Daily Archives

January 17, 2019

ଜେଲରେ ବିତିବ ରାମ ରହିମଙ୍କ ବାକି ଜୀବନ ! ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ ।

କନକ ବ୍ୟୁରୋ: ଡ଼ୋରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟାକାଣ୍ଡରେ ସିବିଆଇର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୀର୍ଘ ୧୬ ବର୍ଷ ପୂର୍ବ ପୁରୁଣା ମାମଲାରେ କୋର୍ଟ ଗୁରମିତ…

ଆଲବମ୍ କୁଇନ୍ ଶ୍ୱେତା ମଲ୍ଲିକ ବନିଲେ ମାତା ମାହେଶ୍ୱରୀ ! ସଂସାରର ମୋହ, ମାୟା ଛାଡି ଲୋକଙ୍କୁ ଦେଉଛନ୍ତି…

କନକ ବ୍ୟୁରୋ : ଆଲବମ୍ ଅଭିନେତ୍ରୀରୁ ସନ୍ୟାସୀ । ରଙ୍ଗୀନ ପରଦା ଛାଡି ଲୋକଙ୍କ ମଧ୍ୟରେ ଧାର୍ମିକ ଚେତନା ଜାଗ୍ରତ କରୁଛନ୍ତି ବିଗତ ଦିନର ଅଭିନେତ୍ରୀ ଶ୍ୱେତା ମଲ୍ଲିକ । ସେ ଏବେ ମାତା ମହେଶ୍ୱରୀ । ଜୟପୁରରେ ଆୟୋଜିତ କଳକୀ ଯଜ୍ଞରେ ଦେଖିବାକୁ ମିଳିଛି ମାତା ମହେଶ୍ୱରୀଙ୍କ ବିଶ୍ୱରୂପ । ରୁପେଲି…

୫୦ ବର୍ଷ ପରେ ବଦଳିଲା ଭୁବନେଶ୍ୱର ରାମ ମନ୍ଦିରର ପରିଚାଳନା ! ଗଢା ହେବ ନୂଆ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ, ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ : ୫୦ ବର୍ଷ ତଳେ ଭୁବନେଶ୍ୱରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମ ମନ୍ଦିର ସେବା ସମିତିକୁ ମାଗଣାରେ ମିିଳିଥିଲା ସରକାରୀ ଜମି । ମନ୍ଦିର ପରିଚାଳନା ପାଇଁ ରହିଥିବା ପରିଚାଳନା ସମିତି ଆୟ-ବ୍ୟୟରେ ସ୍ୱଚ୍ଛତା ରଖୁନଥିବା ଅଭିଯୋଗ ହେବା ପରେ ପୁୁରୁଣା ପରିଚାଳନା ବୋର୍ଡକୁ ଭାଙ୍ଗି…

କେଉଁ ପ୍ରସଙ୍ଗରେ ଲୋକଙ୍କ ମନ ଜିତିବ ବିଜେପି ! ୨୦୧୯ ନିର୍ବାଚନ ପାଇଁ ଗଠନ କଲା ଇସ୍ତାହାର କମିଟି ।

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅନୁମୋଦନ କ୍ରମେ ଆଜି ରାଜ୍ୟ ସଂକଳ୍ପପତ୍ର ସମିତି ଘୋଷଣା କରାଯାଇଛି । ଏହି ସମିତିର ଅଧ୍ୟକ୍ଷ ରୂପେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି…

୨୫ରେ ପୁଣି ବଡ଼ ଟକ୍କର ! ଭୁବନେଶ୍ୱରରେ ରାହୁଲଙ୍କ ବିଶାଳ ସମାବେଶକୁ ବିଜେଡିର କାଉଣ୍ଟର, ପୁରୀରେ ୧ ଲକ୍ଷ ଚାଷୀଙ୍କୁ ନେଇ…

କନକ ବ୍ୟୁରୋ : ପୁଣି ଥରେ ଦେଖିବାକୁ ମିଳିବ ରାଜନୈତିକ ଟକ୍କର । ଆସନ୍ତା ୨୫ ତାରିଖରେ ରାହୁଲଙ୍କ ଓଡ଼ିଶା ଗସ୍ତ । ଭୁବନେଶ୍ୱର ତମାଣ୍ଡୋ ପଡ଼ିଆରେ ବିଶାଳ ଦଳୀୟ ସମାବେଶରେ ସମ୍ବୋଧନ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଆଉ ସେହି ୨୫ ତାରିଖ ଦିନ ପୁରୀରେ ୧ ଲକ୍ଷ ଚାଷୀଙ୍କୁ ଏକାଠି କରି…

ବଢିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି ! ସବୁ ସରକାରୀ ମେଡିକାଲ କଲେଜରେ ମାଗଣାରେ ମିଳିବ ଚିକିତ୍ସା ସୁବିଧା।

କନକ ବ୍ୟୁରୋ: ପୁଣି ବଢ଼ିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି । ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଉଭୟ ବିପିଏଲ ଏବଂ ଏପିଏଲ ଶ୍ରେଣୀର ଲୋକ ଏଥିରୁ ଉପକୃତ ହେବେ । ୧ ଫେବୃୟାରୀ ୨୦୧୯ରୁ ଏହି ନିଷ୍ପତ୍ତି…