Daily Archives

January 15, 2019

୨୦୧୯-୨୦ ଶିକ୍ଷା ବର୍ଷରୁ ଲାଗୁ ହେବ ୧୦ ପ୍ରତିଶତ ସଂରକ୍ଷଣ ! ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗରିବ…

କନକ ବ୍ୟୁରୋ : ଶିକ୍ଷାନୁଷ୍ଠାନରେ ୨୦୧୯-୨୦ ଶିକ୍ଷା ବର୍ଷରୁ ଲାଗୁ ହେବ ଗରିବ ସବର୍ଣ୍ଣଙ୍କୁ ସଂରକ୍ଷଣ । ଏହା ଘୋଷଣା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସାରାଦେଶରେ ୪୦ ହଜାର କଲେଜ ଏବଂ ୯ଶହ ବିଶ୍ୱବିଦ୍ୟାଳୟରେ ଏହି ସୁବିଧା ମିଳିବ ବୋଲି କହିଛନ୍ତି…

କର୍ଣ୍ଣାଟକରେ ପୁଣି ଅପରେସନ୍ ଲୋଟସ୍ ! ସଙ୍କଟରେ କୁମାରସ୍ୱାମୀ ସରକାର, ସମର୍ଥନ ଫେରାଇ ନେଲେ ୨ଜଣ ନିର୍ଦ୍ଦଳୀୟ ବିଧାୟକ…

କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ ମେଂଟ ସରକାରରେ ଦେଖାଦେଇଛି ସଙ୍କଟ । ଆଜି ୨ଜଣ ନିର୍ଦ୍ଦଳୀୟ ବିଧାୟକ ମେଂଟ ସରକାରଠାରୁ ନିଜର ସମର୍ଥନ ଫେରାଇ ନେବା ପରେ କର୍ଣ୍ଣାଟକ ରାଜନୀତିରେ ଜୋରଦାର ହୋଇଛି ଡ୍ରାମା । ବର୍ତମାନର ପରିସ୍ଥିତିକୁ ନେଇ କଂଗ୍ରେସ କୋର୍ କମିଟି ବୈଠକ ଚାଲିଥିବା…

ଜନ୍ମଦିନରେ ବିଜେପି ଓ କଂଗ୍ରେସକୁ ମାୟାବତୀଙ୍କ ଟାର୍ଗେଟ୍ ! କହିଲେ ରାଜନୈତିକ ଦଳର ନିଦ ହଜାଇ ଦେଇଛି ଏସପି-ବିଏସପି…

କନକ ବ୍ୟୁରୋ : ଜନ୍ମଦିନରେ କଂଗ୍ରେସ ଓ ବିଜେପି ବିରୋଧରେ ବର୍ଷିଲେ ମାୟାବତୀ । କହିଛନ୍ତି, ଏସପି - ବିଏସପି ମେଂଟ ବିଜେପି ସମେତ ଅନ୍ୟ ରାଜନୈତିକ ଦଳଗୁଡିକର ନିଦ ହଜାଇ ଦେଇଛି । ଏହାସହ ବାଦ ବିବାଦ ଭୁଲି ଏସପି-ବିଏସପି ମେଂଟକୁ ସମର୍ଥନ ଜଣାଇ ଐତିହାସିକ ବିଜୟୀ ଭେଟିଦେବାକୁ ସେ ଦଳିୟ…

ଗଙ୍ଗା, ଜମୁନା, ସରସ୍ୱତୀର ତ୍ରିବେଣୀ ସଙ୍ଗମରେ ଭକ୍ତିର ବୁଡ ! ସାହି ସ୍ନାନ ସହ ଆରମ୍ଭ ହେଲା କୁମ୍ଭମେଳା, ପ୍ରଥମ ଥର…

କନକ ବ୍ୟୁରୋ : ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ବିଶ୍ୱାସ ରହିଛି ଏହି ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଆଜି ମେଳାରେ ହଜାର ହଜାର ସଂଖ୍ୟାରେ ନାଗା ସାଧୁ ଏକାଠି…

ଓଡି଼ଶା ଆସୁଛି କୋଲକାତା କଏନ୍ । ୨୦ ଟି ବସ୍ତାରୁ ଲକ୍ଷାଧିକ ଟଙ୍କା ଜବତ । ପ୍ରଶ୍ନ ଉଠୁଛି, କଏନ୍ କାରବାର ପଛରେ କାମ…

କନକ ବ୍ୟୁରୋ: ଓଡିଶା ମାର୍କେଟରେ କୋଲକାତା କଏନ୍ । ଆୟକର ବିଭାଗର ଜିଏସଟି ଡିପାର୍ଟମେଂଟ ଆଜି କୋଲକାତାରୁ ଭୁବନେଶ୍ୱର ଆସୁଥିବା ଏକ ବସ୍ରୁ ୨୦ରୁ ଅଧିକ କଏନ୍ ବସ୍ତା ଜବତ କରିଛି । ଯେଉଁଥିରେ, ଲକ୍ଷାଧିକ ଟଙ୍କାର କଏନ୍ ରହିଥିଲା । ଡ୍ରାଇଭରଙ୍କ କହିବା କଥା, ବସ୍ତା ପିଛା ଦେଢ ଶହ ଟଙ୍କା ନେଇ…