Daily Archives

January 10, 2019

ରାସ୍ତାରେ ଫୋପାଡ଼ି ଦେଲେ ଟ୍ରାକ୍ଟର ବୋଝେଇ ଭାତ । ନଷ୍ଟ ହେଲା ୨୫୦୦ ମିଲ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ! 

କନକ ବ୍ୟୁରୋ: ଟ୍ରାକ୍ଟରରେ ଫୋପଡା ହୋଇଛି ଗରିବ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ଆହାର । ଆହାର କେନ୍ଦ୍ରରେ ଯେତିକି ପରିମାଣର ଆହାର ପ୍ରସ୍ତୁତ ହୋଇଥିବା ସେହି ଅନୁପାତରେ ଲୋକେ ଆସିନଥିଲେ । ଫଳରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଫିଙ୍ଗି ଦିଆଯାଇଥିଲା । ଏହା ବିଶ୍ୱାସ ହେଉନଥିଲେ ବି…

୧୫ ତାରିଖରେ ମୋଦି-ନବୀନ ମୁକାବିଲା! ବଲାଙ୍ଗୀରରେ ମୋଦି, ବରମୁଣ୍ଡାରେ ନବୀନଙ୍କ ମେଗା ସୋ

କନକ ବ୍ୟୁରୋ : ଗୋଟିଏ ଦିନରେ ଦୁଇଟି ରାଜନୈତିକ ମେଗା ସୋ । ଆସନ୍ତା ୧୫ ତାରିଖରେ ପୁଣି ମୋଦି-ନବୀନ ମୁବାକିଲା । ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀଙ୍କ ସମାବେଶ, ଭୁବନେଶ୍ୱର ବରମୁଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ । ନିର୍ବାଚନ ବର୍ଷରେ ଲୋକଙ୍କ ପାଖରେ ପହଂଚିବା ପାଇଁ ଦୁଇ ପ୍ରମୁଖ…

‘କାଳିଆ’ ପାଇଁ ଜେରକ୍ସ ଫର୍ମରେ କରିହେବ ଆବେଦନ । ଫର୍ମରେ କଳାବଜାରୀ କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: କାଳିଆ ଯୋଜନାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଆଜି ଦୂର କରିବାକୁ ଚେଷ୍ଟା କରିଛନ୍ତି କୃଷି ସଚିବ ସୌରଭ ଗର୍ଗ । ଇଚ୍ଛୁକ ସମସ୍ତ ବ୍ୟକ୍ତି ଏହି ଯୋଜନାରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ । ଏମିତି କି ତାଲିକାରେ ନଥିବା ବ୍ୟକ୍ତି ଭୟବିତ ନହେବାକୁ…

ଭୁବନେଶ୍ୱରରେ ରାହୁଲ କେମିତି କରିବେ ସମାବେଶ? କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ମିଳୁନି ପଡିଆ, ଶାସକ ଦଳକୁ ଦୋଷ ଦେଲା…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭା ପାଇଁ ଭୁବନେଶ୍ୱରରେ ପଡିଆ ମିଳୁନାହିଁ । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଜାନୁଆରୀ ୨୬ ଏବଂ ଚାଷୀମାନଙ୍କ ପାଇଁ ସମାବେଶ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଆଳରେ ଶାସକ ଦଳ ପକ୍ଷରୁ…

ରାତିକ ପାଇଁ ସିବିଆଇ ମୁଖ୍ୟ ! କାଲି ଦାୟିତ୍ୱ ନେଇଥିଲେ ଆଲୋକ, ଆଜି ପଦରୁ ବିଦା କଲା ସିଲେକ୍ଟ କମିଟି

କନକ ବ୍ୟୁରୋ : ସିବିଆଇ ମୁଖ୍ୟ ପଦରୁ ବିଦା ହେଲେ ଆଲୋକ ବର୍ମା । ସିଲେକ୍ଟ କମିଟିର ବୈଠକ ପରେ ଆଲୋକ ବର୍ମାଙ୍କୁ ସିବିଆଇ ପଦରୁ ହଟାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜନେ ଖଡଗେ ଓ ସୁପ୍ରିମକୋର୍ଟ ବିଚାରପତି ଅର୍ଜନ କୁମାର ସିକରିଙ୍କ…

ଖାସ୍ ଦିନିକିଆ ସିରିଜ ଜିତିବା ପାଇଁ ! ଭାରତ ବିପକ୍ଷରେ ୩୩ ବର୍ଷ ତଳର ପୁରୁଣା ଜର୍ସିରେ ପଡିଆକୁ ଓହ୍ଳାଇବ ଅଷ୍ଟ୍ରେଲିଆ…

ଘରୋଇ ମାଟିରେ ବିରାଟ ବାହିନୀ ଠାରୁ ୨-୧ରେ ଟେଷ୍ଟ ସିରିଜ ହାରିବା ଏବେ ଦିନିକିଆ ସିରିଜ ଉପରେ କଙ୍ଗାରୁ ଟିମର ନଜର । ଦିନିକିଆ ସିରିଜରେ କମବ୍ୟାକ୍ କରିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ । ଆଉ ଏଥିପାଇଁ ଦଳ ଜୋରଦାର ଅଭ୍ୟାସ ମଧ୍ୟ ଆରମ୍ଭ କରିଛି । ଆସନ୍ତା ଶନିବାର ଅଥାର୍ତ ୧୨ ତାରିଖରୁ ଆରମ୍ଭ…