Daily Archives

January 14, 2019

ଟି-୨୦ରେ ନୂଆ ରେକର୍ଡ! ୧୪ ରନରେ ଅଲଆଉଟ ହେବା ସହ ସର୍ବନିମ୍ନ ସ୍କୋରର ରେକର୍ଡ କଲା ଚୀନ୍

ଟି-୨୦ ଅର୍ନ୍ତଜାତୀୟ କ୍ରିକେଟରେ ସର୍ବନିମ୍ନ ସ୍କୋର କରିବାର ରେକର୍ଡ କରିଛି ଚୀନ୍ । ମାତ୍ର ୧୪ ରନରେ ଅଲଆଉଟ ହେବା ସହ ଏକ ବିରଳ ରେକର୍ଡ କରିଛି ଚୀନ୍ । ରବିବାର ବ୍ୟାଙ୍କକରେ ଖେଳାଯାଉଥିବା ଏହି ମ୍ୟାଚରେ ଚୀନ୍ ୧୪ ରନରେ ଅଲଆଉଟ ହେବା ସହ ଟି-୨୦ କ୍ରିକେଟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ…

ଓଡ଼ିଶାରେ ଖୁବ୍ ଶୀଘ୍ର ଦଳ ବଦଳ ପର୍ବ ! କଂଗ୍ରେସ ପରେ ଏବେ ବିଜେପିର ଦୁଇ ନେତା ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ।

କନକ ବୁରୋ: ରାଜ୍ୟ ରାଜନୀତିରେ ଏବେ ବହୁଛି ଦଳ ବଦଳ ହାୱା । ଯାହାର ଶିରୋନାମା ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ ପାଲଟିଛନ୍ତି । ଆସନ୍ତା ୨୪ ତାରିଖରେ ନବ ଦାସ ବିଜେଡ଼ିରେ ଯୋଗଦେବେ ବୋଲି ଏକ ପ୍ରକାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଖୋଦ୍ ନବ ଦାସ । ସେପଟେ ନବ ଦାସଙ୍କ ସହ ଆଉ…

ବିବାଦ ପରେ ନୂଆ ନିଯୁକ୍ତିକୁ ଜଷ୍ଟିସ ସିକ୍ରିଙ୍କ ପ୍ରତ୍ୟାଖାନ ! ପୂର୍ବରୁ ଦେଇଥିବା କନସେଂଟକୁ କଲେ ପ୍ରତ୍ୟାହାର, ଆଲୋକ…

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବିଚାରପତି ଏ.କେ ସିକ୍ରି, ଅବସର ପରେ ନିଯୁକ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି । ଲଣ୍ଡନସ୍ଥିତ କମନୱେଲଥ ସେକ୍ରେଟାରିଏଟ୍ ଆର୍ବିଟ୍ରାଲ ଟ୍ରିବୁନାଲରେ ପ୍ରତିନିଧି ଭାବେ ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ଅବସର ପରେ କୌଣସି ସରକାରୀ ପଦରେ…

ମୋଦି-ନବୀନଙ୍କ ମେଗା ସୋ’! ମୋଦିଙ୍କ ଟାର୍ଗେଟରେ ପଶ୍ଚିମ ଓଡିଶା ଭୋଟର, ନବୀନଙ୍କ ଟାର୍ଗେଟରେ କୃଷକ

କନକ ବ୍ୟୁରୋ : ମୋଦୀଙ୍କ ବଲାଙ୍ଗୀର କାର୍ଯ୍ୟକ୍ରମ ବନାମ ନବୀନଙ୍କ ବରମୁଣ୍ଡା କାର୍ଯ୍ୟକ୍ରମ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମେଗା ସୋ’ । ମୋଦୀଙ୍କ ଟାର୍ଗେଟରେ ପଶ୍ଚିମ ଓଡ଼ିଶା ଭୋଟର । ଏବଂ ନବୀନଙ୍କ ଟାର୍ଗେଟରେ କୃଷକ । ପୁଣି ଥରେ ଦୁଇ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ…

ଓଡିଶା କଂଗ୍ରେସକୁ ଲାଗିପାରେ ୪୪୦ ଭୋଲ୍ଟର ଝଟକା ! ନବଙ୍କ ବାଟ ଧରିପାରନ୍ତି ଆଉ ଦୁଇ କଂଗ୍ରେସ ବିଧାୟକ

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖ, ଓଡ଼ିଶା ଏକ ବଡ଼ ଧରଣର ପରିବର୍ତନ ଦେଖିବାକୁ ଯାଉଛି । କାରଣ ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସ, ବିଜେଡିରେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ବଡ ବଡ ବେଲୁନ୍ କିଣା…