ ପୁଲିସର ଜଣେ କନେଷ୍ଟବଳ ରାତା ରାତି କୋଟିପତି ପାଲଟି ଯାଇଥିବା ଜଣା ପଡ଼ିଛି । ମାତ୍ର ୨୦୦ ଟଙ୍କାର ଲଟେରି କିଣି ଜଣେ କନେଷ୍ଟବଳ ମାଲାମାଲ ହୋଇଯିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ୨୦୦ ଟଙ୍କା ଦେଇ ୨କୋଟି ଟଙ୍କା…

ନୂଆ ସରକାରଙ୍କ ନୂଆ ନିଷ୍ପତି ! ଏଣିକି ରାତି ୮ଟା ପରେ ଆଉ ମିଳିବନି ମଦ, ଜାଣନ୍ତୁ କେଉଁଠି?

ନୂଆ ସରକାରଙ୍କ ନୂଆ ନିଷ୍ପତି । ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବ ନାହିଁ ମଦ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ ରାତି ୮ଟା ପରେ ମଦ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏହି ଯେପରି ପାଳନ ହୁଏ ସେନେଇ ସମସ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଗେହଲଟ ସରକାର ।…

ଦେଶରେ ନିଯୁକ୍ତି ଅବସ୍ଥା ଏମିତି…!  ସଚିବାଳୟ କ୍ୟାଣ୍ଟିନର ୱେଟର ପଦ ପାଇଁ ଚୟନ ହେଲେ ୧୨ ଜଣ ଗ୍ରାଜୁଏଟ

ଦେଶରେ ନିଯୁକ୍ତିର ଅବସ୍ଥା କେମିତି ତାହା ଯୁବବର୍ଗଙ୍କୁ ବେଶ ଭଲ ଭାବେ ଜଣା । ସରକାରକୁ ଆସିବା ପୂର୍ବରୁ ବିଜେପି ଚାକିରିର ପ୍ରତିଶୃତି ଦେଇ ଭୋଟ ହାତେଇଥିଲା । କିନ୍ତୁ ସରକାରକୁ ଆସିବା ପରେ ସ୍ଥିତି ପୂର୍ବରୁ ଯାହା ଥିଲା ଏବେ ମଧ୍ୟ ସେଇଆ ରହିଛି । ଦେଶରେ ବେକାରୀଙ୍କ ସଂଖ୍ୟା ବଢି ବଢି…

ଦୁଇ ପାଇଲଟଙ୍କ ଝଗଡ଼ା ପାଇଁ ୫ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଲା ପ୍ଲେନ୍, ଯାତ୍ରୀ ଭୋଗିଲେ କଷ୍ଟ !

କନକ ବ୍ୟୁରୋ: ଟ୍ରେନ୍ ହେଉ କିମ୍ବା ଉଡ଼ା ଯାହାଜ ବିଳମ୍ବର କାରଣ ଅନେକ ରହିଥାଏ । କିନ୍ତୁ ଉତ୍ତରପ୍ରଦେଶରେ ଥିବା ଅମୌସି ଅର୍ନ୍ତଜାତୀୟ ବିମାନବନ୍ଦରରେ ଘଟିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାରେ ରହିଛି। ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଏହାର ପରିଣାମ ଯାତ୍ରୀମାନଙ୍କୁ ଭୋଗିବାକୁ ପଡ଼ିଥିଲା…

ବିଶ୍ୱର ବ୍ଲାକ ସ୍ପଟ ! କାହିଁକି ବରମୁଡା ଟ୍ରାଏଁଗଲରେ ବୁଡିଯାଏ ଯାହାଜ, ଏବେ ବି ରହସ୍ୟ ଘେରରେ ବରମୁଡା ଟ୍ରାଏଁଗଲ ।

ଦୁନିଆରେ ଏବେ ବି ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି ଯାହାର ଖୁଲାସା ହେବା ଏବେ ବି ବାକି ରହିଛି । ଏଭଳି ରହସ୍ୟମୟ ସ୍ଥାନ ଗୁଡିକରେ ଏପରି ଘଟଣାମାନ ଘଟିଛି ଯାହା ଲୋକମାନଙ୍କୁ ଚମକାଇ ଦେଇଛି । ବର୍ତମାନ ଆମେ ଯେଉଁ ରହସ୍ୟମୟ ସ୍ଥାନ କଥା କହୁଛୁ ତାହା ଆମେରିକାର ଦକ୍ଷିଣପୂର୍ବ ତଟରେ ଅବସ୍ଥିତ…