Daily Archives

January 18, 2019

ଆଉ ରହିବନି ତେଲ ଟେନସନ୍ ! ଖୁବଶିଘ୍ର ବଜାରକୁ ଆସିବ ଇଲେକଟ୍ରିକ କାର୍ ।

କାର ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ ଶିଘ୍ର ବଜାରକୁ ଆସିବାକୁ ଯାଉଛି ଇଲେକଟ୍ରିକ କାର । ବଢୁଥିବା ତେଲର ଦରକୁ ଦୃଷ୍ଟିରେ ରଖି ଅନେକ କମ୍ପାନ ଇଲେକଟ୍ରିକ ବାଇକ, ସ୍କୁଟର ବାହାର କରିଛନ୍ତି । ଏହା ଦ୍ୱାରା ଅନେକ ଲୋକ ମଧ୍ୟ ଉପକୃତ ହେଉଛନ୍ତି । ଠିକ ସେହି ଭଳି କାର ପ୍ରେମୀଙ୍କ ପାଇଁ ମଧ୍ୟ…

ଆତ୍ମହତ୍ୟା ପରେ ଲକ୍ଷ୍ମୀଧରଙ୍କୁ ମିଳିଲା ନ୍ୟାୟ ! ପକ୍କା ଘର ପାଇଁ କାର୍ଯ୍ୟାଦେଶ ଦେଲେ ବିଡିଓ

କନକ ବ୍ୟୁରୋ : ଆତ୍ମହତ୍ୟା ପରେ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ଶୁକ୍ରବାର ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି । ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ବିଡିଓ ପକ୍କା ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର କାର୍ଯ୍ୟାଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର…

ଇତିହାସ ରଚିଲା ଆଜତକ୍ ନ୍ୟୁଜ୍ ଚ୍ୟାନେଲ୍ ! ପଛରେ ପଡ଼ିଲେ ବିବିସି ଓ ସିଏନଏନ୍, ନମ୍ବର ୱାନ ହେବା ସହ ମିଳିଲା ଡାୟମଣ୍ଡ…

ଭାରତର ନମ୍ବର ୱାନ୍ ଟିଭି ଚ୍ୟାନେଲ ପୁଣି ଥରେ ଇତିହାସ ରିଚିଛି । ଆଜତକକୁ ୟୁଟ୍ୟବ ଠାରୁ ମଳିଛି ଡାୟମଣ୍ଡ ପ୍ଲେ ବଟନ୍ । ଆଜତକ ଚ୍ୟାନେଲକୁ ସାରା ଦୁନିଆର ନମ୍ବର ୱାନ୍ ଚ୍ୟାୋନଲ ରୂପେ ସ୍ୱୀକାର କରିଛନ୍ତି । ଆଜତକ ଦୁନିଆର ଏକ ମାତ୍ର ଟିଭି ଚ୍ୟାନେଲ, ଯାହାର ୟୁଟ୍ୟୁବରେ ୧ କୋଟିରୁ ଅଧିକ…

ଇତିହାସ ରଚିବା ଦିଗରେ ଆଗେଇ ଚାଲିଛି ଇସ୍ରୋ ! ଗଗନଯାନ ମିଶନରେ ପଶୁ ବଦଳରେ ପ୍ରଥମେ ରୋବର୍ଟ ଯିବେ ମହାକାଶ । 

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ମିଶନ ଗଗନୟାନକୁ ସଫଳ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ୨୦୨୧ ଡିସେମ୍ବର ସୁଦ୍ଧା ଭାରତର ଗଗନୟାନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ  । ଏହାସହ ଭାରତର ମହାକାଶଚାରୀ ପ୍ରେରଣ କରିବା ସ୍ୱପ୍ନ ସାକାର ହେବା କୁହାଯାଉଛି  । ତେବେ ଏହି…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ! ଓଡ଼଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦାବି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ନବୀନ ଦର୍ଶାଇଛନ୍ତି ୧୯୯୦ ପରଠାରୁ…