Daily Archives

January 13, 2019

ନବ ଦାସଙ୍କୁ ନେଇ ବିଜେଡିର ମିଶନ ‘ପଶ୍ଚିମ ଓଡିଶା’ । ୩୦ ବିଧାନସଭା ଆସନ ଉପରେ ନବୀନଙ୍କ ଆଖି ।

ରାଜ୍ୟରେ ଲଗାତର ଭାବେ ନିର୍ବାଚନ ହାରିଥିବା କଂଗ୍ରେସ ପାଇଁ ସମ୍ମାନର ଜିଲ୍ଲା ଥିଲା ଝାରସୁଗୁଡା । ଯେଉଁଠି ଦଳର ଚେହେରା ଭାବେ ନବ ଦାସ ବିଜୟ ବାନା ଉଡାଉଥିଲେ । ୨୦୧୭ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଗଠନ କରିବା ଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ…

ଅଧା ବାଟରେ ‘ହାତ’ ଛାଡିଦେବେ ନବ! ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିବାକୁ…

କନକ ବ୍ୟୁରୋ : ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଦେଇପାରନ୍ତି ବିଧାୟକ ନବ ଦାସ । କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆସନ୍ତା ୨୫ରେ ଓଡିଶା ଆସୁଥିବା ବେଳେ ୨୪ ତାରିଖରେ କଂଗ୍ରେସ ଛାଡିପାରନ୍ତି ନବ ଦାସ । ବିଜେଡିରେ ମିଶିବା ନେଇ ନବ ଦାସ ଗଣମାଧ୍ୟମରେ ଇଙ୍ଗିତ ଦେବା ପରେ…

ପାଣ୍ଡ୍ୟା, ରାହୁଲଙ୍କ ପରେ ବିବାଦରେ ବିରାଟ ! ଜାଣନ୍ତୁ କ’ଣ କହି ଅଡୁଆରେ ପଡିଲେ କୋହଲି । 

କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ଦୁଇ ଜଣାଶୁଣା ଖେଳାଳି କେ ଏଲ୍ ରାହୁଲ ଏବଂ ହାର୍ଦ୍ଦିକ୍ ପାଣ୍ଡ୍ୟା କଫି ଓି୍ୱଥ୍ କରଣରେ ପହଞ୍ଚିଥିଲେ । ଏହି ସମୟରେ ହାର୍ଦ୍ଦିକ କରଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହିଳାମାନଙ୍କୁ ସେ କେବଳ ଉପଭୋଗର ସାମଗ୍ରୀ ବୋଲି ଭାବୁଥିବା କହିଥିଲେ । ତାଙ୍କର…

୨୦୧୯ ପାଇଁ ଉତ୍ତରପ୍ରଦେଶରେ କଂଗ୍ରେସର ରଣନୀତି ! ସମସ୍ତ ୮୦ ଆସନରେ ଏକାକୀ ଲଢିବ କଂଗ୍ରେସ । 

ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ରୋମାଂଚକ ରାଜନୀତି ଦେଖାଯିବ । ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଶନିବାର ମେଣ୍ଟ କରିବା ପରେ କଂଗ୍ରେସ ଏଠାରେ ଏକ ଘରକିଆ ହୋଇଯାଇଛି । ଫଳରେ କଂଗ୍ରେସ ବାଧ୍ୟ ହୋଇ ଏଠାରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ…

କଂଗ୍ରେସକୁ ବାଏ ବାଏ କରିପାରନ୍ତି ବିଧାୟକ ନବ ଦାସ !  ୨୪ରେ ବିଜେଡିରେ ହୋଇପାରନ୍ତି ସାମିଲ

କନକ ବ୍ୟୁରୋ : କଂଗ୍ରେସର ହାତ ଛାଡି ବିଜେଡିର ଶଙ୍ଖ ଫୁଙ୍କିବେ ଝାରସୁଗୁଡା ବିଧାୟକ ନବ ଦାସ । ବିଜେଡିରେ ଯୋଗଦେବା ନେଇ ନବ ସିଧାସଳଖ କହିନଥିବା ବେଳେ ବୁଲେଇ ବଙ୍କେଇ ଏଭଳି କହିଛନ୍ତି । ୨୦୧୯ରେ ସେ ଶଙ୍ଖ ଚିହ୍ନରେ ଲଢନ୍ତୁ ବୋଲି ଝାରସୁଗୁଡାବାସୀ ତାଙ୍କୁ ଅନୁରୋଧ କରିଛନ୍ତି । ଏନେଇ ସେ…