Daily Archives

January 19, 2019

କଂଗ୍ରେସରୁ ବହିଷ୍କୃତ ହେଲେ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟ ପାଇଁ ହେଲା…

କନକ ବ୍ୟୁରୋ: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସରୁ ଉଭୟଙ୍କୁ ବହିଷ୍କୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା…

ଆସନ୍ତା ୨୧ରେ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ୟୁରୋପୀୟ ଦେଶ ଦେଖିବ ୨୦୧୯ର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର…

କନକ ବ୍ୟୁରୋ: ଗତ ୬ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ହୋଇଥିଲା ଆଉ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ହେବାକୁଥିବା ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣକୁ ବୈଜ୍ଞାନିକ…

ପାରାକୁ ବଞ୍ଚାଇବାକୁ ପାଇଁ ୫ ମିନିଟ ଅଟକିଲା ଟ୍ରେନ୍ ! ଜାଣନ୍ତୁ କଣ ରହିଛି ପ୍ରକୃତ ଘଟଣା ।

ଭାରତୀୟ ରେଳବାଇ ଦ୍ୱାରା ମୁମ୍ବାଇର ଗୁରୁଗ୍ରାମରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁଡ଼ିର ମାଞ୍ଝାରେ ଫସି ରହିଥିବା ପାରାକୁ ବଞ୍ଚାଇବା ପାଇଁ ପଶ୍ଚିମ ରେଳପଥ ଯେଉଁ ପଦକ୍ଷେପ ନେଇଥିଲା, ତାହାକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଛି । ସୂଚନା ମୁତାବକ, ବୁଧବାର…

ପୁଣି ଅନଶନ କରିବେ ଗାନ୍ଧୀବାଦୀ ଆନ୍ନା ହଜାରେ ! ଲୋକପାଳ ନିଯୁକ୍ତି ଦାବିରେ ଆସନ୍ତା ୩୦ରୁ ଆମରଣ ଅନଶନ କରିବେ ଆନ୍ନା ।

କନକ ବ୍ୟୁରୋ: ପୁଣି ଅନଶନ କରିବେ ଆନ୍ନା । ଲୋକପାଳ ନିଯୁକ୍ତି ହୋଇ ନ ପାରିବାରୁ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେ ଆସନ୍ତା ଜାନୁଆରୀ ୩୦ରୁ ଆମରଣ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ, ୨୦୧୩ ଅନୁଯାୟୀ ଭ୍ରଷ୍ଟାଚାର ବିରୋଧୀ…

ଚର୍ଚ୍ଚାରେ ଓବାମାଙ୍କ ପ୍ରେମକାହାଣୀ: ପତ୍ନୀ ମିଚେଲଙ୍କ ଜନ୍ମଦିନରେ ଶେୟାର୍ କଲେ ନିର୍ବନ୍ଧ ପରର ପୁରୁଣା ଫଟୋ, କହିଲେ…

କନକ ବ୍ୟୁରୋ: ଚର୍ଚ୍ଚାରେ ବାରାକ୍ ଓବାମାଙ୍କ ପ୍ରେମକାହାଣୀ  । ଏକଦା ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ କୁହାଯାଉଥିବା ବାରାକ୍ ଓବାମାଙ୍କ ଲଭଷ୍ଟୋରୀର ପୁଣିଏକ ଝଲକ୍ ଦେଖିବାକୁ ମିଳିଛି  । ପ୍ରେମିକାରୁ ପତ୍ନୀ ସାଜିଥିବା ମିଚେଲଙ୍କ ଜନ୍ମଦିନରେ ଓବାମା ଦୁହିଁଙ୍କର ଏକ ପୁରୁଣା ଫଟୋକୁ…

ୱାଲମାର୍ଟ୍ ଓ ଆମାଜନକୁ ଟକ୍କର ଦେବେ ମୁକେଶ ଅମ୍ବାନି : ଇକମର୍ସ କ୍ଷେତ୍ରରେ ପାଦ ଦେବାକୁ ରିଲାଏନ୍ସ ଅଧ୍ୟକ୍ଷଙ୍କ ଘୋଷଣା

କନକ ବ୍ୟୁରୋ: ୱାଲମାର୍ଟ୍ ଓ ଆମାଜନକୁ ଟକ୍କର ଦେବେ ମୁକେଶ ଅମ୍ବାନି । ଏସିଆର ସବୁଠୁ ଧନୀ କୁହାଯାଉଥିବା ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି ଇ-ବ୍ୟବସାୟ କ୍ଷେତ୍ରରେ ପାଦ ଦେବା ଘୋଷଣା କରିଛନ୍ତି । ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀରେ ମୁକେଶ ଏହି ଘୋଷଣା କରି ଥିବାବେଳେ ଆଗକୁ ଜୋରଦାର…