Daily Archives

January 17, 2019

ସୀମା ଜଗିବ ସାଟେଲାଇଟ୍ ! ଭାରତୀୟ ଯବାନଙ୍କ ପାଇଁ ନୂଆ ଯୋଜନା, ମହାକାଶକୁ ଉପଗ୍ରହ ପଠାଇବ ଇସ୍ରୋ ।

ଖୁବ୍ ଶୀଘ୍ର ଇସ୍ରୋ ଏକ ନୂଆ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି । ଭାରତୀୟ ସୀମାକୁ ଅଧିକ ସୁରକ୍ଷିତ ରଖିବାରେ ଗୃହ ମନ୍ତ୍ରାଳୟକୁ ସାହାଯ୍ୟ କରିବା ପାଇଁ ଇସ୍ରୋ ଏହି ନୂଆ ସାଟେଲାଇଟ୍ ପ୍ରସ୍ତୁତ କରୁଥିବା ଜଣା ପଡ଼ିଛି । ଦୁର୍ଗମ ଏବଂ ବିପଦସଙ୍କୁଳ ସ୍ଥାନରେ ନିୟୋଜିତ କରାଯାଇଥିବା କେନ୍ଦ୍ରୀୟ…

ସିବିଆଇ ଉପରେ ଚଡ଼କ ! ଆଲୋକ ବର୍ମାଙ୍କ ପରେ ରାକେଶ ଅସ୍ତାନାଙ୍କ ଉପରେ ଆକସନ୍, କାର୍ଯ୍ୟକାଳ ଶେଷ ପୂର୍ବରୁ ପଦବୀରୁ…

କନକ ବୁରୋ: ସିବିଆଇ ବିବାଦରେ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମା ବହିଷ୍କାର ପରେ ଏବେ ସିବିଆଇ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ତାନାଙ୍କ ଉପରେ କେନ୍ଦ୍ର ସରକାରଙ୍କ କୋପ । ଅସ୍ତାନାଙ୍କୁ ସିବିଆଇ ସ୍ଵତନ୍ତ୍ର ନିର୍ଦ୍ଦେଶକ ପଦବୀରୁ ହଟାଇଛନ୍ତି କେନ୍ଦ୍ର ସରକାର। ଅସ୍ତାନାଙ୍କ ସମେତ ଚାରି ଜଣ…

ଚେକିଂ ବେଳେ ସ୍ୱାମୀଙ୍କୁ ବିନା ହେଲମେଟରେ ଧରିଲେ ମହିଳା ଟ୍ରାଫିକ ପୋଲିସ ! ଚକୋଲେଟ୍, ଫୁଲ ଦେଇ କହିଲେ ଏଥର ଛାଡିଲି,…

ଟ୍ରାଫିକ୍ ସିଗନାଲ ଭାଙ୍ଗିବା ପରେ ପୁଲିସ ଚାଲାଣ କାଟିଥାଏ, ତାହା ସମସ୍ତଙ୍କୁ ଜଣା । କିନ୍ତୁ ଟ୍ରାଫିକ ନିୟମ ଭାଙ୍ଗିବା ମଧ୍ୟ ଚାଲାଣ ନ କାଟି ଚକୋଲେଟ ଏବଂ ଫୁଲ ଦେବା କଥା କେବେ ଶୁଣି ଥିଲେ କି ? ଆଜ୍ଞା ହଁ ! ହରିୟାଣାର ଝଜ୍ଜରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠାରୁ ଖାସ୍…

କଣ୍ଟିଜେନ୍ସି ଫଣ୍ଡ ନେଇ ବିଜେଡିର କାଉଣ୍ଟର ଆଟାକ୍ । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଫଣ୍ଡରୁ ଟଙ୍କା ଦେଲାବେଳେ କାହିଁକି…

କନକ ବ୍ୟୁରୋ: ‘କାଳିଆ’ ଯୋଜନାରେ କଂଟିଜେନ୍ସୀ ଫଣ୍ଡ ପାଣ୍ଠିକୁ ନେଇ ବିରୋଧୀଙ୍କ କେଁ । ଆପଦକାଳୀନ ସ୍ଥିତିରେ ବ୍ୟବହାର ହେଉଥିବା ପାଣ୍ଠିକୁ ଉଠାଇ ‘କାଳିଆ’ ଯୋଜନାରେ ଖର୍ଚ୍ଚ କରିବା ନେଇ ଆପତି ଉଠାଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ବିରୋଧୀଙ୍କ ଅଭିଯୋଗ ଯେ, ପାଖରେ ଟଙ୍କା ନଥାଇ…

ପ୍ରେମର ମଇଦାନରେ କ୍ଲିନ୍ ବୋଲ୍ଡ ହେଲେ ଯୁବ କ୍ରିକେଟର୍ ! ପ୍ରେମିକା ଈଶା ନେଗୀଙ୍କ ଫଟୋ ସେୟାର୍ କରି ଚର୍ଚ୍ଚାରେ ରିଷଭ୍…

କନକ ବ୍ୟୁରୋ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ପୁଣି ଏକ ଯୁବ କ୍ରିକେଟର ଚର୍ଚ୍ଚାରେ । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ବେଳେ ୱିକେଟ୍ କିପିଂ ଓ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଥିଲେ ରିଷଭ ପନ୍ଥ । ହେଲେ ଏଥର ବ୍ୟାଟିଂ କିମ୍ବା କିପିଂକୁ ନେଇ ନୁହେଁ ଏବେ ପ୍ରେମକୁ ନେଇ ସେ ଚର୍ଚ୍ଚାରେ । ରିଷଭ୍ ପନ୍ଥ…